ମହିଳାଙ୍କୁ ଦୁ-ଷ୍କର୍ମ କରି,ସେମାନଙ୍କ ମାଂସରେ ତିଆରି କରୁଥିଲେ ପିଜ୍ଜା ଓ ବର୍ଗର,ଜାଣନ୍ତୁ ଏହି ଭୟା-ନକ ଘ-ଟଣା ବିଷୟରେ

0

Get real time updates directly on you device, subscribe now.

ନିଜ ହୋଟେଲରେ ରୋଷେଇ କରି କଷ୍ଟମର ମାନଙ୍କୁ ଦେଉଥିଲେ ମଣିଷ ମାଂ-ସ । ରେ-ପ୍ କରୁଥିଲେ ପୁଣି ସେହି ଶରୀରକୁ ମା-ରି ଟିକି ଟିକି କରି ହାଣୁଥିଲେ । ଆଉ ତାପରେ ତାକୁ ରାନ୍ଧି କଷ୍ଟମର୍ ମାନଙ୍କୁ ସର୍ଭ କରୁଥିଲେ ଖାଇବାକୁ ।

ଆଉ ବହୁତ ଜଣ ମହିଳାଙ୍କ ଜୀବନ ଚାଲିଗଲା ପରେ ଯାଇ ସମ୍ନାକୁ ଆସିଥିଲା ଏପରି ଭ-ୟଙ୍କର ତଥ୍ଯ । ଆଜ୍ଞା ହଁ ଲୋକେ ହୋଟେଲ ଆସୁଥିଲେ ଆଉ ଶାନ୍ତିରେ ମାଂସ ଭାବି ଖାଉଥିଲେ କିନ୍ତୁ ଚିକେନ ମଟନ ଯାଗାରେ ବାହାରୁଥିଲା ମଣିଷ ମାଂସ । ସହଜରେ ତୋ କେହି ଜାଣି ପାରୁନଥିଲେ ।

କିନ୍ତୁ ପରବର୍ତୀ ସମୟରେ ସ-ନ୍ଦେହ ବଢିଥିଲା । ଆଉ ଗୋଟେ ଗୋଟେ ଲୋକଙ୍କ ଜୀବନ ମଧ୍ଯ ଚାଲି ଯାଉଥିଲା । ତେବେ ମହିଳାଙ୍କୁ ରେ-ପ୍ କରି ହ-ତ୍ୟା କରି ନିଜ ହୋଟେଲରେ ପରସୁଥିଲେ ଏଭଳି ମଣିଷ ମାଂସ । ଏହି ମଣିଷ ରା-କ୍ଷସ ନାଆଁ ହେଉଛି ଜୋଏ ମିଥାନି ।

ଯାହାଙ୍କ ଇତିହାସ ଆଜି ମଧ୍ଯ ଲୋକଙ୍କ ଛାତି ଥରାଇ ଦେଉଛି । ଆମିଷ ଖାଉଥିବା ଲୋକେ ତାଙ୍କ ହୋଟେଲକୁ ଗଲେ ନିଶ୍ଚିତ ଭାବରେ ଏହି ମଣିଷ ହ-ତ୍ୟାକା-ରୀର କାହାଣୀକୁ ନିଶ୍ଚିତ ମନେ ପକାଉଛନ୍ତି ।

ହଁ ଆଜ୍ଞା ଦର୍ଶକ ବନ୍ଧୁ ଆପଣମାନେ ଭାବନ୍ତୁ ହୋଟେଲରେ ବସିଛନ୍ତି ଆଉ ସାମ୍ନାରେ ଆପଣଙ୍କ ଥାଳିରେ ପରସା ଯାଇଛି ମଣିଷ ମାଂସ । ଆଉ ଅଜଣାନ୍ତେ ଆପଣ ଖାଇ ଭି ଦେଇଛନ୍ତି ଆଉ ଘରକୁ ଆସିବା ପରେ ପରବର୍ତ୍ତୀ ସମୟରେ ଜାଣିବାକୁ ପାଉଛନ୍ତି ଯେ ତାହା ଥିଲା ମଣିଷ ମାଂସ । ଆମେରିକାର ଏହି ମଣିଷ ହ-ତ୍ୟାକା-ରୀକୁ ଏବେ ସାରା ବିଶ୍ଵ ଜାଣିଛି ।

ତେବେ ଗୋଟେ ମଣିଷ ଏତେ ହୀନ ସ୍ୱଭାବର କେମିତି ବନିଗଲା । କୁକୁଡ଼ା କିମ୍ଵା ଘୁଷୁରୀ ମାଂସରେ ଯେତେବେଳେ ଜୋଏ ମିଥେନ୍ ବର୍ଗର କିମ୍ଵା ପିଜ୍ଜା ଲୋକଙ୍କୁ ବନାଇ ଦେଉଥିଲେ ସେଥିରେ ସେ କେବେ କେବେ ମା-ରିଥିବା ମହିଳାଙ୍କ ମାଂସ ମଧ୍ଯ ମିଶାଇ ଦେଇ ଦେଉଥିଲେ ।

ହଁ ଅଜ୍ଞା ରେ-ପ୍ କରିଥିବା ମହିଳାଙ୍କୁ ମା-ରି ସେମାନଙ୍କର ମାଂସ ରାନ୍ଧି କଷ୍ଟମାର ମାନଙ୍କୁ ଖାଇବାକୁ ଦେଉଥିଲେ । ଚେହେରା ରା-କ୍ଷସ ପରି ଦେଖା ଯିବାକୁ କାର୍ଯ୍ୟ ମଧ୍ଯ କୌଣସି ରା-କ୍ଷସ କିମ୍ଵା ପିଶାଚ ଠାରୁ କମ୍ ନଥିଲା । ଆଉ ଆଜି ମଧ୍ଯ ତାଙ୍କ କାହାଣୀ ଶୁଣିଲେ ଦୁନିଆ ଆଶ୍ଚର୍ୟ୍ଯ ହେଉଛି ।

Leave A Reply

Your email address will not be published.