ପ୍ରତିଦିନ ଶଶୁର ରୁମ ଭିତରକୁ ଯାଉଥିଲା ବଡ଼ ବୋହୁ ଓ କରୁଥିଲା ଏମିତି କାମ, ଶେଷରେ ସାନ ବୋହୁ ଦ୍ୱାରା ଖୁଲାସା ହେଲା

0

Get real time updates directly on you device, subscribe now.

କୁହାଯାଏ ଶଶୁର ଓ ବୋହୂର ସମ୍ପର୍କ ବାପା ଓ ଝିଅର ସ-ମ୍ପର୍କ ଭଳି ହୋଇଥାଏ କିନ୍ତୁ ଏହି ପବିତ୍ର ସମ୍ପ-ର୍କକୁ କିଛିଲୋକ କ-ଳଙ୍କ ଲଗାଇ ଦେଇଛନ୍ତି। ଏଠାରେ ଶଶୁର ଓ ବୋହୂ ଜଣେ ଆଉଜଣଙ୍କୁ ପ୍ରେମ କରି ବସିଲେ, ବୋହୂ ପ୍ରେମରେ ଶଶୁର ଏତେ ପାଗଳ ହୋଇଗଲା ଯେ, ଶେଷରେ ସେ ନିଜ ପୁଅର ହ-ତ୍ୟା ମଧ୍ୟ କଲା।

ପୁଅକୁ ମା-ରି ଥା-ନାକୁ ଗଲା ଶଶୁର:-

ଏହି ଆଶ୍ଚର୍ଯ୍ୟକର ଘଟ-ଣା ସରାୟଗଢ଼ ଥା-ନା ଅନ୍ତର୍ଗତ ଭାପତିୟାହି ଗ୍ରାମର ଅଟେ। ଏଠାରେ ହରିନାରାୟନ ଯାଦବ ନାମକ ଜଣେ ବ୍ୟକ୍ତିର ଅବୈଧ ସ-ମ୍ଵନ୍ଧ ତାଙ୍କ ବୋହୂ ସହିତ ଥିଲା। କୁହାଯାଏ ଉଭୟ ସାଥିରେ ରହିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ପୁଅ କିଶାନ ଯାଦବ ଏଥିରେ ବାଧା ଉପୁଯାଉଥିଲା।

ଶେଷରେ ଉଭୟ କିଶାନଙ୍କୁ ରାସ୍ତାରୁ ହଟାଇବା ପାଇଁ ଷ-ଡ଼ଯ-ନ୍ତ୍ର ରଚିଲେ। ନିଜ ପୁଅର ମୁଣ୍ଡକୁ ଏକ ହାତୁଡ଼ି ଦ୍ୱାରା ଜୋରରେ ପି-ଟିବା ଦ୍ୱାରା କିଶାନଙ୍କର ମୃ-ତ୍ୟୁ ହୋଇଗଲା। ଆ-ରୋପୀ ହରିନାରାୟନ ନିଜ ପୁଅର ହ-ତ୍ୟା କରି ଥା-ନାରେ ଅଭି-ଯୋଗ କଲା ଯେ, ତାଙ୍କ ପୁଅର ହ-ତ୍ୟା ଦୁର୍ଘ-ଟଣା ଯୋଗୁଁ ହୋଇଛି।

ପୋ-ଲିସ ଯେତେବେଳେ ଏହି ମୃ-ତ୍ୟୁ ମାମ-ଲାରେ ଗାଁ କୁ ଆସି ପଚ-ରା ଉଚରା କଲେ ସେତେବେଳେ କିଶାନଙ୍କ ସାନ ଭାଇଙ୍କ ପତ୍ନୀ ପୋ-ଲିସକୁ ଯେଉଁସବୁ କଥା କହିଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସେ ପୋଲି-ସକୁ କହିଲେ ଯେ, ତାଙ୍କ ଶଶୁର ଓ ତାଙ୍କ ବଡ଼ ଯା ଙ୍କର ଅବୈଧ ସ-ମ୍ଵନ୍ଧ ଥିଲା ଯାହାପାଇଁ ବଡ଼ ଯା କୃଷ୍ନା ଯାଦବ ଓ କିଶାନଙ୍କ ମଧ୍ୟରେ ଝଗ-ଡ଼ା ହେବା ଆରମ୍ଭ ହୋଇଗଲା। ଶଶୁର ହରିନାରାୟନ କିଶାନଙ୍କୁ ଘର ଭିତରକୁ ଆସିବାକୁ ଦେଉନଥିଲେ।

ଶଶୁର ଓ ବୋହୂର ଅବୈଧ ସ-ମ୍ଵନ୍ଧ ପାଇଁ ଲାଗିଥିଲା ପଞ୍ଚାୟତ:-

ଶଶୁର ଓ ବୋହୂଙ୍କର ଏହି ଅବୈଧ ସ-ମ୍ଵନ୍ଧ ବିଷୟରେ ସାରା ଗ୍ରାମର ଲୋକ ଜାଣିସାରିଥିଲେ। ଏଥିପାଇଁ ସରପଞ୍ଚ ଏକ ପଞ୍ଚାୟତ ସଭା ଡକାଇଲେ ଯେଉଁଥିରେ ସମସ୍ତେ ଉଭୟ ଶଶୁର ଓ ବୋହୂକୁ ଅଲଗା ରହିବାପାଇଁ କହିଥିଲେ ଓ ଉଭୟ ଏହାକୁ ମାନି ନେଇଥିଲେ ମଧ୍ୟ କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ଏକାଠି ରହିଲେ ଓ ସ-ମ୍ଵନ୍ଧ ବନାଇଲେ।

Leave A Reply

Your email address will not be published.