ସ୍ଵାମୀ ବିବେକାନନ୍ଦଙ୍କ ବହି ମାଗି ପଢୁଛି ଗୋପାଳ, ବେଳେବେଳେ ଗୀତ ଗାଉଛି।

0

Get real time updates directly on you device, subscribe now.

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ବହୁତ ଦିନ ବିତି ସାରିଲାଣି।କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ଯେ ଏଏସଆଇ ଗୋପାଳ ଦାସଙ୍କ ଗୁ-ଳି ଚଳାଇବାର ପଛର ର-ହସ୍ୟ।ଏହି ବିଷୟରେ କ୍ରାଇମବ୍ରାଞ୍ଚ୍ ତ-ଦନ୍ତ ଜାରି ରଖିଛି।

ତେବେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ଏପରି କରିଛନ୍ତି ବୋଲି କଥା ଉଠିଛି। ତେବେ ଗୋପାଳ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ମାରି ସାରିବା ପରେ ଗୋପାଳ ଠିକ୍ କରିଛି ନା ଭୁଲ୍ କରିଛି, କିଛି ଲୋକ ଗୋପାଳକୁ ଭଗବାନ ବୋଲି କହୁଥିବା ବେଳେ ଆଉ କିଛି ଗୋପାଳକୁ ମଣିଷ ମା-ରିଥିବା ପାପୀ ବୋଲି କହୁଛନ୍ତି।

ଏହି ସବୁ କଥା ପ୍ରସାର ହେବା ପରେ ପେପରରେ ଏହାକୁ ପଢ଼ି ସାରିବା ପରେ ଗୋପାଳ ବି ଏବେ ଦ୍ଵନ୍ଦରେ ଗୋପାଳ ଠିକ୍ କରିଛି ନା ଭୁଲ୍ କରିଛି। ଉପରେ ଉପରେ ସିନା ଗୋପାଳ କହୁଛି ମୁଁ ନବ ଦାସଙ୍କୁ ମା-ରି ଠିକ୍ କରିଛି ସେ ଲୋକମାନଙ୍କ କଥା ବୁଝୁ ନଥିଲା ବୋଲି ହେଲେ ଅନ୍ତରରେ ସେ ବୁଝି ସାରିଛି ଯେ ମଣିଷ ମରା ପାପ ଠାରୁ ଆଉ ବଡ ପା-ପ କିଛି ବି ନାହିଁ।

ଯଦି ଗୋପାଳ ନବଙ୍କୁ ହ-ତ୍ୟା କରିଛି ତେବେ ସିଏ ମସ୍ତ ବଡ ପା-ପ କରିଛି ଆଉ ଏଥିପାଇଁ ଗୋପାଳ ଏବେ ଭାଗବତ ପଢ଼ୁଛି।

ଖାଲି ଭାଗବତ ପଢୁନି ସ୍ବାମୀ ବିବେକାନନ୍ଦଙ୍କ ବହି ପଢୁଛି ଆଉ ପ୍ରଭୁ ଜଗନ୍ନାଥଙ୍କ ଗୀତ ଗାଉଛି, ଆଉ ଏବେ ପୂରା ଭଗବାନଙ୍କ ପାଖରେ ଶରଣ ପୋସିଛି

ଏହା ସହ ଜାଗର ଦିନ କେବଳ ଫଳମୂଳ ଖାଇ ଜାଗର ମଧ୍ୟ ପାଳିଛି। ଗୋପାଳର ଓଜନ, ଉଚ୍ଚତା, ଛାତିର ମାପ ସବୁକିଛି ପରୀକ୍ଷା କରା ଯାଉଛି ଆଉ ଗୋପାଳକୁ ଠିକ୍ ସମୟରେ ଖାଇବାକୁ ମଧ୍ୟ ଦିଆଯାଉଛି।

ସବୁଠାରୁ ବଡ କଥା ହେଉଛି ହ-ତ୍ୟା ସମ୍ପ-ର୍କିତ ବାଲାଷ୍ଟିକ୍ ରି-ପୋର୍ଟ, ନାର୍କୋ ରି-ପୋର୍ଟ, ପଲିଗ୍ରାଫ୍ ରି-ପୋର୍ଟ, ବଡ ଡାକ୍ତରଖାନାର ମାନସିକ ରୋଗ ବିଭାଗର ରି-ପୋର୍ଟ, ଝାରସୁଗୁଡ଼ା ଏୟାରପୋର୍ଟ ଥା-ନା ପାଇଖାନା ଟାଙ୍କିରୁ ମିଳିଥିବା ହାତ ଲେଖା ଚିଠି ସମ୍ପ-ର୍କିତ ରି-ପୋର୍ଟ ବର୍ତ୍ତମାନ ସୁଦ୍ଧା ଆସି ନାହିଁ ତେବେ ସବୁ ପରୀକ୍ଷାର ରି-ପୋର୍ଟ ଆସି ସାରିବା ପରେ ଜଣା ପଡିବ ଗୋପାଳ ଯାହା କହୁଛି ତାହା ଠିକ୍ ନା ଭୁଲ୍।

Leave A Reply

Your email address will not be published.