ଏକାଠି ସାଙ୍ଗ ହେଉଥିଲେ ,ଏକାଠି ଆରପାରିକୁ ଚାଲିଗଲେ ତିନି ସାଙ୍ଗ

0

Get real time updates directly on you device, subscribe now.

ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବି-ଶ୍ୱାସନୀୟ ଘ-ଟଣା ମାନ ଘଟୁଛି। ଏମିତି କିଛି ଘ-ଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘ-ଟଣା ଘଟିଯାଇଛି ଓଡ଼ିଶାରେ।

ଏପରି ଏକ ଲୋମୋ ଟାଙ୍କୁରା ଘଟ-ଣା ଘ-ଟିଛି ଯାହା ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ।ଗାଁ ଦାଣ୍ଡରେ ଏକା ସାଙ୍ଗରେ ଖେଳୁଥିଲେ,କିନ୍ତୁ ଭାଗ୍ୟର ବିଡମ୍ବନା ଦେଖ ଏକା ସାଙ୍ଗରେ ଶ୍ମଶା-ନରେ ଜଳିଗଲା ୩ ସାଙ୍ଗଙ୍କ ଚିତା। ଗୋଟେ ମଶାଣିରେ ଜଳୁଛି ୩ ସାଙ୍ଗଙ୍କ ମୃ-ତ ଶରୀରର।

ସାଙ୍ଗମାନଙ୍କ ସହ ମିଶି କେତେ ଖେଳ ଖେଳୁ ଥିଲେ ଗାଁ ଦାଣ୍ଡରେ ,ମାତ୍ର ଏବେ ଯେମିତି ତାହା ଫିକା ପୋଡିଯାଇଛି।ସତେ ଯେମିତି ଲାଗୁଛି ସେମାନେ ଯୁଇ ରେ ଲୁ-ଚକାଳି ଖେଳ ଖେଳୁଛନ୍ତି।

ଲାଗୁଛି ଯେମିତି କିଆ କହୁଛି ଯଦି ଆମେ ପଖୋରିକୁ ଗାଧେଇବାକୁ ନ ଯାଇଥାନ୍ତେ ତାହେଲେ ଆମେ ବଞ୍ଚିଯାଇଥାନ୍ତେ।ଦେଖୁନୁ ଆମ ମା ମାନେ କେମିତି କା-ନ୍ଦୁଛନ୍ତି।ଦେଖ ସାଙ୍ଗ ଆମୋ ଯୁଇ କେମିତି ଜଳୁଛି।ହଁ ଆଜ୍ଞା ଏହି ଯୁଇ କୁ ଦେଖିଲେ ଏମିତି ଲାଗୁଛି ଯେମିତି ହାତ ଧରା ଧରି ହେଇ ଖେଳୁଛନ୍ତି ୩ ସାଙ୍ଗ।

ଗୋଟେ ଗାଁ ରୁ ଲିଭିଗଲା ୩ ଜୀବନ ଦୀପ।ଆଜି ପୁଅ ର ଜୁଇ କୁ ଦେଖି ଗଡିଯାଉଛି ମା ଓ ପରିବାର ଲୋକ। ଏ ଦୃ-ଶ୍ୟ ହୃଦୟ ବିଦାରକ,ଏ ଦୃଶ୍ୟ ଛାତି ଥରିଲା ଭଳି। ଏ ଦୃ-ଶ୍ୟ ଦେଖିଲେ ଆଖିରେ ଲୁହର ଲହଡ଼ି ଖେଳି ଯାଉଛି।

ଆଜି କା-ନ୍ଦୁଛି ସାତଭାୟା ଗାଁ।ସମସ୍ତଙ୍କ ଘରେ ଆଜି ଚୁଲି ଅଜଳl।ସମସ୍ତଙ୍କ ଘରେ ଖେଳି ଯାଇଛି ଲୁହର ଲହଡ଼ି।କାହାରି ମୁହଁରେ ହସ ନାହିଁ।ଆଜି ସମସ୍ତେ କାନ୍ଦୁଛନ୍ତି।ଗୋଟେ ଗାଁ ରେ ଚାଲିଯାଇଛି ୩ ପୁଅ ଙ୍କ ଜୀବନ।

ଏହାପରେ ଗାଁରେ ଖେଳିଯାଇଛି ଲୁହର ଲହରୀ। କାନ୍ଦ ବୋବାଳି ରେ ଫାଟି ପୋଡ଼ୁଛି ପୁରା ପରିବେଶ।ଯେଉଁ ବୟସରେ ପୁଅ ର ଖେଳିବା ବୁଲିବା ବୟସ ସେ ବୟସ ରେ ପୁଅ ର ଜଳୁଛି ଯୁଇ।

ସେଦିନ ପୋଖରିକୁ ଗାଧେଇବାକୁ ଯାଇ ଦୁ-ର୍ଭାଗ୍ୟ ବଶତଃ ପାଣିରେ ବୁଡି ଯାଇଥିଲେ ୩ ସାଙ୍ଗ।ତାଙ୍କ ସହ ଗାଧାଉଥିବା ପିଲା ମାନେ ଚି-ତ୍କାର କରିବାରୁ ଗାଁ ଲୋକ ତାଙ୍କୁ ଉ-ଦ୍ଧାର କରି ଡାକ୍ତର ଖନା ନେଇଯାଇଥିଲେ।କିନ୍ତୁ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କଲେ।ଆଉ ଏବେ ଗୋଟେ ମଶାଣିରେ ଜ-ଳୁଛି ୩ ସାଙ୍ଗଙ୍କ ଯୁଇ।

Leave A Reply

Your email address will not be published.