ପ୍ରାଇ-ଭେଟ ପା-ର୍ଟ ଭିତରେ ଫସି ରହିଗଲା ବ-ମ, ଏହାପରେ ବ୍ୟକ୍ତି ଜଣକ ପହଞ୍ଚିଲା ହସ୍ପିଟାଲରେ:-

0

Get real time updates directly on you device, subscribe now.

କେତେଥର ଜୀବନରେ ଏମିତି ଜିନିଷ ହୋଇଯାଏ ଯାହାକୁ ବି କେହି କଳ୍ପନା କରିନଥାନ୍ତି। ଏବେଏବେ ଜଣେ ପୂର୍ବ ସୈନିକ ସହିତ ଘଟିଥିବା ଘ-ଟଣା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସୈନିକ ଜଣକ ଚିକିତ୍ସା ପାଇଁ ହସ୍ପିଟାଲ ଗଲେ ଓ ସେଠାରେ ସାରା ହସ୍ପିଟାଲ ଖାଲି କରିବାକୁ ପଡ଼ିଥିଲା।

ଶରୀରରେ ବ-ମ କେମିତି ଫସିଲା:-

ନିଜ ଘରେ ସଫେଇ କାମ କରୁଥିବା ସମୟରେ ଏକ ବମ ତାଙ୍କ ପ୍ରାଇ-ଭେଟ ପା-ର୍ଟରେ ଫସିଗଲା। ଯନ୍ତ୍ରଣାରେ ଚିନ୍ତିତ ହୋଇ ପୂର୍ବ ସୈନିକ ହସ୍ପିଟାଲ ପହଞ୍ଚିଲା ତ ଡ଼କ୍ଟର ମଧ୍ୟ ହଇରାଣ ହୋଇଗଲେ। ଏହାପରେ ସେଠାକୁ ବ-ମ ନିରୋ-ଧକ ଦସ୍ତା ଅଣାଗଲା।

ଏହି ବ-ମକୁ ଦେଖି ଡ଼କ୍ଟର ମାନେ ଭୟଭୀତ ହୋଇଗଲେ କାରଣ ଏହି ବମ ଦ୍ଵିତୀୟ ବିଶ୍ବଯୁ-ଦ୍ଧ ସମୟର ଥିଲା ଓ ଏହା 8 ଇଞ୍ଚ ବ-ମ ଥିଲା। ଯାହାଦ୍ୱାରା ଡ଼କ୍ଟର ମାନେ ହସ୍ପିଟାଲକୁ ବ-ମ ସ୍କ୍ୱାର୍ଡ ଡକାଇଥିଲେ ଓ ଏମରଜେନ୍ସି ଜାରି କରି ହସ୍ପିଟାଲ ଖାଲି କରିଥିଲେ।

ଏହାପରେ ଡ଼କ୍ଟର ବହୁତ ପ୍ରଚେଷ୍ଟାର ସହିତ ବମକୁ ବାହାରକଲେ ଓ ଏହାପରେ ଟିମ ସେହି ବ-ମକୁ ନେଇ ଅନ୍ୟ ଜାଗାରେ ଡି-ଫ୍ୟୁଜ କରିଦେଲେ।

ଡେଲି ମେଲ ଖବର ଅନୁସାରେ, ବ୍ୟକ୍ତି ଜଣକ ଡ଼କ୍ଟରଙ୍କୁ କହିଲେ ଯେ, ସଫା ସୁତୁରା ସମୟରେ ବ-ମକୁ ସେ ପାଖରେ ରଖି ସଫେଇ କରୁଥିଲେ। ତାଙ୍କ ଗୋଡ ଖସିଯିବାରୁ ବ-ମ ତାଙ୍କ ପ୍ରାଇ-ଭେଟ ପାର୍ଟରେ ଅଟକିଗଲା। ଏବେ ହସ୍ପିଟାଲରେ ବ-ମ କୁ କଢ଼ାଗଲା ଓ ତାଙ୍କର ଅବସ୍ଥା ମଧ୍ୟ ଭଲ ଅଛି ବୋଲି କୁହାଯାଉଛି।

Leave A Reply

Your email address will not be published.