ଗୋଟିଏ ଚିତାରେ ଜ-ଳିଲେ ପରିବାରର 7 ଲୋକ, 8 ପରିବାର ସଦସ୍ୟଙ୍କ ଭିତରେ ବଞ୍ଚିଛନ୍ତି କେବଳ ଜଣେ ବୃଦ୍ଧ ମହିଳା

0

Get real time updates directly on you device, subscribe now.

ରାଜସ୍ଥାନର ଜାଲୋରରେ ଏକ ପରିବାର ଜଳ ସମାଧି ନେଇଯାଇଛନ୍ତି। ଗୋଟିଏ ସନ୍ଦେହ ଜରିଆରେ ପରିବାର ମୁଖିଆ ମୃ-ତ୍ୟୁର ଖେଳ ଖେଳିଛନ୍ତି। ଏହି ଖେଳରେ ଜଣେ ଜଣେ କରି ସାତଜଣ ଲୋକଙ୍କ ମୃ-ତ୍ୟୁ ହୋଇଯାଇଛି। ସମସ୍ତଙ୍କ ମୃ-ତଦେ-ହ ସେହି ନହର ଭିତରୁ ମିଳିଛି

ଯେଉଁ ନହର ଆମକୁ ଜୀବନ ଦେଇଥାଏ ସେହି ନହରରୁ 7 ଜଣ ଲୋକଙ୍କ ମୃ-ତଦେ-ହକୁ ପୋ-ଲିସ ଓ ଏସଡ଼ିଆରଏଫ ଟିମ ଉ-ଦ୍ଧାର କରିଛି। ମାମ-ଲା ଜାଲୋର ଜିଲ୍ଲାର ସାଂଚୋର ଅଞ୍ଚଳର ଅଟେ। ଆଠ ଜଣ ପରିବାର ଲୋକଙ୍କ ମଧ୍ୟରୁ ଜଣେ ମାଆ ହିଁ ବଞ୍ଚିଛନ୍ତି। ସାତଟି ମୃ-ତଦେହକୁ ଏକାସହ ଗୋଟିଏ ଚିତାରେ ରଖି ଅ-ଗ୍ନି ଦିଆଯାଇଛି।

ପତ୍ନୀ ଯୋଗୁଁ ସାରା ପରିବାର ଲୋକଙ୍କୁ ମା-ରି ଦିଆଗଲା:-

ସାଂଚୋରରେ ରହୁଥିବା ଶଙ୍କରାରାମଙ୍କ ପାଞ୍ଚଜଣ ସନ୍ତାନ ଅଛନ୍ତି। ପତ୍ନୀ ବାଦଲି ଉପରେ ତାଙ୍କର ସ-ନ୍ଦେହ ଥିଲା। ତାଙ୍କୁ ସ-ନ୍ଦେହ ଏହାଥିଲା କି, ତାଙ୍କ ସ୍ତ୍ରୀ ଫୋନରେ ଆଉ କାହାସହ କଥା ହେଉଛନ୍ତି। ପତ୍ନୀର କଥାବାର୍ତ୍ତା ଶୁଣିବା ପାଇଁ ସସେ ନିଜ ପତ୍ନୀର ଫୋନକୁ ରେକ-ର୍ଡ଼ିଂରେ ସେଟ କଲା ଓ ଏଥିରେ ପତ୍ନୀଙ୍କୁ ଜଣାପଡ଼ିଲା ନାହିଁ।

ସୋମବାର ସେ ଚୁପଚାପ ନିଜ ପତ୍ନୀ ମୋବାଇଲ ନେଇ ରେ-କର୍ଡ଼ିଂ ଶୁଣିବାପରେ ତାକୁ ଜଣାଗଲା ତାଙ୍କ ସ୍ତ୍ରୀ ପଡ଼ୋଶୀ ଜଣେ ଲୋକ ସହିତ ଗପୁଛି। ଏହାପରେ ସେ ନିଜର ମାଆକୁ ଏହି ରେ-କର୍ଡ଼ିଂ ଶୁଣାଇବା ପରେ ସେ କହିଲେ ମୁଁ ବୋହୂକୁ ବୁଝାଇବି ତୁ କିଛିବି ଭୁଲ ପଦକ୍ଷେପ ଗ୍ରହଣ କରନି।

ସ-ନ୍ଦେହ ଯୋଗୁଁ ପରିବାରର ମୁଖିଆ ଖେଳିଲା ମୃ-ତ୍ୟୁର ଖେଳ:-

ସୋମବାର ଦିନ ଶଙ୍କରା ରାମ ଘରକୁ ଫେରିଲା ଓ ପତ୍ନୀ ସହିତ ଝ-ଗଡ଼ା କଲା। ମଙ୍ଗଳବାର ଦିନ ମଧ୍ୟ କିଛି ଏମିତି ହେଲା। ବୁଧବାର ଦିନ ଦ୍ୱିପ୍ରହର ସମୟରେ ମଧ୍ୟ ଏମିତି ହେଲା। ମାଆ ଓ ଘରଲୋକଙ୍କୁ ଏକଥା ଜଣାପଡ଼ିଲା ନାହିଁ। ବୁଧବାର ଦ୍ୱିପ୍ରହର ସମୟରେ କେହିଜଣେ ପୋଲି-ସକୁ ଫୋନ କରି କହିଲା ଯେ, ନର୍ମଦା ନହର। ଭିତରକୁ କେହିଜଣେ ଡେଇଁ ପଡ଼ିଛି।

ମାଆ ର ଓଢ଼ଣୀ ଦ୍ୱାରା ପିତା ନିଜ 5 ଛୁଆଙ୍କୁ ବାନ୍ଧିଦେଲା:-

ଶଙ୍କରା ନିଜର ପାଞ୍ଚଜଣ ଛୁଆ 11 ବର୍ଷର ରମିଳା, 10 ବର୍ଷର ବିକ୍ରମ, 8 ବର୍ଷର ସଂଗୀତା, 7 ବର୍ଷର କମଳା ଓ 4 ବର୍ଷର ହିତେଶଙ୍କୁ ଡ଼କାଇଲେ। ଏହାପରେ ସମସ୍ତଙ୍କୁ ନିଜ ପତ୍ନୀଙ୍କ ଓଢଣୀ ଦ୍ୱାରା ବାନ୍ଧିଦେଲେ ଓ ଅନ୍ୟ ଭାଗକୁ ନିଜ ଦେହରେ ବାନ୍ଧିଦେଲା। ପିଲାଙ୍କୁ ପାଣିରେ ଫିଙ୍ଗିବାପରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟ ଡେଇଁପଡ଼ିଲେ। ଏହିପରି ଭାବରେ 7 ଜଣଙ୍କ ଜୀବନ ସ-ନ୍ଦେହ ଆଧାରରେ ଚାଲିଗଲା।

Leave A Reply

Your email address will not be published.