22 ତାରିଖରେ ନୁହେଁ ବରଂ ଆଜି ମୁଁ ମ-ରିବି, FB ରେ ପୋଷ୍ଟ କରି ଯୁବକ ଦେଲା ଏହି ସନ୍ଦେଶ:-

0

Get real time updates directly on you device, subscribe now.

ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ରାଜ ନାମକ ଜଣେ ଫେସବୁକ ୟୁଜର ନିଜ ଫେସବୁକ ଆକାଉଣ୍ଟରେ ‘ଲଭ ୟୁ ଜାନୁ’ ଆଉ 22 ତାରିଖରେ ନୁହେଁ ଆଜି ମ-ରିବି କହି ଗଛରେ ଫା-ଶୀ ଲଗାଇ ଆ-ତ୍ମହ-ତ୍ୟା କରିଛି। ସୂଚନା ପାଇ ପୋ-ଲିସ ପହଞ୍ଚିଥିଲା ଓ ତଦାରଖ ଆରମ୍ଭ କରିଦେଇଥିଲା।

ଯୋଗେନ୍ଦ୍ର, ରାଜ ଯାଦବ ନାମରେ ବନାଇଥିଲେ ଅକାଉଣ୍ଟ:-

ଲୋନାର ଥା-ନାର ଜଗଦୀଶପୁର ନିବାସୀ ଯୋଗେନ୍ଦ୍ର ଯାଦବ (22) ଙ୍କର ଶବ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପଛପଟୁ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଏହାର ସୂଚନା ଗ୍ରାମୀଣ ଲୋକେ ପରିଜନ ଓ ପୋଲି-ସକୁ ଦେଇଥିଲେ। ଖବର ପାଇ ପୋ-ଲିସ ଆସି ପହଞ୍ଚିଲେ ଓ ଛାନଭିନ କରିଥିଲେ।

ଲଭ ୟୁ ଜାନୁ, 22 ରେ ନୁହେଁ ଆଜିହିଁ ମ-ରିବାକୁ ଯାଉଛି:-

ଯୋଗେନ୍ଦ୍ର ନିଜର ରାଜ ଯାଦବ ନାମକ ଫେସବୁକ ଆକାଉଣ୍ଟରେ ଲଭ ୟୁ ଜାନୁ, 22 ରେ ନୁହେଁ ଆଜି ମ-ରିବି ବୋଲି ଷ୍ଟୋରୀ ଶେୟର କରିଥିଲେ। ଏହାସହ ୟାଦ ତୁମହାରୀ ଜବ ଜବ ଆୟି, ବିତେ ଦିନୋ କି ୟାଦ ଦିଲାଇ ଗୀତ ଶେୟର ଥିଲା।

ପୋ-ଲିସ ମୁତାବିକ ଏହା ଏକ ପ୍ରେମ ପ୍ରସଙ୍ଗ ମାମ-ଲା ଅଟେ:-

ପୋ-ଲିସ ଯାଞ୍ଚ ପଡ଼ତାଳ ସହିତ ନିଜ ଶ-ବକୁ ପୋଷ୍ଟ ମ-ର୍ଟମ ପାଇଁ ପଠାଇଥିଲା। ପୋ-ଲିସ ଏହାକୁ ପ୍ରେମ ପ୍ରସଙ୍ଗ ମାମ-ଲା ମାନୁଛି। ପୋ-ଲିସ ଏହାମଧ୍ୟ ଜାଣିବାକୁ ଚେଷ୍ଟା କରୁଛି ଯେଉଁ ମୋବାଇଲରୁ ସ-ନ୍ଦେଶ ଜାରି ହୋଇଛି ସେହି ମୋବାଇଲକୁ ଯୋଗେନ୍ଦ୍ର ଚଳାଉଥିଲେ ନା ଅନ୍ୟ କେହି!

ଏହି ପ୍ରକାରେ ଅପର ପୋ-ଲିସ ଅଧୀକ୍ଷକ ଦୁର୍ଗେଶ ସିଂହଙ୍କ କହିବାହେଲା ମାମ-ଲାର ଯାଞ୍ଚ ଜାରି ରହିଛି। ଯେଉଁ ତଥ୍ୟ ବାହାରି ସାମ୍ନାକୁ ଆସିବ ତାକୁ ଭିତ୍ତି କରି କାର୍ଯ୍ୟବାହୀ କରାଯିବ।

Leave A Reply

Your email address will not be published.