ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁ-ଷ୍କର୍ମ । ମନ ଭରିଲାନି ଯେ ଗୁପ୍ତା-ଙ୍ଗରେ ମ-ଦ ବୋତଲ ଭର୍ତ୍ତି କରିଦେଲେ ।

0

Get real time updates directly on you device, subscribe now.

ବନ୍ଧୁଗଣ ଚୋ-ରି, ଡକା-ୟତି, ଦୁଷ୍କ-ର୍ମ ଓ ହ-ତ୍ୟା ପରି ଅପ-ରାଧ ଆଜିକାଲି ସମୟ ପାଇଁ ଏକ ନିତିଦିନିଆ କଥା ପାଲଟିଗଲାଣି । ଏ ସଂକ୍ରାନ୍ତରେ ପୁଲି-ସ୍‌ର  ତତ୍ପରତା ବୃଦ୍ଧି ପାଇବା ପରେ ବି ଏସବୁକୁ ପୂରା ରୋକି ହେଉନାହିଁ ।

ପ୍ରତିଦିନ କିଛି ନା କିଛି ଲୋମଟା-ଙ୍କୁରା ଘଟ-ଣା ଦୃଷ୍ଟିକୁ ଆସିବାରେ ଲାଗିଛି । ମଣିଷ ଏତେ ଯେ ତଳସ୍ତରକୁ ଯାଇପାରିବ ତାହା ଘଟିଥିବା ଘଟ-ଣା ରୁ ଅନୁମୟ । କାହିଁକି ନା ନିଜ ମନର ଭୋକ ମେଣ୍ଟେଇବା ପାଇଁ ସେ ପିଚାସ ବି ସାଜିଛି ।

ସବୁ ସୀମାକୁ ଟପି କେତେକ ଯୁବକ ଘଟାଇଲେ ନାର-କୀୟ କା-ଣ୍ଡ । ଜଣେ ମହିଳାଙ୍କୁ ୩ ଜଣ ବ୍ୟକ୍ତି ତାଙ୍କ ସ୍ବାମୀଙ୍କ ସାମ୍ନାରେ ଗଣଦୁ-ଷ୍କର୍ମ କରିଥିବା ଅଭି-ଯୋଗ ହୋଇଛି । ତେବେ କଣ ସଭ୍ୟ ଶିକ୍ଷିତ ସମାଜର ଏହା ହେଉଛି ବାସ୍ତବ ରୂପ ରେଖ ?

କଣ ବଦଳିନି ଆଜିବି କିଛି ମଣିଷର ନିମ୍ନ ମାନସିକତା ଏବଂ ହୀନ ପ୍ରବୃତ୍ତି ? ଏହା ଏବେ ସମାଜର ବହୁତ ବଡ଼ ପ୍ରଶ୍ନ ପାଲଟିଛି । ବେଳେବେଳେ ଏହି ସମାଜରେ ଆମେ ଏମିତି କିଛି ଘ-ଟଣା ସମ୍ପର୍କରେ ଆସିଥାଉ ଯାହା ଆମକୁ ଲ-ଜ୍ୟା ବୋଧ କରାଇଥାଏ।

ହଁ ଆଜ୍ଞା ବନ୍ଧୁଗଣ ଗତକାଲି ଅର୍ଥାତ୍ ଶନିବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ନୃଂଶସ, ଅମା-ନବୀୟ କା-ଣ୍ଡ ।

ମିଳିଥିବା ସୂଚନା ଅନୁସାରେ ପୀ-ଡ଼ିତା ମହିଳା ଜଣକ ନିଜ ବାପ ଘରୁ ସ୍ୱାମୀଙ୍କ ସହ ଶ୍ୱଶୁର ଘରକୁ ଫେରୁଥିବା ବେଳେ କୋଟୱାଲି ଦେହାତ୍‌ର ଗୁରେହ ଗାଁ ନିକଟ ରାସ୍ତାରେ ସେ ଗଣଦୁ-ଷ୍କର୍ମର ଶି-କାର ହୋଇଥିଲେ । ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ମହିଳାଙ୍କୁ ଗଣଦୁ-ଷ୍କର୍ମ କରିଥିବା ଅଭି-ଯୁକ୍ତମାନେ କୌଣସି ଅଜଣା ବ୍ୟକ୍ତି ନୁହଁନ୍ତି ବରଂ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀଙ୍କ ସାଙ୍ଗ ବୋଲି ଜଣାପଡ଼ିଛି ।

ତେବେ ସ୍ଵାମୀ ସ୍ତ୍ରୀ ଦୁହେଁ ଫେରୁଥିବା ରାସ୍ତାରେ ମହିଳାଙ୍କ ସ୍ୱାମୀଙ୍କ ୩ ଜଣ ସାଙ୍ଗ ଦେଖା ହୋଇଥିଲେ ଆଉ ସେମାନଙ୍କୁ ଅଟକାଇଥିଲେ । ସ୍ଵାମୀ ଜଣକ ମ-ଦ ପିଇ ନି-ଶାରେ ଥିବାର ସୁଯୋଗ ନେଇ ମହିଳାଙ୍କୁ ଉଠାଇ ନେଇ ଗଣଦୁ-ଷ୍କର୍ମ କରିଥିଲେ । ତେବେ ୩ ଜଣଙ୍କ ମଧ୍ୟରୁ ୨ଜଣ ଗଣଦୁ-ଷ୍କର୍ମ କରିଥିଲେ ।

ହେଲେ ଅନ୍ୟ ଜଣେ ବ୍ୟକ୍ତି ଦୁ-ଷ୍କର୍ମ କରିବାରେ ଅସଫଳ ହେବାରୁ ମହିଳାଙ୍କ ଗୁପ୍ତା-ଙ୍ଗରେ ମ-ଦ ବୋତଲ ଭର୍ତ୍ତି କରିଦେଇଥିଲା । ପୀ-ଡ଼ିତା ମହିଳା ଜଣକ ଥା-ନାରେ ପହଞ୍ଚି ଏସମ୍ପର୍କରେ ଅଭି-ଯୋଗ କରିଥିଲେ । ଏହାପରେ ପୋଲି-ସ୍‌ ୟୁକ୍ତ ୨ ବ୍ୟକ୍ତିଙ୍କୁ ଗି-ରଫ ସହ ପଚ-ରାଉ-ଚରା ଚଳାଇବା ସହ ଘଟ-ଣାର ତଦ-ନ୍ତ ଚଳାଇଛି।

Leave A Reply

Your email address will not be published.