ବାହାଘରରେ ମିଠା ପସନ୍ଦ ନଆସିବାରୁ ରାଗିଗଲା ବର, କନ୍ୟାର 9 ବର୍ଷର ଭାଇର ନେଇଗଲା ଜୀବନ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହ ହେଉଛି ପ୍ରତ୍ୟେକ ଝିଅର ଏକ ସ୍ୱପ୍ନ। ଏହି ଦିନଟି ତା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଏହି ଦିନ ଠାରୁ କନ୍ୟାର ଭାଗ୍ୟରେ ଏକ ନୂଆ ଘରକୁ ଯାଇ ରହିବାର୍ ଲେଖା ହୋଇଥାଏ। କିନ୍ତୁ ବିବାହ ପୂର୍ବରୁ ହିଁ ଯଦି କନ୍ୟାର ସ୍ୱପ୍ନ ବ-ର୍ବାଦ ହୋଇଯିବ ସେତେବେଳେ କଣ ହେବ?

2020 ମସିହାରେ ଉତ୍ତରପ୍ରଦେଶର ଫାରୁଖାବାଦର ଶ୍ୟାମଶାବାଦ ଅଞ୍ଚଳରେ ଏହିପରି ଏକ ମାମ-ଲା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ବରର ନାମ ମନୋଜ କୁମାର। ସେ ଅତସେଣୀ ପହଡ଼ପୁର ଗାଁର ବାସିନ୍ଦା। ଯେତେବେଳେ ସେ ବିବାହ କରିବା ପାଇଁ ଗୋବିନ୍ଦପୁର ଅହଦୁଲ୍ଲାପୁର ଗ୍ରାମକୁ ବରଯାତ୍ରୀ ନେଇ ଯାଇଥିଲେ, ସେତେବେଳେ ସେ ଖରାପ ଖାଦ୍ୟ ଏବଂ ଖରାପ ମିଷ୍ଟାନ୍ନ ପାଇଁ ଝିଅ ପକ୍ଷ ସହ ଝ-ଗଡା କରିଥିଲେ।

ଘଟ-ଣାର ଅବସ୍ଥାକୁ ଦେଖି କନ୍ୟାର କିଛି ସମ୍ପ-ର୍କୀୟ ଲୋକ ସାହାଯ୍ୟ କରିବାକୁ ଆସିଥିଲେ। ଏଭଳି ପରିସ୍ଥିତିରେ ବର ପିସ୍ତଲ ସାହାଯ୍ୟରେ ତାଙ୍କ ଉପରକୁ ଗୁ-ଳି ଚଳାଇଥିଲା। ଅବଶ୍ୟ ଗୁ-ଳି କାହାକୁ ବାଜିନଥିଲା। କିନ୍ତୁ ଗୁ-ଳି ମା-ରିବା ପରେ ସେଠାରେ ଏକ ବଡ଼ ଧରଣର ଗ-ଣ୍ଡଗୋ-ଳ ହୋଇଥିଲା। ଏହି ଗ-ଣ୍ଡଗୋ-ଳ ଦେଖି ବର ଏବଂ ତାଙ୍କ ସାଙ୍ଗମାନେ ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ।

କିନ୍ତୁ ଯିବାବେଳେ ସେ ବରର 9 ବର୍ଷର ଭାଇକୁ ସାଙ୍ଗରେ ନେଇଯାଇଥିଲେ। ବର ନିଜ ଏସୟୁଭି ସହିତ ପଳାଇଲା। ବାଟରେ ସେ ବିବାହରେ ଉପସ୍ଥିତ ଦୁଇଜଣ ମହିଳା ଏବଂ ଜଣେ ଝିଅ ଉପରେ ଚଢାଇଦେଲା। ଯାହାପରେ ତିନିଜଣ ଗୁରୁ-ତର ଆ-ହତ ହୋଇଥିଲେ।

କନ୍ୟାର ବଡ ଭାଇ କହିଛନ୍ତି ଯେ ବର ମୋ ସାନଭାଇକୁ ଅପ-ହରଣ କରି ନେଇଛି। ମୋ ଭାଇକୁ ଫେରାଇବାକୁ ଆମେ ତାଙ୍କୁ ଫୋନରେ ଅନେକ ଥର କହିଥିଲୁ। କିନ୍ତୁ ସେ ପ୍ରତ୍ୟେକ ଥର ମନା କରିଦେଇଥିଲେ। ତାପରେ ପରଦିନ ସକାଳ 3 ଟାରେ ସେ ମୃ-ତଦେ-ହକୁ ଆମ ଗାଁରେ ଛାଡିଦେଲେ।

କନ୍ୟାର ପିତା ମଧ୍ୟ ଅଭି-ଯୋଗ କରିଛନ୍ତି ଯେ ମନୋଜ ତାଙ୍କ 9 ବର୍ଷର ପୁଅକୁ ହ-ତ୍ୟା କରିଛନ୍ତି। ଏହି ପ୍ରସଙ୍ଗରେ ପୋ-ଲିସ କହିଛି ଯେ ପ୍ରାଥମିକ ଅନୁସ-ନ୍ଧାନରୁ ଜଣାପଡିଛି ଯେ ଉଭୟ ପକ୍ଷ ପରସ୍ପର ସହ ଯୁ-କ୍ତିତ-ର୍କ କରୁଛନ୍ତି। ତା’ପରେ ବର ତିନିଜଣ ସମ୍ପ-ର୍କୀୟଙ୍କ ଉପରେ ଏସୟୁଭି ଚଢାଇଥିଲା।

ବର ଜଣକ 9 ବର୍ଷର ପିଲାଟିକୁ ହ-ତ୍ୟା କରିଥିବା ସମ୍ପ-ର୍କୀୟମାନେ ଅଭି-ଯୋଗ କରିଛନ୍ତି। ବର୍ତ୍ତମାନ ମୃ-ତ ଦେହର ପୋ-ଷ୍ଟମ-ର୍ଟମ ପରେ ଏହା ସ୍ପଷ୍ଟ ହେବ ଯେ ପିଲାଟିର କିପରି ମୃ-ତ୍ୟୁ ହୋଇଥିଲା। ବର୍ତ୍ତମାନ ଏହି ସମଗ୍ର ବିଷୟ ଏହି ଅଞ୍ଚଳରେ ସମ୍ବେଦନଶୀଳତା ସୃଷ୍ଟି କରିଛି।

Leave A Reply

Your email address will not be published.