ବେକାରୀଙ୍କ ପାଇଁ ବାହାରିଲା ନିଯୁକ୍ତି; ମ-ଳ ଶୁଙ୍ଘିଲେ ମିଳିବ ଲକ୍ଷ ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ଆମେ ଅନେକ ଚାକିରି ସମ୍ପର୍କରେ ଶୁଣିଥିବା ଅନେକ ବଡ ବଡ ଚାକିରି ମାନଙ୍କ ସମ୍ପର୍କରେ ବି ଶୁଣିଥିବା ଯେଉଁଥିରେ ପିଲା ମାନେ ନିଜର ସ୍ଥାନ ହାସଲ କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି ଆଉ ଏଥିରେ କିଛି ସଫଳ ହୁଅନ୍ତି ଆଉ କିଛି ଅସଫଳ। ଏପରି ବି କିଛି ଚାକିରି ବେଳେ ବେଳେ ଆସେ ଯାହାକି ଆଶ୍ଚର୍ଯ୍ୟ ଜନକ ହୋଇଥିବା ସହ ସହଜରେ ଗ୍ରହଣ ଯୋଗ୍ୟ ହୋଇ ନଥାଏ।

ଏବେ ଏକ କମ୍ପାନୀ ଏପରି ପଦବୀର ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିଛି ଯାହାକି ଶୁଣିବାକୁ ଯେତିକି ଆଶ୍ଚର୍ଯ୍ୟ ଏହାର ଦରମା କଥା ଶୁଣିଲେ ବି ହୁଏତ ସମସ୍ତେ ତାଜୁକ୍ ହୋଇ ରହିଯିବେ।ଏକ ନ୍ୟୁଟ୍ରିସନ କମ୍ପାନୀ ପୁମେଲିର୍ ଖୋଜୁଛି ଯିଏ ଶୌଚା-ଳୟ ବାବ-ଦରେ ଏକ୍ସପର୍ଟ ହୋଇଥିବେ।କମ୍ପାନୀର ପ୍ଲାନ ହେଉଛି ଲୋକଙ୍କୁ ମଳ ଦୁର୍ଗ-ନ୍ଧ ବିଷୟରେ ଶିକ୍ଷା ଦେବା।

ଏହା ସହିତ, ଲୋକଙ୍କ ମ-ଳରୁ କେଉଁ ସଙ୍କେତ ମିଳେ ତାହା ଜାଣିବା ପାଇଁ ଚେଷ୍ଟା କରୁଛି କମ୍ପାନୀ। ଏକ ବ୍ରିଟେନ ଭିତ୍ତିକ ପୁଷ୍ଟିକର ସଂସ୍ଥା ‘ଫିଲ୍ କମ୍ପ୍ଲିଟ୍’ ଅନ୍ତ- ସ୍ୱାସ୍ଥ୍ୟ ପରାମର୍ଶ ସେବା ଯୋଗାଏ। ପ୍ରଥମେ ଟ୍ରେନିଙ୍କୁ ମ-ଳ ଶୁ-ଙ୍ଘିବା ପାଇଁ କମ୍ପାନୀ ପ୍ରାୟ ୧.୫ ଲକ୍ଷ ଟଙ୍କା ଦେବ,କମ୍ପାନୀ ଏହାର ପୁମେଲିୟର ତାଲିମ କାର୍ଯ୍ୟକ୍ରମ ପାଇଁ ପାଞ୍ଚଜଣ ପ୍ରାର୍ଥୀଙ୍କୁ ଖୋଜୁଛି।

ଆବେଦନକାରୀ ମାନଙ୍କର ଅନ୍ତ ସ୍ୱାସ୍ଥ୍ୟ ଓ ପୁଷ୍ଟିକର ବାବ-ଦରେ ଭଲ ଜ୍ଞାନ ଥିବା ଆବଶ୍ୟକ। ଫେଲ୍ କମ୍ପ୍ଲେକ୍ସର ସିଇଓ ଆରୋନ୍ ପ୍ରୋଭିଡେନ୍ସ କହିଛନ୍ତି ଯେ ବିଶ୍ୱର ପ୍ରଥମ ପୁମେଲିଅର୍ ଖୋଜିବା ଓ ତାଲିମ ଦେବା ହେଉଛି ଅନ୍ୟତମ ଉପାୟ। ବ୍ରିଟେନରେ ବ୍ରାଣ୍ଡର ପ୍ରଥମ ପୁମେଲିଅର୍ ଭାବରେ ଏକ ପଦବୀ ପ୍ରଦାନ କରାଯିବ। ମାସିକ ୧୫୦୦ ଲକ୍ଷ ଦରମା ସହ ସେମାନଙ୍କୁ କାର୍ଯ୍ୟ ସମ୍ବନ୍ଧୀୟ ତାଲିମ ଦିଆଯିବ।

Leave A Reply

Your email address will not be published.