ବିଜୟଙ୍କ ବଡ଼ ବିସ୍ଫୋ-ରକ ବ-ୟାନ : ‘ମନ୍ତ୍ରୀ ନବ ଦାସ ହ-ତ୍ୟା ପଛରେ ୨ ଅଣଓଡ଼ିଆ ଅଫିସର ମୁଖ୍ୟ ନାୟକ’

0

Get real time updates directly on you device, subscribe now.

୪୦ ଦିନରେ ନବ ଦାସ ହ-ତ୍ୟାକା-ଣ୍ଡ । ଏହା ପରେ ବି କ୍ରାଇମବ୍ରାଞ୍ଚ ପାଖରେ କୌଣସି ସୁରାକ ନାହିଁ । ଏତେ ବଡ଼ ହ-ତ୍ୟାକା-ଣ୍ଡ ପ୍ରମାଣ ହେଲା ଏହାକୁ ଗୁରୁ-ତର ସହ ନେବାକୁ ଚାହାଁନ୍ତି ନାହିଁ ସରକାର ଓ କ୍ରାଇମବ୍ରାଞ୍ଚ । ହ-ତ୍ୟା ଓ କେ-ସକୁ ଚପେଇବା ପାଇଁ ଷ-ଡଯ-ନ୍ତ୍ର କରାଯାଇଛି

ତଦନ୍ତର ପରିସୀମା ଗୋପାଳ ପାଖରେ ସୀମିତ ନରହୁ । ଆମ ରାଜ୍ୟରେ ଦକ୍ଷ ପୋ-ଲିସ ଅଫିସର ଅଛନ୍ତି କିନ୍ତୁ କାହାରି ସାହାଯ୍ୟ ନନେଇ ଏକ ଚାଟିଆ ଭାବରେ ତ-ଦନ୍ତ କରାଯାଉଛି । କାହାକୁ ସୁରକ୍ଷା ଦେବାକୁ ସରକାର ଚାହୁଁଛନ୍ତି ସ-ନ୍ଦେହ ହେଉଛି ।

ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଥିବାରୁ ସୁର-କ୍ଷା ଦେବା ପାଇଁ ତ-ଦନ୍ତ ହେଉଛି । ସରକାର କହିଲେ ବିଶ୍ୱ ସ୍ତରିୟ ତ-ଦନ୍ତ କରିବୁ । କିନ୍ତୁ ଏଫବିଆଇ କୁଆଡେ ଗଲା କିଛି ଜଣାପଡୁନି । ଏକଚାଟିଆ ଭାବେ ସରକାର ଏହି ତ-ଦନ୍ତ କରୁଛନ୍ତି । ସବୁ ଦିଗକୁ ଯାଉ ନାହାଁନ୍ତି । କାହାକୁ ପ୍ରୋଟକେସନ ଦେବା ପାଇଁ ପୋ-ଲିସ ଚାହୁଁଛି ବୁଝାପଡୁନି । ଜଷ୍ଟିସ ଦାସ କଣ ଏହି ଘଟ-ଣାର ସୁପର ଭାଇଜ କରିଛନ୍ତି ।

ତାଙ୍କୁ ବି ପ୍ରଶ୍ନ କରାଯିବା ଦରକାର । ପାଗଳାର ସ୍କ୍ରିପ୍ଟ ଲେଖି ପ୍ରଚାର କରାଯିବା ପଛରେ ଗୋପାଳକୁ ସୁର-କ୍ଷା ଦେବାର ଷ-ଡ଼ଯ-ନ୍ତ୍ର ରହିଛି ।ସେକ୍ସନ ୮୪ ଆଇପିସି କହୁଛି ଏହାକୁ ପ୍ରମାଣ କରିବା ପାଇଁ କେବଳ ଗୋପାଳ ଦରକାର । ଦୁଇ ଜଣ ଅଣ ଓଡିଆ ଅଫିସର ଏହି ଘଟ-ଣାର ମୁଖ୍ୟ ନାୟକ ଜଣେ ଆଇଇଏସ୍ ଅଫିସର ଏବଂ ଆଉ ଜଣେ ଆଇପିଏସ ଅଫିସର ।

ସେ ଅଞ୍ଚଳର ବିଜେଡିର କିଛି ଜିଲ୍ଲା ପରିଷଦ ଯେଉଁମାନେ ନବ ଦାସଙ୍କର ବିଶ୍ୱସ୍ତ ସେମାନେ ଘ-ଟଣା ବିଷୟରେ ଜାଣିଛନ୍ତି । ତାଙ୍କୁ ଭ-ୟଭୀ-ତ କରାଇ ଘ-ଟଣା ବିଷୟରେ ବାହାରେ ନ କହିବାକୁ ଚାପ ସୃଷ୍ଟି କରାଯାଇଛି, ଅଂହକାର ବଢିଯାଇଛି । ସବୁ ମୁଁ ବୋଲି ସେମାନେ ଭାବି ନେଇଛନ୍ତି ।

ସେମାନେ ଆଜି ବି ଚାହୁଁଛନ୍ତି ଘଟ-ଣାର ତ-ଦନ୍ତ ସଠିକ ଭାବେ ନହେଉ ।  ନବ ଦାସଙ୍କ ହ-ତ୍ୟାକା-ଣ୍ଡର ତ-ଦନ୍ତ ଇନ କ୍ୟାମେରା ହୋଇ ରହିଯାଇଛି । ଲୋକଙ୍କ ମନରୁ କେବେ ବି ନବ ଦାସ ହ-ତ୍ୟାକା-ଣ୍ଡର ନିଆଁ ଲିଭିବ ନାହିଁ । ତେଣୁ ବଢୁଥିବା ସନ୍ଦେ-ହକୁ ଦୂର କରନ୍ତୁ ସରକାର ।  ଆଇଜି-ପ୍ରଜିନ୍ସ ଅପ-ରାଧୀର ସ୍ୱାସ୍ଥ୍ୟ ପରୀକ୍ଷା କରେ କେଉଁଠି କ୍ରାଇମବ୍ରାଞ୍ଚ କରେନି ।

କିନ୍ତୁ କ୍ରାଇମବ୍ରାଞ୍ଚ କାହିଁକି ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟସ୍ତ । ଉଭୟ ପୋ-ଲିସ, ସରକାର ଓ ଶାସନ କଳ ସମସ୍ତେ ଏହି ଘଟ-ଣାରେ ଉତ୍ତରଦାୟୀ । ନବ ଦାସଙ୍କ ପରିବାର ଉଦ୍ଦେଶ୍ୟରେ ମୋର ଏହି ପ୍ରେସମିଟ ନୁହେଁ । ପ୍ରେସମିଟ ସରକାରଙ୍କ ତଦ-ନ୍ତକୁ ନେଇ । କାରଣ ନବ ଦାସ ଓଡିଶାର ଜଣେ ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.