PM କିଶାନ ଯୋଜନାର ୧୩ ତମ କିସ୍ତି ଆସିବା ପୂର୍ବରୁ ସରକାର ଦେଲେ ଆଉ ଏକ ଖୁସି ଖବର,ଖୁସି ଖବର ଜାଣିବା ପରେ ନାଚି ଉଠିବେ ୧୪ କୋଟି କୃଷକ

0

Get real time updates directly on you device, subscribe now.

ଦେଶର କୃଷକ ଭାଇ ମାନଙ୍କ ପାଇଁ ଆଉ ଏକ ଖୁସିର ଖବର ଆସିଯାଇଛି। ଯେଉଁମାନେ ପିଏମ କିଶାନ ସମନ ନିଧିର ୧୩ତମ କିସ୍ତି ପାଇବାକୁ ଅପେକ୍ଷା କରିଛନ୍ତି ସେହି ୧୪ କୋଟି କୃଷକ ମାନଙ୍କ ପାଇଁ ଆଉ ଏକ ଖୁସି ଖବର ଆସି ପହଞ୍ଚିଛି। ଆସନ୍ତୁ ଜାଣିବା ସରକାର କୃଷକ ମାନଙ୍କ ପାଇଁ ଆଉ କଣ ସୁବିଧା ଆଣୁଛନ୍ତି।

୨.୨ ଲକ୍ଷ କୋଟି ଟଙ୍କାର ଫଣ୍ଡ ମିଳିଛି;-

ବିତ୍ତମନ୍ତ୍ରୀ ନିର୍ମଳା ସୀତା ରମନ କୃଷକଙ୍କ ଇନକମକୁ ୨ ଗୁଣା କରିବା ଓ ତାଙ୍କୁ ସବୁ ପ୍ରକାର ସୁବିଧା ଦେବାକୁ ପ୍ରୟାସ କରୁଛନ୍ତି। ଏବେ ଏବେ ସରକାର ଦେଶର ବଜେଟ ପେଶ କରିଛନ୍ତି। ଏଥର ସରକାର ଏହି ଯୋଜନାରେ ୨.୨ଲକ୍ଷ କୋଟି ଟଙ୍କାର ନିବେଶ କରିଛନ୍ତି।

ଅତ୍ୟଧିକ କୃଷକଙ୍କୁ ମିଳିବ ଏହାର ଫାଇଦା:-

ମିଡ଼ିଆ ରିପୋର୍ଟସ ମୁତାବିକ, ପିଏମ କିଶାନ ଯୋଜନାରେ ମିଳୁଥିବା ଫଣ୍ଡରୁ କୃଷକଙ୍କୁ ଆଶ୍ୱାସନା ମିଳିଛି। ଏଥିରେ ଅତ୍ୟଧିକ କୃଷକ ଫାଇଦା ମଧ୍ୟ ପାଇବେ।

ହୋଲି ପୂର୍ବରୁ ଖାତାକୁ ଆସିବ ଟଙ୍କା:-

ଏହାସହ ପିଏମ କିଶାନ ସମନ ନିଧି ସ୍କିମର ୧୩ ତମ କିସ୍ତି ଏହି ମାସରେ ଲଞ୍ଚ ହେବାକୁ ଯାଉଛି। ଏହାକୁ ନେଇ ଏବେପର୍ଯ୍ୟନ୍ତ କୌଣସି ପ୍ରକାରର ଘୋଷଣା ମଧ୍ୟ କରାଯାଇନାହିଁ, କିନ୍ତୁ ମାନାଯାଉଛି ଟଙ୍କା ହୋଲି ପୂର୍ବରୁ କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଯିବ।

ଇ କେୱାସି ଜରୁରୀ ଅଟେ:-

ସରକାରଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବିକ ଯେଉଁ କୃଷକ ମାନେ ଇ କେୱାସି କରିନାହାଁନ୍ତି ସେମାନଙ୍କୁ ୧୩ ତମ କିସ୍ତି ମିଳିବନାହିଁ। ଯଦି ଆପଣଙ୍କର ମଧ୍ୟ କେୱାସି ମଧ୍ୟ ହୋଇନାହିଁ ତାହେଲେ ଜଲଦି ପୁରା କରନ୍ତୁ।

ଚେକ କରନ୍ତୁ ଆପଣଙ୍କ ଷ୍ଟେଟସ:-

କିସ୍ତି ର ଷ୍ଟେଟସ ଦେଖିବାପାଇଁ ଆପଣ ପିଏମ କିଶାନ ୱେବସାଇଟକୁ ଭିଜିଟ କରନ୍ତୁ।

ଏବେ ଫାର୍ମର କରନରରେ କ୍ଲିକ କରନ୍ତୁ।

ଏବେ ଫାର୍ମର ବେନିଫିସିଆରୀ ଷ୍ଟେଟସରେ କ୍ଲିକ କରନ୍ତୁ।

ଏବେ ଆପଣଙ୍କ ସାମ୍ନାରେ ନୂଆ ପେଜ ଖୋଲିବ।

ଏହାପରେ ଆପଣଙ୍କ ମୋବାଇଲ ନମ୍ବର ଓ ଆଧାର ନମ୍ବର ଦିଅନ୍ତୁ।

ଏହାପରେ ଆପଣଙ୍କ ଷ୍ଟେଟସର ସମ୍ପୂର୍5 ସୂଚନା ମିଳିଯିବ।

Leave A Reply

Your email address will not be published.