ପର ଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହିରାବେନ୍।

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

ଆପଣ ମାନେ ସମସ୍ତେ ଜାଣିଛନ୍ତି କି ନରେନ୍ଦ୍ର ମୋଦି ଆମ ଦେଶ ର ପ୍ରଧାନ ମନ୍ତ୍ରୀ ଅଟନ୍ତି ତେବେ ତାଙ୍କ ଖ୍ୟାତି କେବଳ ଆମ ଦେଶ ରେ ନୁହଁ ସେ ସମସ୍ତ ଦେଶ ରେ ନିଜର ଖ୍ୟାତି ଅର୍ଜନ କରି ସାରିଲେଣି । ତାଙ୍କର ଭଲ କାମ ପାଇଁ ସମସ୍ତେ ଆମ ଦେଶ ବାସି ତାଙ୍କୁ ବହୁତ ଭଲ ପାଆନ୍ତି ଆଉ ସମ୍ମାନ ମଧ୍ୟ ଦିଅନ୍ତି ।

ହଁ ଆଜ୍ଞା ସେହିପରି ଏକ ଅଘଟଣା ଘଟିଯାଇଛି ଆମୋ ଭାରତ ବର୍ଷରେ।ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମା। ଆମ ସମସ୍ତଙ୍କ ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଙ୍କର ଆଜି ପରଲୋକ ଘଟିଛି। ହଁ ଆଜ୍ଞା ହୀରାବେନ ମୋଦି ଙ୍କର ଦେହାନ୍ତ ଘଟିଛି।

ସେ ୧୦୦ ବର୍ଷ ବୟସରେ ଅହମଦାବାଦ ସ୍ଥିତ ୟୁଏନ ମେହେଟା ହସ୍ପିଟାଲ୍ ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।ଦେହ ଅସୁସ୍ଥତା କାରଣରୁ ୩ ଦିନ ପୂର୍ବରୁ ଅହମଦାବାଦ ସ୍ଥିତ ୟୁଏନ ମେହେଟା ହସ୍ପିଟାଲ୍ ରେ ଭର୍ତି କରା ଯାଇଥିଲା।ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପର ଲୋକ ଘଟିଛି।

ହୀରାବେନ ମୋଦିଙ୍କର ଦେହାନ୍ତ ବିଷୟରେ ୟୁଏନ ମେହେଟା ଇନଷ୍ଟିଟ୍ୟୁଟ୍ ଅଫ କ୍ୟାଡିଓ ଲଜି ତରଫ ରୁ ସ୍ପଷ୍ଟ କରାଯାଇଛି। ଭୋର୍ ୩.୩୦ ସମୟରେ ପ୍ରଧାନ ମନ୍ତ୍ରୀ ଙ୍କ ମା ହୀରାବେନ ମୋଦି ଙ୍କର ଦେହାନ୍ତ ଘଟିଛି।

ମୋଦି କହିଛନ୍ତି ସେ ଥିଲେ ଜଣେ ନିଶ୍ୱlର୍ଥ ପର ମଣିଷ।ଚିକିତ୍ସା ଧିନ ସମରେ ଆରପାରିକୁ ଚାଲିଯାଇଛନ୍ତି ହୀରାବେନ୍। ତାଙ୍କ ବିୟୋଗରେ ମୋଦି କହିଛନ୍ତି ସେ ଥିଲେ ଜଣେ ନିଶ୍ୱlର୍ଥ ପର କର୍ମ ଯୋଗୀ।ତାଙ୍କର ଜୀବନ ଥିଲା ମୂଲ୍ୟ ବଧ ଭିତିକ।ଗତ ଜୁନରେ ମାଙ୍କ ଜନ୍ମଦିନ ପାଳନ କରିଥିଲେ ପ୍ରଧାନ ମନ୍ତ୍ରୀ।

ସେ ଗୁଜୁରାଟ ନିର୍ବାଚନ ସମୟରେ ଆସିଥିଲେ ଏବଂ ନିଜର ମତ ମଧ୍ୟ ପ୍ରଦାନ କରିଥିଲେ।ଜୁନ ରେ ତାଙ୍କର ୧୦୦ ତମ ଜନ୍ମଦିନ ପାଳନ କରିଥିଲେ ନରେନ୍ଦ୍ର ମୋଦି।କିନ୍ତୁ ଆଜି ଏକ ଦୁଃଖଦ ଖବର ଆସି ପହଞ୍ଚିଛି। ଆଉ ଏ ଦୁନିଆରେ ନାହାନ୍ତି ହୀରାବେନ ମୋଦି ସେ ଏବେ କାଳ କବଳିତ।ସମସ୍ତ ଙ୍କୁ ଛାଡି ସେ ଆରପାରିକୁ ଚାଲି ଯାଇଛନ୍ତି।ଏହା ପରେ ମୋଦି ମର୍ମlହତ ହେଇ ପଡିଛନ୍ତି।ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯିବ।

Leave A Reply

Your email address will not be published.