ଓଡ଼ିଶାରେ ଏବେ ଏବେ ଚଞ୍ଚଲ୍ୟ ଖେଲାଇଥିବା ଘଟ-ଣାଟି ହେଉଛି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି ମା-ଡ଼।ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁ ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିପକାଇଛି। ନବ ଦାସ୍ ଥିଲେ ଜଣେ ବହୁତ ଭଲ ଆଉ ଜଣା ଶୁଣା ଲୋକ।ତାଙ୍କୁ ଏକ ଏସଆଇ ହିଁ ଗୁ-ଳି ମା-ରିଥିଲା
ସେ ଏସଆଇ ଜଣକ ହେଉଛନ୍ତି ଗୋପାଳ ଭିଡ଼ର ସୁଯୋଗ ନେଇ ସେ ମନ୍ତ୍ରୀ ଉପରକୁ ଗୁ-ଳି ଚଳାଇଥିଲା।ଓଡ଼ିଶା ଇତିହାସରେ ଏହା ଏକ କଳା ଦିନ ଯେଉଁଠି ଏକ ମନ୍ତ୍ରୀଙ୍କୁ ଜଣେ ଗୁ-ଳି ମା-ରି ହ-ତ୍ୟା କରିଲା।
ଏହି ସବୁ କା-ଣ୍ଡ କେହି ସାଧାରଣ ଲୋକ କରିନାହାନ୍ତି ଯେଁଉ ପୋ-ଲିସ ତାଙ୍କୁ ସୁର-କ୍ଷା ଯୋଗାଇଦିଏ ସେହି ପୋ-ଲିସ ଆଜି ତାଙ୍କୁ ଗୁ-ଳି ମା-ଡ କରି ତାଙ୍କୁ ହ-ତ୍ୟା କଲା।ମନ୍ତ୍ରୀ ଏକ ସଭା ସେ ଯୋଗ ଦେବା ପାଇଁ ଯାଇଥିଲେ ଯେଉଁଠି ଲୋକଙ୍କ ଭିଡ଼ ପ୍ରବଳ ଥିଲା ।
ଭିଡ଼ ଭିତରେ କିଛି ଲୋକ ଆସି ନବ ଦାସଙ୍କୁ ଫୁଲ ମାଳ ପିନ୍ଧାଇ ଦେଉଥିଲେ ଠିକ୍ ସେତିକି ବେଳେ ଗୋପାଳ ଏହି ଭିଡ଼ର ସୁଯୋଗ ନେଇ ମନ୍ତ୍ରୀ ଉପରକୁ ଗୁ-ଳି ଚଳାଇଥିଲେ। ହଠାତ୍ ମନ୍ତ୍ରୀ ସେଠାରେ ଟଳି ପଡ଼ିଥିଲେ ଆଉ କିଛି ବୁଝିପାରିନଥିଲେ।ମାତ୍ର କଣ ପାଇଁ ଗୋପାଳ ମନ୍ତ୍ରୀଙ୍କୁ ହ-ତ୍ୟା କରିଲା। କଣ ଏହାର କାରଣ ଥିଲା।
ତାଙ୍କ ସ୍ତ୍ରୀ ଏବେ କହୁଛନ୍ତି ଯେ ଗୋପାଳ ମାନସିକ ରୋଗରେ ପୀ-ଡ଼ିତ ଥିଲେ ।ଏବେ କ୍ରାଇବ୍ରାଞ୍ଚ ଏହି ଘଟ-ଣାର ତ-ଦନ୍ତ କରୁଛି।ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତ-ଦନ୍ତ ଚାଲୁଛି।ଗତ କାଲି ପୋ-ଲିସ ଗୋପାଳର ବଡ଼ ଭାଈକୁ ଉଠେଇ ନେଇଥିଲା।ପୋ-ଲିସ କୋର୍ଟରୁ ଗୋପାଳକୁ 4 ଦିନିଆ ରିମା-ଣ୍ଡରେ ଆଣିଛି।ହ-ତ୍ୟାର କାରଣ ଜାଣିବା ପାଇଁ ପୋଲି-ସକୁ ଆଉ କିଛି ସମୟ ଦରକାର।ପ୍ରାଥମିକ ପର୍ଯ୍ୟାୟରେ ଗୋପାଳ ନିଜେ ଗୁ-ଳି ମା-ରିଥିବା ଜଣା ପଡ଼ିଛି।
ଗୋପାଳକୁ ଏବେ ବ୍ରଜରାଜ ନଗର ଜେ-ଲରେ ରଖାଯାଇଛି।କ୍ରାଇବ୍ରାଞ୍ଚର ତଥ୍ୟ ଅନୁସାରେ ଗୋପାଳକୁ ଧରି ପୋ-ଲିସ ଆଉ ଥରେ କ୍ରାଇମ ସିନ ରିକ୍ରିଏଟ କରିପାରେ। ରି-ମାଣ୍ଡ ଅବଧି 1 ରୁ 4 ପର୍ଯ୍ୟନ୍ତ ରହିଛି।
ପୋ-ଲିସ ଯାଇ ଗୋପାଳଙ୍କ ସ୍ତ୍ରୀ ଆଉ ପୁଅକୁ ପଚରା ଉଚରା କରିଥିଲା।ତେବେ ହ-ତ୍ୟାର ପୂର୍ବରୁ ଗୋପାଳର ବଡ଼ ଭାଈ କଣ ପାଇଁ ନିଜ ହୋଟେଲ ବନ୍ଦ କରିଥିଲେ। କଣ ଦୁଇ ଭାଈ ହ-ତ୍ୟା ପାଇଁ ଆଗରୁ ପ୍ଲାନ୍ କରିଥିଲେ କି।ଫରେନ୍ସିକ ବିଭାଗ ଗାଡ଼ିକୁ ତ-ର୍ଜମା କରିଛି ଆଉ ବନ୍ଧୁ-କକୁ ମଧ୍ୟ ଯା-ଞ୍ଚ କରୁଛି।