ନବ ଦାସଙ୍କ ମୃ-ତ୍ୟୁର ୧୦ ବଡ଼ ଦିଗ ! ରହିଥାଇ ପାରେ ଏହି ବଡ ଷ-ଡ଼ଯ-ନ୍ତ୍ର !

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତମାନ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକା-ଣ୍ଡକୁ ୨୪ ଘଣ୍ଟାରୁ ଉର୍ଦ୍ଧ ବିତିଯାଇଛି । ପଞ୍ଚଭୂତରେ ଲିନ ହୋଇ ସାରିଲେଣି ସ୍ୱର୍ଗତ ନବ ଦାସ ।

ହେଲେ ଏଯାଏଁ ସାମ୍ନାକୁ ଆସି ପାରିଲା ନାହିଁ ହ-ତ୍ୟାକା-ଣ୍ଡ ପଛର ଅସଲ କାରଣ ।ହ-ତ୍ୟାକା-ଣ୍ଡକୁ ନେଇ ସାଧାରଣରେ ହଜାରେ ପ୍ରଶ୍ନ । କାହିଁକି ନବ ଦାସଙ୍କୁ ହ-ତ୍ୟା କଲେ ଏ-ଏସ୍-ଆଇ ଗୋପାଳ ଦାସ ? ଅବା ଏହି ହ-ତ୍ୟାକା-ଣ୍ଡ ପଛରେ କିଛି ବଡ଼ ଷ-ଡଯ-ନ୍ତ୍ର ନାହିଁ ତ ? ଗୋପାଳ- ନବଙ୍କ ମଧ୍ୟରେ ଥିଲା କି ସ-ମ୍ପର୍କ ?

ଗୋପାଳ ସତରେ ମାନସିକ ରୋଗୀ ଥିଲେ ନା ଘଟ-ଣାକୁ ଏକ ନୂଆ ମୋଡ ଦିଆଯାଉଛି ।ଯଦି ମାନସିକ ରୋଗି ଥିଲେ, ତେବେ କଣ ପାଇଁ ତାଙ୍କୁ ଦିଆଯାଉ ଥିଲା ବ-ନ୍ଧୁକ ? ଏହିପରି ଗୁଡାଏ ପ୍ରଶ୍ନ ଗୋପାଳକୁ ନେଇ ତେବେ ଆସନ୍ତୁ ଏହି ସବୁ ପ୍ରଶ୍ନକୁ ତ-ର୍ଜାମା କରିବା ।

ତେବେ ସାଇକିଆଟ୍ରିକ ମୁଖ୍ୟ ଡାକ୍ତରଙ୍କ କହିବା ଅନୁସାରେ ଅଭି-ଯୁକ୍ତ ପୋ-ଲିସ ଏଏସ୍ଆଇ ଗୋପାଳଙ୍କର ଥିଲା ବାଇପୋଲାର ଡିଜ୍ଅର୍ଡର । ଯାହାକି ଆଜକୁ ୮/୧୦ ବର୍ଷ ତଳେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଗୋପାଳକୃଷ୍ଣଙ୍କ ମାନସିକ ରୋଗ ସମ୍ପ-ର୍କରେ ପୋ-ଲିସ ବିଭାଗ ଅବଗତ ଥିଲା ନା ନାହିଁ ?

ଆଉ ଯଦି ହଁ ତେବେ ଗୋପାଳଙ୍କୁ ଦାୟିତ୍ୱରେ ନିୟୋଜିତ ରଖାଯାଇଥିଲା କେମିତି ? ନା’ ମାନସିକ ରୋଗୀର ଆଳ ଦେଖାଇ ମାମ-ଲାକୁ ଭିନ୍ନ ଦିଗରେ ମୋଡ଼ି ଦେବାକୁ ଉଦ୍ୟମ କରାଯାଉଛି । ଅନ୍ୟପଟେ ଅଭି-ଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ସର୍ଭିସ ବୁକ ବେଶ ଭଲ ।ସର୍ଭିସ ବୁକରେ ମାନସିକ ରୋଗର କୌଣସି ଚିହ୍ନବର୍ଣ୍ଣ ନାହିଁ ।

ବରଂ ନିଜର ୨୮ ବର୍ଷର କ୍ୟାରିୟର ମଧ୍ୟରେ ସେ ପଦୋନ୍ନତି ପରେ ପରେ ପଦୋନ୍ନତି ଓ ମେଡାଲ ପରେ ମେଡାଲ ପାଇ ଚାଲିଥିଲେ । ଏବେ ପୁଣି ସ-ନ୍ଦେହ ଉଠୁଛି ଯେ ଯଦି ଗୋପାଳ ମାନସିକ ରୋଗରେ ପୀ-ଡିତ ଥିଲେ, ତେବେ ସର୍ଭିସ ବୁକରେ ଉଲ୍ଲେଖ ନାହିଁ କାହିଁକି ?

ଅନ୍ୟପକ୍ଷରେ ମନ୍ତ୍ରୀମାନଙ୍କ ପାଇଁ ଥିବା ପ୍ରୋଟୋକଲକୁ ଭାଙ୍ଗି ଜଣେ ସୁର-କ୍ଷା ଅଧିକାରୀ କାହିଁକି ଘଟା-ଇଲେ ଏମିତି ହ-ତ୍ୟାକା-ଣ୍ଡ ? କଣ କରୁଥିଲେ ମନ୍ତ୍ରୀଙ୍କ ପିଏସ୍ଓ ? ସେ କାହିଁକି ବସିଥିଲେ ତାଙ୍କ ପଛ ଗାଡ଼ିରେ ? ଗୋପାଳ ଯଦି ମାନସିକ ରୋଗୀ ଥିଲେ ତେବେ ତାଙ୍କୁ ସର୍ଭିସ୍ ରିଭ-ଲଭର ଦିଆ ଯାଇଥିଲା କାହିଁକି ? ଯଦି ଗୋପାଳ ହ-ତ୍ୟାକା-ରୀ ତେବେ ତାଙ୍କୁ କେହି ପ୍ରବର୍ତ୍ତାଇ ନାହିଁ ତୋ ?

ଏ ଯାଏଁ ସର୍ବସାଧାରଙ୍କ ପାଖକୁ ଯେତିକି ଭିଡ଼ିଓ ଆସିଛି ସାଥିରେ ଗୋପାଳ ଦାସ ସିଧାସଳଖ ଗୁ-ଳି ମା-ରୁଥିବାର କୌଣସି ଭିଡ଼ିଓ ନାହିଁ । ତେଣୁ ଏକଥା ମଧ୍ଯ ସ୍ପଷ୍ଟ ହୋଇପାରୁନାହିଁ । ତେବେ ଏସବୁ ଦିଗକୁ ମଧ୍ଯ ଧ୍ୟାନକୁ ନିଆଯାଇଛି ।

Leave A Reply

Your email address will not be published.