ଛାତ୍ରଛାତ୍ରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ।ବିନା ପରୀକ୍ଷାରେ NHAI ରେ ମ୍ୟାନେଜର୍‌

0

Get real time updates directly on you device, subscribe now.

ଆଜିର ଯୁଗରେ ଶିକ୍ଷିତ ବେକାରୀ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପାଠଶାଠ ପଢ଼ି ଶିକ୍ଷିତ ଯୁବକ ଯୁବତୀ ଚାକିରି ନ ପାଇ ବେରୋଜଗାର ହୋଇ ନିଜ ଜୀବନ ଅତିବାହିତ କରୁଛନ୍ତି । ସଂସାରରେ ମଣିଷ କୌଣସି ନା କୌଣସି କାର୍ଯ୍ୟରେ ନିୟୋଜିତ ହେବା କଥା

କିନ୍ତୁ ଦେଶରେ ବେକାରୀ ସମସ୍ୟା ବଶତଃ ଲୋକମାନେ କିଛି କାର୍ଯ୍ୟ ନ କରିବାରୁ ଅନୈତିକ କାର୍ଯ୍ୟକଳାପ ରେ ମନ ନିବେଶ କରୁଛନ୍ତି । ଯଦ୍ୱାରା ସମାଜରେ କୁପ୍ରଭାବ ପଡୁଛି । ତେବେ ମଣିଷ ନିଜର ଜୀବନଯାପନ ତଥା ଆବଶ୍ୟକତା ପୂର୍ତ୍ତି ପାଇଁ ଅର୍ଥ ଏକାନ୍ତ ଆବଶ୍ୟକ । କିନ୍ତୁ ମନୁଷ୍ୟ ବେରୋଜଗାରୀ ବଶତଃ ଅର୍ଥ ଉପାର୍ଜନ କରିପାରୁନାହିଁ ।

ଆଜିର ଦୁନିଆରେ ସବୁଠୁ ବଡ଼ ଚିନ୍ତାର ବିଷୟ ଏହି କି ଯେ ଚାକିରୀ।NHAI ମ୍ୟାନେଜର୍ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ଯୋଗ୍ୟତା ଥିଲେ ବିନା ପରୀକ୍ଷାରେ ମିଳିବ ଚାକିରି।

*ଗୁରୁତ୍ୱପୂର୍ଣ୍ଣ ତାରିଖ:

*ଆବେଦନ କରିବାର ଶେଷ ତାରିଖ – ଜାନୁଆରୀ ୧୯

*ଖାଲି ପଦବୀ:

ମୋଟ ପୋଷ୍ଟ ସଂଖ୍ୟା – ୧୮

ମ୍ୟାନେଜର୍ (ଆଡମିନିଷ୍ଟ୍ରେସନ୍ ଏବଂ ଲିଗାଲ୍)- ୧୪ ଟି ପୋଷ୍ଟ

ଆସିଷ୍ଟାଣ୍ଟ ମ୍ୟାନେଜର (ଲିଗାଲ୍) – ୪ଟି

*ଯୋଗ୍ୟତା:ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତିରେ ଥିବା ଯୋଗ୍ୟତା ଥିବା ଆବଶ୍ୟକ।ଏହି ନିଯୁକ୍ତି କେବଳ ଯୋଗ୍ୟତା ଭିତ୍ତିରେ ହେବ। କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ

*ବୟସ ସୀମା:ଏହି ପଦବୀ ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କର ବୟସ ୫୬ ବର୍ଷ ଭିତରେ ହୋଇଥିବା ଉଚିତ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ https://nhai.gov.in/#/ ରେ କ୍ଲିକ୍ କରି ଆବେଦନ କରିପାରିବେ। ଯେଉଁମାନେ ଏହି ନିଯୁକ୍ତିର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NHAI Recruitment 2023 Notification PDF ଉପରେ କ୍ଲିକ୍ କରି ଦେଖିପାରିବେ।

Leave A Reply

Your email address will not be published.