ମୁଁହ ଖୋଲୁନି ଜଗା, ଇଡି ଆଗରୁ ବାହାରିଲା ବେଳେ ମୁହଁରେ ପଡ଼ିଛି ତାଲା।

0

Get real time updates directly on you device, subscribe now.

ବହୁ ଚର୍ଚ୍ଚିତ ଘଟଣା ଯାହା ସମସ୍ତଙ୍କୁ ଜଣା ତାହା ହେଉଛି ବ୍ଲାକମେଲ କରି ମନି ଲୋନଡ୍ରିଂ କରିବା।ଏହି ଘଟଣାରେ ପୁର୍ବରୁ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ଜଡ଼ିତ ଥିଲେ। କିନ୍ତୁ ଏଥିରେ ଆଉ ଜଣେ ସାମିଲ ହୋଇଛି ଏବଂ ତାର ନାମ ଜଗା ଓରଫ ଜଗବନ୍ଧୁ ବୋଲି ଜାଣିବାକୁ ମିଳିଛି ଏବଂ ଇଡି ତାଙ୍କୁ ରିମାଣ୍ଡ ରେ ନେଇ ଏବେ ପଚରା ଉଚରା ଆରମ୍ଭ କରିଛି ।କିଛି ଦିନ ପୂର୍ବରୁ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀଙ୍କ ଉପରେ ଆରୋପ ଆସିଥିଲା।

ଦୁହେଁ ମିଶି ଅନେକ ଜଣାଶୁଣା ବ୍ୟକ୍ତିଙ୍କୁ ଟାର୍ଗେଟରେ ରଖି ସେମାନଙ୍କ ସହ ଶାରୀରିକ ସଂପର୍କ ରଖି ସେମାନଙ୍କୁ ବ୍ଲାକ ମେଲ୍ କରୁଥିଲେ।ଏଥିରେ ସାମିଲ ଥିବା ଅନେକ ଲୋକଙ୍କ ନାମ ସାମ୍ନାକୁ ଆସିବା ପରେ ଏବେ ଆଉ ଜଣକ ନାମ ସାମ୍ନା କୁ ଆସିଛି ଯିଏ ଏମାନଙ୍କୁ ସାହାଯ୍ୟ କରୁଥିଲା। ଜଗବନ୍ଧୁ ର ୯ ଦିନର ରିମାଣ୍ଡ ଅବଧି ସରିବା ପରେ ଇଡି ତାଙ୍କୁ ସତର୍କ ବଳୟ ମଧ୍ୟରେ କୋର୍ଟକୁ ନେଇଯାଇଛନ୍ତି ।

ଶୁଣିବାକୁ ମିଳୁଛି କି ଇଡି ଜଗବନ୍ଧୁ ର ରିମାଣ୍ଡ ଅବଧି ଆଉ କିଛି ଦିନ ବଢ଼ାଇବାକୁ କୋର୍ଟରେ ଆବେଦନ କରିପାରନ୍ତି। କାରଣ ଏହି ବିଷୟରେ ଜଗା କିଛି।

ମୁହଁ ଖୋଲୁନଥିବା ଶୁଣିବାକୁ ମିଳିଛି।ଜଗବନ୍ଧୁ ଏହି ଘଟଣାରେ ଜଡ଼ିତ ଥିବା ଶୁଣି ଇଡି ଯାଇ ତା ପାଖରେ ପହଞ୍ଚିଥିଲା ଏବଂ ତାକୁ ପଚରା ଉଚରା କରିବା ପାଇଁ ୯ ଦିନ ପାଇଁ ରିମାଣ୍ଡ ରେ ଆଣିଥିଲା। ଏହି ୯ ଦିନ ମଧ୍ୟରେ ଜାଗା ତାହାର ମୁହଁ ଖୋଲିନଥିଲା ସେଥିପାଇଁ ଇଡି ଜାଗର ରିମାଣ୍ଡ ଆଉ କିଛି ଦିନ ଘୁଚାଇବାକୁ କୋର୍ଟରେ ଆବେଦନ କରିଥିଲା ।

ଯାହାଫଳରେ ସେ ଏହି କିଛି ଦିନରେ ସେ ଜଗା ପାଖରୁ କିଛି ତଥ୍ୟ ହାସଲ କରିପାରିବେ ଯାହା ଇଡିକୁ ଏହି ଘଟଣା କୁ ବୁଝିବାରେ ସହାୟକ ହୋଇ ପାରିବ ।ଏହି ଘଟଣାରେ ପୂର୍ବରୁ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ଵାମୀ ର ନାମ ଜଡ଼ିତ ଥିଲା।ଶୁଣିବାକୁ ମିଳୁଥିଲା ଯେ ଏହି ଘଟଣା ପଛରେ ମାଷ୍ଟର ମାଇଣ୍ଡ ଅର୍ଚ୍ଚନା ନାଗ ଙ୍କ ସ୍ବାମୀଙ୍କର ଥିଲା କିନ୍ତୁ ସେମାନଙ୍କୁ ଜଗବନ୍ଧୁ ଏଥିରେ ସାହାଯ୍ୟ କରୁଥିଲା।

Leave A Reply

Your email address will not be published.