କି ଯୁଗ ହେଲାରେ ….ପୁଅ ମ-ରିଗଲା ପରେ ୨୮ ବର୍ଷୀୟା ବୋହୂକୁ ବାହା ହେଲା ୭୦ ବର୍ଷୀୟ ଶଶୁର

0

Get real time updates directly on you device, subscribe now.

ଦୁନିଆରେ କେତେ କଣ ସମ୍ପ-ର୍କ ଗଢି ଉଠିଥାଏ।ସେଇ ମଧ୍ୟରେ ସ୍ବାମୀ ସ୍ତ୍ରୀ,ଶଶୁର ଶାଶୁ,ଶାଶୂ ବହୂ,ଶଶୁର ବହୂ ଏମିତି କେତେ କଣ ସଂ-ପର୍କ ରହିଛି। ଏ ସମ୍ପ-ର୍କ ଯୁଗ ଯୁଗର ରହିଛି ଆଉ ରହିଥିବ।

ଶଶୁର ବୋହୁ ସଂ-ପର୍କ ଏକ ବାପ ଝିଅର ସଂ-ପର୍କ ସହିତ ସମାନ।ମାତ୍ର ଏମିତି ଏକ ଘ-ଟଣା ଘଟିଯାଇଛି ଯେଉଁଠି ଶଶୁର ହୋଇଛି ବୋହୁର ସ୍ବାମୀ। ବୋହୁର ମଥାରେ ସିନ୍ଦୂର ଦେଲା ଶଶୁର। ବୋହୂ ସାଜିଲା ଶଶୁରର ସ୍ତ୍ରୀ।

ଯେଁଉ ବୋହୂକୁ ପୁଅକୁ ବାହା କରାଇ ଘରକୁ ଆଣିଥିଲା ଶଶୁର ସେଇ ବୋହୂକୁ ନିଜ ସ୍ତ୍ରୀ କଲା ଶଶୁର।ନିଜ ଘର ବୋହୂକୁ ନିଜ ଘରେ ରଖିଲା ଶଶୁର।ପୁଅ ମରିଗଲା ପରେ ନିଜ ବୋହୁ ମଥାରେ ସିନ୍ଦୂର ଦେଇ ନିଜ ସ୍ତ୍ରୀ କଲା ତାର ଶଶୁର।ବିଧବା ପରେ ପୁଣି ଥରେ ନିଜ ବୋହୁକୁ କରିଲା ସଧବା। ଅଗ୍ନିକୁ ସାକ୍ଷୀ ରାଖୀ ନିଜ ବୋହୂକୁ ବାହା ହୋଇଛନ୍ତି ତାଙ୍କ ଶଶୁର। ଯେଁଉ ଶଶୁର ଶଶୁର ଥିଲେ ଏବେ ସେ ବୋହୂର ସ୍ବାମୀ ହୋଇଛନ୍ତି।

ତେବେ ଶଶୁରକୁ ନିଜ ସ୍ବାମୀ ରୂପେ ପାଇ ବୋହୂ ପୁରା ଖୁସ।ଏପରି ଏକ ଘ-ଟଣା ଘଟିଛି ଉତ୍ତରପ୍ରଦେଶର ଗୋରଖପୁର ଠାରେ।56 ବର୍ଷୀୟ କୈଳାସ ଯାଦବ ନିଜ ବହୂ 28 ବର୍ଷୀୟ ପୂଜାକୁ ବିବାହ କରିଛନ୍ତି।

ଏହି ବାହାଘର ଫଟୋ ଏବେ ସୋସିଆଲ ମିଡ଼ିଆରେ ପୁରା ଭାଇରାଲ। ତେବେ କୈଳାସଙ୍କ ସ୍ତ୍ରୀ 12 ବର୍ଷ ତଳେ ମ-ରିଯାଇଥିଲେ।କୈଳାଶଙ୍କ ଚାରି ପୁଅ।ପୂଜା ହେଉଛନ୍ତି କୈଳାସଙ୍କ 3 ନମ୍ବର ପୁଅର ବହୂ। ପୁଅ ମ-ରିଗଲା ପରେ କୈଳାସ ନିଜ ବୋହୂକୁ ଅନ୍ୟ ସହ ବାହା କରାଇଥିଲେ।

ମାତ୍ର ସେଠାରେ ସେ ଖୁସିରେ ରହିନଥିଲେ ପରେ ବୋହୂ ପୁଣି ନିଜ ପୁରାତନ ଶଶୁର ଘରକୁ ଫେରିଥିଲେ।ଏହି ସମୟରେ ଶଶୁର ବୋହୂ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଲା।ସମାଜର ସବୁ ବନ୍ଧକୁ ଭାଙ୍ଗି ଦୁହେଁ ଦୁହିଁଙ୍କ ସହମତିରେ ଏହି ବାହାଘରଟି ଘଟିଛି।ବାହାଘର ସମୟରେ ପରିବାରର ସବୁଲୋକ ଆଉ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।ପରେ ପୋ-ଲିସ ଏହି ଖବର ପାଇଲା ପରେ ପୁରା ଆଶ୍ଚୟ ହେଇଯାଇଛି।

Leave A Reply

Your email address will not be published.