୮ ବର୍ଷର ଝିଅ ହାତରେ ଫୁଟିଲା ମୋବାଇଲ ଫୋନ,ଚାଲିଗଲା ଜୀବନ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର ସବୁ ଦେଖିବାକୁ ମିଳିଥାଏ, ସେହିସବୁ ଖବରରେ ଦୁନିଆର କିଛି କିଛି ଭଲ ଖବର ଥାଏ, ଆଉ କିଛି କିଛି ଖବର ଆଜିର ଦୁନିଆର ଲୋକମାନଙ୍କର ନିଚ୍ଚ ଧରଣର ଚିନ୍ତାଧାରା ସମ୍ପର୍କରେ ଜାଣିବାକୁ ମିଳିଥାଏ।

ସେଥିପାଇଁ ଦୁନିଆ ପରିବର୍ତନ ହେବା ସହିତ ଲୋକମାନଙ୍କର ଚିନ୍ତା ଧାରାରେ ମଧ୍ୟ ଦିନକୁ ଦିନ ପରିବର୍ତ୍ତନ ହେବାରେ ଲାଗିଛି ଏବଂ ସେମାନଙ୍କ ଚିନ୍ତା ଧାର ଦିନକୁ ଦିନ ତଳକୁ ଖସିବାରେ ଲାଗିଛି।

ବର୍ତମାନ ସମୟରେ ଏମିତି ଏକ ଖବର ଭାଇରାଲ ହେବାରେ ଲାଗିଛି ଯେଉଁଠି ଗୋଟିଏ କୁନି ଝିଅର ମୃ-ତ୍ୟୁ ଘ-ଟିଛି।ତାର ମୃ-ତ୍ୟୁର କାରଣ ସାଜିଛି ଆଜିର ମୋବାଇଲ। ଏହି ଘ-ଟଣା ପାଇଁ ସମ୍ପୂର୍ଣ ଭାବରେ ଦାୟୀ ହେଉଛନ୍ତି ତାଙ୍କ ଘର ଲୋକ ଏବଂ ତାଙ୍କର ପିତା ମାତା।ଏବେ ସମସ୍ତଙ୍କ ଘରେ ୩ ରୁ୪ ଟି ମୋବାଇଲ ରହିଛି ଏବଂ ଏବେ ପିଲାଙ୍କ ହାତରେ ଏହା ଅଧିକ ସମୟ ଦେଖିବାକୁ ମିଳୁଛି ।

ସାଧାରଣତଃ ଛୋଟ ପିଲାମାନେ ଖାଦ୍ୟ ଖାଇବା ସମୟରେ କା-ନ୍ଦି ଥାଆନ୍ତି ଯେଉଁଠି ପାଇଁ ବର୍ତ୍ତମାନ ସମୟର ମା ମାନେ ସେମାନଙ୍କୁ ଖାଦ୍ୟ ଖୁଆଇବା ସମୟରେ ହାତରେ ମୋବାଇଲ ଦେଇ କାର୍ଟୁନ୍ ଲଗାଇଛନ୍ତି ଯାହା ତା ପାଇଁ ଅଭ୍ୟାସରେ ପରିଣତ ହୋଇଯାଇଛି।

ପର ମୁହୂର୍ତରେ ଯେତେବେଳେ ସେ ପୁଣି କା-ନ୍ଦିଥାଏ ବା ତା ମା କାମ କରିବା ସମୟରେ ତାକୁ କାମ କରିବାକୁ ଦେଇନଥାଇ ସେତେବେଳେ ତା ମା ମୋବାଇଲ ସେହି ପିଲା ହାତରେ ଦେଇଦେଇଥାଇ ଯାହା ପର ମୁହୂର୍ତ୍ତରେ ସେହି ପିଲାର ଅଭ୍ୟାସରେ ପରିଣତ ହୋଇଯାଇ ଏବଂ ସେ ମୋବାଇଲ ସହ ସର୍ବଦା ଜଡ଼ିତ ହୋଇ ରହିବ ପାଇଁ ଚେଷ୍ଟା କରିଥାଉ।

ଏହା ଘ-ଟଣା ପାଇଁ ନିଜ ବାପା ମା ହିଁ ଦୋ-ଷୀ କାରଣ ସେମାନେ ଯଦି ପିଲାକୁ ମୋବାଇଲ ପାଖରୁ ଦୂରେଇ ରଖିଥାନ୍ତେ ତେବେ ଆଜି ତାଙ୍କ ଝିଅ ତାଙ୍କ ପାଖରେ ରହିଥାଆନ୍ତା।

ଏହି ଭଳି ଘ-ଟଣା ଘ-ଟିଛି କେରଳରେ ଯେଉଁଠି କୁନି ଝିଅକୁ ମାତ୍ର ୭ ବର୍ଷ ଏବଂ ସେ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଜାଣିବାକୁ ମିଳିଛି।ସେ ମୋବାଇଲକୁ ହାତରେ ଧରି ଭିଡିଓ ଦେଖୁଥିବା ସମୟରେ ହଠାତ୍ ମୋବାଇଲ ବ୍ଲାଷ୍ଟ୍ କରିଥିଲା ଏବଂ ପିଲାଟି ଅସୁସ୍ଥ ହୋଇଥିଲା ଯାହା ଦ୍ଵାରା ଘରଲୋକେ ତାକୁ ହସ୍ପିଟାଲ ନେଇଯାଇଥିଲେ କିନ୍ତୁ ଡକ୍ଟର ତାଙ୍କୁ ମୃ-ତ ଘୋଷଣା କରିଥିଲେ।

ତେଣୁ ଯଦି ଆପଣ ମାନେ ନିଜ ପିଲାକୁ ମୋବାଇଲ ଦେଇଥାନ୍ତି ତେବେ ଆଜିଠୁ ସାବଧାନ ହୋଇ ଯାଆନ୍ତୁ କାରଣ ଯଦି ଆପଣ ଏବେଠୁ ସଚେତନ ନା ହୁଅନ୍ତି ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ଏହା ଆପଣଙ୍କ ସହ ହେବାର ସମ୍ଭାବନା ଅଧିକ ରହିଛି।

Leave A Reply

Your email address will not be published.