ଶୁଭଶ୍ରୀ ମୃ-ତ୍ୟୁ ମାମ-ଲାରେ ବଢୁଛି ସସ୍‌ପେନ୍‌ସ । ଚାକିରୀରୁ ଇସ୍ତଫା ଦେଇ କୁଆଡେ ଲୁ-ଚିଛନ୍ତି ବୟଫ୍ରେଣ୍ଡ ଦିବ୍ୟରଞ୍ଜନ?

0

Get real time updates directly on you device, subscribe now.

ଯୋଡା ଡାକ୍ତରାଣୀ ଶୁଭଶ୍ରୀ କରଙ୍କ ମୃ-ତ୍ୟୁର କାରଣ ସିନା ଜଣାପଡ଼ିଲା ହେଲେ ଏ ଯାଏଁ ତାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ କିଛି ସ୍ପଷ୍ଟ ସୂଚନା ଆସି ନାହିଁ । ସେ କୁଆଡ଼େ ଗଲେ, କେଉଁଠି ଅଛନ୍ତି ଜଣାପଡ଼ି ନାହିଁ । ତେବେ ଶୁଭଶ୍ରୀଙ୍କର ବି-ଷକ୍ରିୟା ଯୋଗୁଁ ମୃ-ତ୍ୟୁ ହୋଇଛି । ପୋ-ଷ୍ଟମ-ର୍ଟମ ରିପୋ-ର୍ଟରୁ ବି-ଷକ୍ରି-ୟାରୁ ମୃ-ତ୍ୟୁ ହୋଇଥିବା ଜଣାପଡ଼ିଛି ।

ତେବେ ଅଧିକ ଯାଞ୍ଚ ପାଇଁ ପୁ-ଲିସ୍‌ ଜ-ବତ କରିଥିବା ବିଷ ବୋତଲ ଓ ଶୁଭ୍ରଶ୍ରୀଙ୍କ ଭିସେରା ରିପୋ-ର୍ଟକୁ ଭୁବନେଶ୍ୱରସ୍ଥିତ ଫରେନସିକ୍‌ ଲ୍ୟାବକୁ ପଠାଯିବ । ଏନେଇ ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର ପ୍ରାଥମିକ ରି-ପୋର୍ଟ ଦେଇଛନ୍ତି । ଫୋରେନସିକ୍‌ ରି-ପୋର୍ଟ ଆସିବା ଯାଏ ଏହି ରି-ପୋର୍ଟ ସଂରକ୍ଷିତ ରହିବ । ଏ ସମ୍ପର୍କରେ କେନ୍ଦୁଝର ସିଡିଏମ୍‌ଓ ସୂଚନା ଦେଇଛନ୍ତି।

ଏହା ସହ ଡାକ୍ତର ଶୁଭଶ୍ରୀ ମୃ-ତ୍ୟୁ ମାମ-ଲାରେ ବଢୁଛି ସସ୍‌ପେନ୍‌ସ । ସ-ନ୍ଦେହ ଘେରରେ ରହିଛନ୍ତି ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ । ତେବେ ବର୍ତ୍ତମାନ କେଉଁଠି ଲୁ-ଚିଛନ୍ତି ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ?

ସୂଚନାଯୋଗ୍ୟ ଡିସେମ୍ବର ୨୦ ତାରିଖରେ ଯୋଡ଼ା ଥା-ନାରେ ଦିବ୍ୟରଞ୍ଜନ ମାଝୀଙ୍କ ନାଁରେ ଏତ-ଲା ଦେଇଥିଲେ ଶୁଭଶ୍ରୀ । ଦର୍ଶାଇଥିଲେ, ବିବାହ ପ୍ରତି-ଶ୍ରୁତି ଦେଇ ଶାରୀ-ରିକ ସଂ-ପର୍କ ରଖିଥିଲେ ଦିବ୍ୟରଞ୍ଜନ । ପରେ ବିବାହ ପାଇଁ ମନା କରି ଦେଇଥିଲେ । ପ୍ରତା-ରଣା ମିଳିବା ପରେ ଥା-ନାର ଦ୍ୱାରସ୍ଥ ହୋଇଥିଲେ ଶୁଭଶ୍ରୀ ।

ଅନ୍ୟପଟେ ସାମନାକୁ ଆସିଛି ଦିବ୍ୟରଞ୍ଜନଙ୍କ ରେଜିଗ୍‌ନେସନ ଲେଟର । ନୂଆଗାଁ ଡିସ୍‌ପେନ୍‌ସରୀରେ ଡାକ୍ତର ଥିବା ଦିବ୍ୟରଞ୍ଜନ ମାଝୀ ଡିସେମ୍ବର ୧ ତାରିଖରେ ଇସ୍ତଫା ଦେଇଛନ୍ତି । ବିବାହ କାରଣରୁ ସେ ଚାକିରୀରୁ ଇସ୍ତଫା ଦେଉଥିବା ଦର୍ଶାଇଛନ୍ତି ।

ଡିସେମ୍ବର ୩୧ତାରିଖ ଚାକିରୀରେ ତାଙ୍କର ଶେଷ ଦିନ ବୋଲି ଚିଠିରେ ଉଲ୍ଲେଖ ରହିଛି । ସେହି ୩୧ତାରିଖରେ ହିଁ ଶୁଭଶ୍ରୀଙ୍କ ସନ୍ଦେ-ହଜ-ନକ ଭାବେ ମୃ-ତ୍ୟୁ ଘଟିଛି । ଦିବ୍ୟରଞ୍ଜନଙ୍କ ବି ପତ୍ତା ମିଳୁନି । ସେପଟେ ଘଟ-ଣାର ତ-ଦନ୍ତ ନେଇ ଗଠନ ହୋଇଛି ପୋଲି-ସର ସ୍ୱତନ୍ତ୍ର ଟିମ୍‌

ଖବର ଅନୁସାରେ ଗତ ୩୧ ତାରିଖ ରାତିରେ ନିଜ ସହକର୍ମୀଙ୍କ ସହ ନାଚଗୀତ କରି ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କ ମୃ-ତଦେ-ହ ନୂଆବର୍ଷ ଦିନ ନିଜ ସରକାରୀ ବାସଭବନରୁ ଉ-ଦ୍ଧାର ହୋଇଥିଲା ।

ମୃ-ତଦେ-ହ ନିକଟର ଏକ ବି-ଷ ବୋତଲ ଜ-ବତ ହୋଇଥିଲା । ତେବେ ଶୁଭଶ୍ରୀଙ୍କ ମୃ-ତ୍ୟୁ ଉକ୍ତ ବୋତଲର ବି-ଷ ଯୋଗୁ ହୋଇଛି ନା ଅନ୍ୟ କିଛି ବି-ଷକ୍ରି-ୟା ହୋଇଛି ତାହା ସ୍ପଷ୍ଟ କରିବା ନିମନ୍ତେ ଉକ୍ତ ବୋତଲକୁ ଭୁବନେଶ୍ୱର ପଠାଇ ତ-ଦନ୍ତ ଜାରି ରଖିଛି ପୋ-ଲିସ୍ ।

Leave A Reply

Your email address will not be published.