ନିଜ ମାଉସୀକୁ ହୁଦୟ ଦେଇ ବସିଲା ୧୦ ବର୍ଷର ପୁଅ,ଆଉ କରିବାକୁ ଲାଗିଲା ଏମିତି ହରକତ,ଜାଣନ୍ତୁ ପୁର ମାମ-ଲା

0

Get real time updates directly on you device, subscribe now.

ନାବାଳକ ଜଣକ ନିଜ ମାଉସୀ ପ୍ରେମରେ ଏମିତି ପଡ଼ିଗଲା ଯେ ଶେଷରେ ପରିବାର ଲୋକେ ଚିନ୍ତିତ ହୋଇଗଲେ। ଏହାସହ ସେ ନିଜର ମାଉସୀ ସହିତ କେତେଥର ଅ-ଶ୍ଳୀଳ ହରକତ ମଧ୍ୟ କରିସାରିଛି।

ନାବାଳକକୁ ଶେଷରେ ପରିବାର ଲୋକେ ଚିନ୍ତିତ ହୋଇ ମନୋବିଜ୍ଞାନୀ ଚିକିତ୍ସକଙ୍କ ପାଖକୁ ନେଇଗଲେ। ଡ଼କ୍ଟର ତାଙ୍କର କାଉସିଲିଂ କଲେ, ଡ଼କ୍ଟରଙ୍କ କହିବାହେଲା ବେଳେବେଳେ ଅ-ଶ୍ଳୀଳ ଭିଡ଼ିଓ ଦେଖିବା ଦ୍ୱାରା ଏମିତି ଭାବନା ମନରେ ଜାଗ୍ରତ ହୋଇଥାଏ।

ତାଙ୍କୁ ମେଡ଼ିସିନ ଦିଆଯାଉଛି ଓ ଜଲଦି ତାଙ୍କର କାଉନସିଲିଂ କରାଯାଉଛି। ସିଟି ସ୍କାନ ମଧ୍ୟ କରାଯିବ, ଯେଉଁଥିରେ ଜଣାପଡ଼ିବ ଅନ୍ୟ କୌଣସି କାରଣ ଯୋଗୁଁ ଏମିତି ହୋଇନାହିଁ ତ।

ଗୋଟିଏ ଛାତ ତଳେ ରହୁଥିଲେ ମାଉସୀ ଓ ଭଣଜା:-

ମିଡ଼ିଆ ରି-ପୋର୍ଟ ଅନୁସାରେ ଆକବରପୁର ବ୍ଲକର ବାରା ଥା-ନା ନିବାସୀ ଏହି 10 ବର୍ଷୀୟ ବାଳକ ନିଜର ମାତା ପିତା ଓ ଦୁଇ ଭାଇ ଭଉଣୀଙ୍କ ସହିତ ରୁହେ।

ଏହାସହ ସେହି ଘରେ ବାଳକର ମାଉସୀ ଓ ଆଇ ରୁହନ୍ତି। ଗୋଟିଏ ଛାତ ତଳେ ରହିବା କାରଣରୁ ବାଳକ ମନରେ ନିଜ ମାଉସୀ ପ୍ରତି ଭଲ ପାଇବା ଦିନକୁ ଦିନ ବଢ଼ିବାରେ ଲାଗୁଥିଲା।

ମାଉସୀ ସହିତ କରିଥିଲା ଏମିତି ଅ-ଶ୍ଳୀଳ କା-ଣ୍ଡ:-

ଏହି 10 ବର୍ଷୀୟ ନାବାଳକ ସର୍ବଦା ନିଜର ମାଉସୀଙ୍କୁ ଅନ୍ୟ ପୁରୁଷଙ୍କ ପାଖକୁ ଯିବାକୁ ଅଟକାଇଥାଏ। ନିଜର ମାଉସୀଙ୍କୁ ସେ ପରଦାରେ ଲୁ-ଚାଇ ରଖିଥାଏ। ଏଥିରେ ଚିନ୍ତିତ ହୋଇ ପରିବାର ଲୋକେ ତାକୁ ବୁଝାଇଲେ କିନ୍ତୁ ସେ ବୁଝିନଥିଲା।

ଏଥିରେ ପରିବାର ବିର-କ୍ତ ହୋଇ ପିଲାଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ମନୋଚିକିତ୍ସକ ନିକଟକୁ ନେଇଗଲେ। ଏଠାରେ ଡ଼କ୍ଟର ପିଲାଟିର କାଉଁସିଲିଂ କଲେ, ଚେକ-ଅପ କଲେ ଓ ମେଡ଼ିସିନ ମଧ୍ୟ ଦେଲେ। ଡ଼କ୍ଟର ଏହି ପିଲାଟିର ସିଟି ସ୍କାନ କରିବାପାଇଁ ନିର୍ଦେଶ ଦେଲେ। ଡ଼କ୍ଟର ଜାଣିବାକୁ ଚାହୁଁଛନ୍ତି ପିଲାଟିର ମସ୍ତିଷ୍କରେ କିଛି ନାହିଁ ତ ଏଥିପାଇଁ ସିଟି ସ୍କାନ କରିବାପାଇଁ ଉପଦେଶ ଦେଇଥିଲେ।

Leave A Reply

Your email address will not be published.