ଗାଡି ଭିତରେ ଚାଲିଥିଲା ଦୁ-ଷ୍କର୍ମ । ରାତି ୧ଟା ରୁ ଭୋର୍ ୪ଟା ପର୍ୟ୍ୟନ୍ତ ଯୁବତୀଙ୍କୁ ଝୁଣି ଝୁଣି ଖାଇଲେ ୩ ଯୁବକ ।

0

Get real time updates directly on you device, subscribe now.

ଦିଲ୍ଲୀରେ ଗଣ ଦୁ-ଷ୍କର୍ମ ଥମିବାର ଯେମିତି ନାମ ନେଉନାହିଁ । ପୁଣି ରାଜ୍ୟ ଉତ୍ତର ପ୍ରଦେଶରୁ ଆସିଲା ଲ-ଜ୍ଜାଜ-ନକ ଘଟଣା । ଜଣେ ଯୁବତୀଙ୍କ ସହ ଗ-ଣଦୁ-ଷ୍କର୍ମ ମାମ-ଲା ସାମ୍ନାକୁ ଆସିଛି । ନୋଏଡାରୁ ଫିରୋଜାବାଦ ଯିବା ସମୟରେ ଜଣେ ଯୁବତୀଙ୍କ ସହ ୩ ଜଣ ମିଶି ଗଣଦୁ-ଷ୍କର୍ମ ହୋଇଥିବା ଅଭି-ଯୋଗ ହୋଇଛି ।

ମାମ-ଲାରେ ପୋ-ଲିସ ତିନି ଜଣ ଅଭି-ଯୁକ୍ତଙ୍କୁ ଗି-ରଫ କରିଛି । ସୂଚନାନୁଯାୟୀ, ଔରିଆର ବିଧୁନା ନିବାସୀ ଜଣେ ୨୩ ବର୍ଷୀୟା ଯୁବତୀ ପ୍ରୟାଗରାଜରେ ରହି ପାଠ ପଢ଼ୁଛନ୍ତି । ଆଉ କୌଣସି କାରଣରୁ ସେ ନୋଏଡା ଯାଇଥିଲେ ।ତେବେ ଗତ ସନ୍ଧ୍ୟାରେ ନୋଏଡାରୁ ନିଜ ଘର ଅଭିମୁଖେ ବାହାରିଥିଲେ ଯୁବତୀ ଜଣକ ।

ଘର ବିଧୁନା ଯିବା ପାଇଁ ଗାଡ଼ି ନମିଳିବାରୁ ସେକ୍ଟର-୩୭ରୁ ରାତି ପ୍ରାୟ ୮ ଟା ୩୦ ସମୟରେ ଫିରୋଜାବାଦ ପର୍ଯ୍ୟନ୍ତ ଯିବା ପାଇଁ ଏକ ଇକୋ ଭ୍ୟାନରେ ବସିଥିଲେ । ଯୁବତୀ ଜଣଙ୍କ କହିବା ଅନୁସାରେ, ଯମୁନା ଏକ୍ସପ୍ରେସୱେରେ ଏତ୍ମାଦପୁର ଥା-ନା ଅଞ୍ଚଳ ସ୍ଥିତ କୁବେରପୁର କଟ ପାଖରେ ଅନ୍ୟ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ ।

ଏହାପରେ ସେ ଏଠାରୁ ଫିରୋଜାବାଦ ଅଭିମୁଖେ ଏକାକୀ ଯାଇଥିଲେ । କେବଳ ଡ୍ରାଇଭର ଥିଲା । ତାପରେ ଡ୍ରାଇଭର ଫୋନ୍ କରି ଦୁଇ ଜଣଙ୍କୁ ଡାକିଥିଲା । ତେଣୁ ରାସ୍ତାରେ ଅନ୍ୟ ଦୁଇ ଜଣ ଗାଡ଼ିରେ ଚଢ଼ିଥିଲେ । ସେମାନେ ଡ୍ରାଇଭରକୁ ଜାଣିଥିଲେ । କିଛି ବାଟ ଯିବା ପରେ ଡ୍ରାଇଭର ଗାଡ଼ିକୁ ରାସ୍ତା କଡ଼ରେ ଅନ୍ଧାରରେ ଛିଡ଼ା କରି ଦେଇଥିଲେ ।

ଚାଳକ ଓ ତାଙ୍କର ଦୁଇ ସାଥୀ ମିଶି ଜବ-ରଦସ୍ତି ଏକ୍ସପ୍ରେସ ୱେ ପାଖରେ ଥିବା ବୁଦାକୁ ଉଠାଇ ନେଇଯାଇଥିଲେ ଏବଂ ସକାଳ ପ୍ରାୟ ୪ ଟା ପର୍ଯ୍ୟନ୍ତ ଜଣେ ପରେ ଜଣେ ତାଙ୍କ ସହ ଦୁ-ଷ୍କର୍ମ କରି ଚାଲିଥିଲେ ।ଯୁବତୀ ଜଣଙ୍କ ଚି-ତ୍କାର କରିଥିଲେ, କାନ୍ଦିଥିଲେ ଏବଂ ଛାଡ଼ିଦେବାକୁ ବିନତି କରିଥିଲେ କିନ୍ତୁ ରାକ୍ଷ-ସମାନେ ତାଙ୍କୁ ଛାଡ଼ିନଥିଲେ ।

କୁହୁଡ଼ି ଏବଂ ଶୀତ କାରଣରୁ ରାତିରେ କେହି ମଧ୍ୟ ଯୁବତୀଙ୍କ ଚି-ତ୍କାର ଶୁଣି ପାରିନଥିଲେ । ଆଉ ଘଟଣା ଘଟାଇବା ପରେ ଅଭି-ଯୁକ୍ତମାନେ ଯୁବତୀଙ୍କୁ ଏକ ଅଟୋରେ ବସାଇ ଫିରୋଜାବାଦ ଅଭିମୁଖେ ଛାଡ଼ି ଦେଇଥିଲେ । ସମ୍ପୂର୍ଣ୍ଣ ଘ-ଟଣା ଜାଣିବା ପରେ ପୋ-ଲିସ ଗାଡ଼ିର ଚିହ୍ନଟ କରି ତାକୁ ଜବ-ତ କରିଥିଲା । ତାପରେ ଘ-ଟଣା ଘଟାଇଥିବା ତିନି ଅଭି-ଯୁକ୍ତଙ୍କୁ ପୋ-ଲିସ ଗି-ରଫ କରିନେଇ କୋର୍ଟ ଚା-ଲାଣ କରିଛି ।

Leave A Reply

Your email address will not be published.