ନୂଆବର୍ଷରେ ଜନ୍ମ ନେବ ନୂଆ ରୋଗ, ପଣ୍ଡିତ ଶଶିପାଳ ଦେଲେ ଏହି ସୂଚନା:-

0

Get real time updates directly on you device, subscribe now.

ବରିଷ୍ଠ ଜ୍ୟୋତିଷ ସଦନ ଓ ଅଙ୍କ ଗଣନାରେ ପରଙ୍ଗମତା ହାସଲ କରିଥିବା ଶଶିପାଳ 2023 କୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି। 2023 ର ସବୁ ଅଙ୍କକୁ ମିଶଇଲେ 7 ହେଉଛି ଓ ଏହି 7 ଅଙ୍କ କେତୁଙ୍କର ଅଟେ। ଏହି 7 ସଂଖ୍ୟା ମଧ୍ୟ ସବୁ ଧର୍ମରେ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ। 7 ସମ୍ପୂର୍ଣ୍ଣ ଭାବରେ କେତୁଙ୍କର ଅଟେ ଓ ସେ ନିଜ ଭିତରେ ସବୁ ରହସ୍ୟ ଲୁଚାଇ ରଖିଥାନ୍ତି ଓ ଏହା ବହୁତ ଅଧିକ ମନୁଷ୍ୟର ଜୀବନ ଉପରେ ପ୍ରଭାବ ପକାଇବ।

କେତୁ, ରାହୁର ଏକ ଅଙ୍ଗ ହୋଇଥିବାରୁ ଏହା ଦିଶାହୀନ ଅଟେ ଓ ସାଙ୍ଗେ ସାଙ୍ଗେ ନିର୍ଣ୍ଣୟ ନେଇଥାଏ। ଏହାର ଅର୍ଥ ହେଉଛି ରାହୁ ହେଉଛି ମୁଣ୍ଡ ଓ କେତୁ ହେଉଛି ଏହାର ଶରୀର। ଏହିବର୍ଷରେ କିଛିବି ଅଚାନକ ହେବ ଓ ଏହାର ନିର୍ଣ୍ଣୟ ମଧ୍ୟ ହଠାତ ମିଳିବ। ଏହାସହ ରାଜନୀତିକ ଅବସାଦ ମଧ୍ୟ ଅଚାନକ ମିଳିଥାଏ।

ପଣ୍ଡିତଙ୍କ କହିବାନୁସାରେ ଏହି ନୂଆବର୍ଷ 2023 ରେ ରୋଗବ୍ୟାଧି ଧରିବ ଓ ଏକ ନୂଆ ରୋଗର ଜନ୍ମହେବ। ଯାହାଦ୍ୱାରା ସମ୍ପୂର୍ଣ୍ଣ ଜନତାଙ୍କ ମଧ୍ୟରେ ହାହାକାର ବଢ଼ିବ ଓ ଏହା ହାହାକାର ବଢ଼ିବାର ପ୍ରଭାବକୁ ଅତ୍ୟଧିକ କରିବ।

ପଣ୍ଡିତ ଦୋଗ୍ରାଙ୍କ ମତରେ ରାହୁ ପୂର୍ବରୁ କେତୁ ପ୍ରବେଶ କରୁଥିବାରୁ ଏହା ଅଚାନକ କିଛିବି ଘଟଣା ଘଟାଇପାରେ ଓ ଏହା ସଂସାରରେ ସ୍ଥିତିକୁ ଆହୁରି ଗମ୍ଭୀର ବନାଇଦେବ। ଜଣାପଡିବନାହିଁ ଯେ, ଆଗକୁ କଣ ହେବାକୁ ଯାଉଛି? ଏହିବର୍ଷ ସାରା ଦେଶ ଓ ଦୁନିଆକୁ ପୁଣି ଚିନ୍ତାରେ ପକାଇଦେବ।

ଦେଶର ଜନତା ସୁରକ୍ଷିତ ରହିବେ ଓ ସାରା ବିଦେଶରେ ଏହାର ଚର୍ଚ୍ଚା ହେବ:-

ପଣ୍ଡିତ ଦୋଗ୍ରା ଏହାମଧ୍ୟ କହିଛନ୍ତି ଯେ, ଭାରତବର୍ଷ ହେଉଛି ସୂର୍ଯ୍ୟଙ୍କର ଅଙ୍କ। ସୂର୍ଯ୍ୟ ଯେମିତି 9 ଅଙ୍କ ସହିତ ଶାସନ କରିବାର କ୍ଷମତା ରଖିଥାନ୍ତି ସେହିପରି ଆମ ଦେଶ ଭାରତ ମଧ୍ୟ ଏହିସବୁ ସମସ୍ୟାକୁ ଏଡ଼ାଇ ନିଜକୁ ଶକ୍ତ କରି ଛିଡ଼ାହେବ। ଏହି ସମୟରେ ହିମାଚଳ ପ୍ରଦେଶରେ ମଧ୍ୟ 9 ଅଙ୍କ ବନୁଛି ଯାହାଦ୍ୱାରା ଏହା ଅତ୍ୟନ୍ତ ଶୁଭଦାୟକ ବୋଲି କୁହାଯାଉଛି। 9 ସଂଖ୍ୟା ଅସୁଥିବାରୁ ଏହି ପ୍ରଦେଶ ଦେବଙ୍କ ଆଶୀର୍ବାଦ ପାଇବ।

ତାଙ୍କର କହିବାହେଲା କେତୁ ର ଅଙ୍କ 7, ରାହୁର ଅଙ୍କ 4 ମଧ୍ୟରେ ଆସୁଥିବାରୁ ଏହା ରାଜନେତା ଓ ଯୁବାଙ୍କ ପାଇଁ ଖରାପ ସାବ୍ୟସ୍ତ ହେବ। କେତୁ ଅଧିକାଂଶ ଯୁବାଙ୍କ ନିଶାଦ୍ରବ୍ୟ ନେବାକୁ ବାଧ୍ୟ କରାଇବ ଓ ଏହି ସମୟରେ ସ୍ୱଳ୍ପ ମୃତ୍ୟୁ ମଧ୍ୟ ଦେଖାଦେବ। କେତୁ କାରଣରୁ ଅଧିକାଂଶ ରାଜନୀତିକ ସମସ୍ୟା ମଧ୍ୟ ଉପୁଜିବ। ସାରା ଦେଶର ସରକାର ଏହି ସମୟରେ ସମସ୍ୟାରେ ପଡ଼ିବେ। କେତୁର ଦିଗ ନଥିବାରୁ ନେତାମାନେ ବହୁତ କଠିନତାର ସାମ୍ନା କରିବେ ଓ କିଛି ନେତା ଜେଲ ଯିବେ। ଯାହାପାଇଁ ଆପଣ ଭଗବାନ ଶିବଙ୍କ ଆରାଧନା କରନ୍ତୁ।

Leave A Reply

Your email address will not be published.