ହ-ତ୍ୟା କରି ସାଙ୍ଗର ଶ-ବକୁ ଫିଙ୍ଗୁଥିଲା ସାଙ୍ଗ, ଘାଟି ତଳକୁ ଖସି ଚାଲିଗଲା ଜୀବନ

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଦେଖୁଥିବେ ଏବଂ ଅଙ୍ଗେ ନିଭାଇଥିବେ ମଧ୍ୟ ଆମେ ଯେଉଁ ସମାଜ ରେ ବସ ବାସ କରୁଛୁ ଆମ ଚାରି ପାଖରେ ଦୁଷ୍ଟ ପ୍ରକୃତିର ଲୋକେ ଭରପୂର ମାତ୍ରାରେ ଅଛନ୍ତି ।

ସେମାନଙ୍କ ମଧ୍ୟରୁ କିଛି ଲୋକ ଏଭଳି ମଧ୍ୟ ଅଛନ୍ତି ଯେଉଁମାନ ନିଜ ଲୋକଙ୍କୁ ମଧ୍ଯ ଆ-ଘାତ କରିବାରୁ ପଛାନ୍ତି ନାହିଁ । କିନ୍ତୁ ବେଳେ ବେଳେ ସେମାନେ ଅନ୍ୟକୁ ବିପ-ଦରେ ଖାଲରେ ପକାଇବାକୁ ଯାଇ ନିଜେ ହିଁ ସେହି ବିପ-ଦରେ ପଡି ଯାଇଥାନ୍ତି । ସେଥିପାଇଁ ତ ଓଡ଼ିଆରେ ଗୋଟେ କଥାରେ ଅଛି ନା “ଯେ ପାଞ୍ଚେ ପରର ମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ”

ତେବେ ସେହି କଥାକୁ ଦର୍ଶାଇ ଏପରି ଏକ ଘ-ଟଣା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଟଙ୍କା ପଇସାକୁ ନେଇ ସାମାନ୍ୟ ବଚସା କାରଣରୁ ସାଙ୍ଗକୁ ହ-ତ୍ୟା କରିଦେଲେ ଦୁଇ ଜଣ ସାଙ୍ଗ । ଆଉ ହ-ତ୍ୟା ପରେ ତା ଶ-ବକୁ ଫିଙ୍ଗିବା ପାଇଁ ନେଇଥିଲେ । ହେଲେ ଗୋଡ ଖସିବାରୁ ଜଣେ ହ-ତ୍ୟାକା-ରୀର ମଧ୍ଯ ମୃ-ତ୍ୟୁ ହୋଇଗଲା ।

ହଁ ଆଜ୍ଞା ଦର୍ଶକବନ୍ଧୁ କୌଣସି ଫିଲ୍ମର କାହାଣୀ ଭଳି ପ୍ରତିତ ହେଉଥିଲେ ମଧ୍ୟ ଘଟ-ଣାଟି ସମ୍ପୂର୍ଣ ରୂପେ ସତ୍ୟ । ଏହି ଘ-ଟଣା ମହାରାଷ୍ଟ୍ର ମୁମ୍ବଇ ନିକଟସ୍ଥ ସାବନ୍ତବାଡିରେ ଘଟିଛି ।

ସୁଶାନ୍ତ ଖିଲାର ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କର ସାଙ୍ଗ ଭାଓସି ମାନେ ଏବଂ ତୁଷାର ପାବାର ହ-ତ୍ୟା କରିଥିଲେ । ଏହାପରେ ସେମାନ ସୁଶାନ୍ତ ଖିଲାରେଙ୍କ ଶ-ବକୁ ଫିଙ୍ଗିବା ପାଇଁ କାରରେ ୪୦୦ କିଲୋମିଟର ଦୂରକୁ ନେଇଥିଲେ । ଅମ୍ବୋଲି ନାମକ ପାହାଡିଆ ଘାଟରେ ସେମାନେ ସୁଶାନ୍ତଙ୍କ ଫି-ଙ୍ଗିବା ପାଇଁ ନେଇଥିଲେ । ହେଲେ ସୁଶାନ୍ତଙ୍କ ଶ-ବକୁ ଫିଙ୍ଗିବା ବେଳେ ଭାଓସି ମାନେର ଗୋଡ ଖସିଯାଇଥିଲା ।

ସେ ଶ-ବ ସହ ଯାଇ ପାହାଡ ତଳେ ପଡିଥିଲା । ସେହି ଠାରେ ଭାଓସିର ମୃ-ତ୍ୟୁ ହୋଇଥିଲା । ଏହା ଦେଖି ତୁଷାର ପାବାର ଡରିଯିବା ସହ ତୁରନ୍ତ ନିକଟସ୍ଥ ଏକ ମନ୍ଦିରକୁ ଯାଇ ନିଜ ଘର ଲୋକଙ୍କୁ ଫୋନ୍‌ କରିଥିଲା ।

ପରେ ଅନ୍ୟ ଜଣେ ସ୍ଥାନୀୟ ଲୋକ ପାହାଡ ତଳେ ଦୁଇଟି ମୃ-ତ ଦେହ ଦେଖି ପୁଲି-ସକୁ ଖବର ଦେଇଥିଲେ । ୧୫୦ ଫୁଟ ତଳେ ମାତ୍ର ୧୦ ଫୁଚଟ ଦୂରତାରେ ଶ-ବ ପଡିଥିଲା । ଏହି ସ୍ଥାନ ଶ-ବ ଫିଙ୍ଗାଯିବା ପାଇଁ ପ୍ରସିଦ୍ଧ ।

ଏହାପରେ ପୁଲିସ ପକ୍ଷରୁ ସେଠାରେ ସିସିଟିଭି ଲଗାଯାଇଛି । ଏଥିରେ ସମସ୍ତ ଘଟଣା କଏଦ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ପୁଲିସ ଏହି ଘଟଣାରେ ଅଭିଯୁକ୍ତ ସହ ସେମାନଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିଛି ।

Leave A Reply

Your email address will not be published.