ଆଜି ପେପର ପଢି ହଠାତ୍ ଚି-ତ୍କାର କଲା ଗୋପାଳ,ମୋ ପରିବାରର କିଛି ହେଲେ ମୁଁ କାହାକୁ ଛାଡିବିନି…..

0

Get real time updates directly on you device, subscribe now.

ବନ୍ଧୁଗଣ ଏହାରି ଭିତରେ ମନ୍ତ୍ରୀ ନବ ଦାସ ହ-ତ୍ୟାକୁ ପୁରିଲା ମାସେ । ହେଲେ ହ-ତ୍ୟା ଷ-ଡ଼ଯ-ନ୍ତ୍ର ଉପରୁ ଉଠିପାରିଲାନି ପରଦା । ଅଭି-ଯୁକ୍ତ ଗୋପାଳ କାହିଁକି ନବ ଦାସଙ୍କୁ ହ-ତ୍ୟା କଲା, ହ-ତ୍ୟା ପଛର କାରଣ କଣ ତାର ଖିଅ ଖୋଜିପାରିନି କ୍ରାଇମବ୍ରାଞ୍ଚ ।

ଏବେ ବି ରହ-ସ୍ୟରେ ହ-ତ୍ୟାକା-ଣ୍ଡର କାରଣ । କାହିଁକି ମା-ରିଲା ଗୋପାଳ ଦାସ ? ବ୍ୟକ୍ତିଗତ ଶ-ତ୍ରୁତା, ବ୍ୟବସାୟିକ ନା ରାଜନୈତିକ ଲିଙ୍କ ଏସବୁକୁ ନେଇ ଉଠୁଛି ବହୁତ ପ୍ରଶ୍ନ । ଆଉ ବର୍ତ୍ତମାନ ସମୟରେ ଗୋପାଳ ଦାସ ଓ ତା ପରିବାରକୁ ସୁର-କ୍ଷା ପ୍ରସଙ୍ଗରେ ମାମ-ଲାର ଶୁଣାଣି ପାଇଁ ମନା କଲେ ହାଇକୋର୍ଟ ।

ହାଇକୋର୍ଟରେ ଦାୟର ହୋଇଥିବା ମାମ-ଲାକୁ ଖାରଜ କରି ଦେଇଛନ୍ତି କୋର୍ଟ । ଆଇ-ନଜୀବୀ ସୁମନ୍ତ କୁମାର ସ୍ବାଇଁଙ୍କ ପକ୍ଷରୁ ଦାୟର ଏହି ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଗୋପାଳ ଦାସ ସହ ଆବେଦନକାରୀଙ୍କ କଣ ରହିଛି ସ-ମ୍ପର୍କ ବୋଲି କୋର୍ଟ ପ୍ରଶ୍ନ କରିଥିଲେ ।

ତେବେ କୋର୍ଟ ଆଜି ମାମ-ଲାର ଶୁଣାଣି କରି, ଆବେନକାରୀଙ୍କ ପକ୍ଷରୁ ଦାୟର ମାମ-ଲାଟି ବି-ଚାର ଯୋଗ୍ୟ ନୁହେଁ ବୋଲି କହିଥିଲେ । ଏଥିସହ ମାମ-ଲାର ଶୁଣାଣିର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

ସୂଚନା ମୁତାବକ, ନବଦାସ ହ-ତ୍ୟା ମାମ-ଲାରେ ଜେ-ଲରେ ଥିବା ଏଏସଆଇ ଗୋପାଳ ଦାସଙ୍କ ସୁର-କ୍ଷା ପାଇଁ ହାଇକୋର୍ଟରେ ମାମ-ଲା ରୁଜୁ କରା ଯାଇଥିଲା । ଆଇ-ନଜୀବୀ ସୁମନ୍ତ କୁମାର ସ୍ବାଇଁଙ୍କ ପକ୍ଷରୁ ମାମ-ଲା ଦାୟର କରା ଯାଇଥିଲା । ଜେ-ଲ ଭିତରେ ଗୋପାଳକୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖିବା , ଆବଶ୍ୟକ ମୁତାବକ ସୁର-କ୍ଷାକର୍ମୀ ତା ଉପରେ ନଜର ରଖିବା ଆଦି କୋର୍ଟରେ ଦାୟର କରାଯାଇଥିଲା

ଆଉ ଏବେ ଗୋପାଳ ଦାସ ଓ ତା ପରିବାରକୁ ଆବଶ୍ୟକ ସୁର-କ୍ଷା ଦିଆଯିବା ପ୍ରସଙ୍ଗ ଖାରଜ ହୋଇ ଯାଇଥିବା ନେଇ ରା-ଗରେ ଏବେ ଜେ-ଲ୍ ରେ ଥିବା ଗୋପାଳ । ଯାହା ବର୍ତମାନ ଶୁଣିବାକୁ ମିଳୁଛି ଗୋପାଳ ଜେ-ଲ୍ ଭିତରେ ରହି ପେପର୍ ରେ ଏହି ଖବର ପଢ଼ିବା ପରେ କୁଆଡ଼େ ହଠାତ୍ ଚି-ତ୍କାର କରି ଉଠିଥିଲା ଗୋପାଳ । ଆଉ ରା-ଗ ତମ୍ ତମ ହୋଇ ଚିଲ୍ଲେଇ କହିଥିଲା ମୋ ପରିବାରର କିଛି ହେଲେ ମୁଁ କାହାକୁ ଛାଡିବିନି ।

Leave A Reply

Your email address will not be published.