ସ୍ତ୍ରୀ ନୁହେଁ ସେ ଡାହାଣୀ । ଅବୈଧ ସମ୍ପ-ର୍କରେ ବାଧା ହେବାରୁ ସ୍ୱାମୀକୁ ଭୁଲ୍‌ ଔଷଧ ଦେଇ ମା-ରିଦେଲେ ।

0

Get real time updates directly on you device, subscribe now.

ବିବାହ ଏବେ ଆଉ ଶାଶ୍ୱତ ବା ଚିରନ୍ତନ ହୋଇ ରହିନାହିଁ । ପ୍ରେମ ପାଲଟି ଯାଇଛି ପାପ । ବିବାହ ଅପେକ୍ଷା ବିବାହ ବ୍ୟତିରକ ସମ୍ପ-ର୍କ ବା ଏକ୍ସଟ୍ରା ମାରିଟାଲ ରିଲେସନ ଅଧିକ ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କାନପୁରରେ ।

ଜଣେ ମହିଳା ତାର ପ୍ରେମିକକୁ ପାଇବା ପାଇଁ ସ୍ୱାମୀକୁ ମା-ରିଦେଇଥିବା ଅଭି-ଯୋଗ ହୋଇଛି । ତାହା ପୁଣି ଔଷଧ ନାଁରେ ସ୍ଲୋ ପଏଜନ ଦେଇ । ଏହି ମାମ-ଲାରେ ପୁ-ଲିସ ଉକ୍ତ ମହିଳା ଓ ତାର ପ୍ରେମିକକୁ ଗି-ରଫ କରିଥିବା ଜଣାଯାଇଛି ।

ପ୍ରଥମେ ସ୍ୱାମୀ ଉପରେ କରାଇଲା ଆକ୍ର-ମଣ, ବଞ୍ଚିଯିବାରୁ ପ୍ରତିଦିନ ଦେଉଥିଲା ବି-ଷ । ପର ହୋଇଗଲା ମଥାର ସିନ୍ଦୂର । ଅବୈଧ ସମ୍ପ-ର୍କରେ ଅନ୍ଧ ହୋଇ ସ୍ତ୍ରୀ ସାଜିଲା ହ-ତ୍ୟାକା-ରୀ । ନିଜ ହାତରେ ହିଁ ସ୍ୱାମୀକୁ ମା-ରିଦେଲେ ମହିଳା ।

ପ୍ରେମ ସମ୍ପ-ର୍କରେ ବାଧା ସୃଷ୍ଟି କରିଥିବା ସ୍ୱାମୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଜଣେ ମହିଳା ନିଜ ପ୍ରେମିକ ସହିତ ଏପରି ଷ-ଡଯ-ନ୍ତ୍ର କରିଥିଲେ । ଏଭଳି ଘ-ଟଣା ଯିଏ ମଧ୍ୟ ଶୁଣୁଛି ସେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି । ଅଭି-ଯୁକ୍ତ ମହିଳା ଜଣକ ପ୍ରଥମେ ସ୍ୱାମୀଙ୍କୁ ମା-ରିବା ପାଇଁ ପୂର୍ଣ୍ଣ ପ୍ରୟାସ କରିଥିଲେ ।

ହେଲେ ବେଳ ଭଲ ଥିବାରୁ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହେବାପରେ ସେ ବଞ୍ଚିଯାଇ ଥିଲେ । ତାପରେ ଘରକୁ ଫେରିବା ପରେ ସ୍ତ୍ରୀ ସ୍ୱାମୀର ସେବା କରିବା ବାହାନାରେ ଔଷଧ ନାଁରା ବି-ଷ ଦେବା ଆରମ୍ଭ କରିଥିଲା ସ୍ତ୍ରୀ । ଫଳରେ ଯୁବକଙ୍କ ଲିଭର୍ ଏବଂ କିଡନୀ ଫେଲ୍‌ ହୋଇଯିବାରୁ ସେ ଜୀବନ ହରାଇଛନ୍ତି ।

କାନପୁରର କଲ୍ୟାଣପୁର ଥା-ନା ଅନ୍ତର୍ଗତ ଏକ ଗାଁରେ ରହୁଥିଲେ ରିଷବ ତ୍ରିପାଠୀ ଓ ପତ୍ନୀ ସପନା । ବିବାହିତ ହୋଇଥିଲେ ସୁଦ୍ଧା ଆଉ ଜଣେ ଯୁବକ ରାଜ କୁମାର ଗୁପ୍ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ ସପନା । ଆଉ ସ୍ଵାମୀ ରିଷବ ଏକଥା ଜାଣିବା ପରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝ-ଗଡ଼ା ହେବା ସହ ରାଜ କୁମାରଙ୍କ ଠାରୁ ଦୂରେଇ ରହିବା ପାଇଁ ସ୍ତ୍ରୀକୁ ପରାମର୍ଶ ଦେଇଥିଲେ ।

ହେଲେ ନିଜ ଭୁଲ୍‌ ବୁଝିବା ପରିବର୍ତ୍ତେ ସ୍ୱାମୀକୁ ହିଁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ସପନା । ପ୍ରଥମେ ଆକ୍ର-ମଣ କରିଥିଲେ ସେଥିରୁ ବର୍ତିଯିବାରୁ ପ୍ରେମିକ ସହ ମିଶି ଯୋଜନା ମୁତାବକ ରିଷବଙ୍କୁ ଭୁଲ୍‌ ମେଡିସିନ୍‌ ଦେବା ଆରମ୍ଭ କରିଥିଲେ ।

ଫଳରେ ତାଙ୍କର ଲିଭର୍‌ ଓ କିଡନୀ ଖରାପ ହୋଇ ଡିସେମ୍ବର ୩ରେ ହସ୍ପିଟାଲରେ ସେ ପ୍ରା-ଣ ହରାଇଥିଲେ । ସପ୍‌ନାଙ୍କୁ ପଚ-ରାଉ-ଚରା କରିବା ପରେ ସେ ସତ ମାନି ଯାଇଥିଲେ । ପରେ ସପନା ଓ ପ୍ରେମିକ ରାଜ କୁମାରଙ୍କୁ ବାନ୍ଧି ନେଇଛି ପୋ-ଲିସ୍‌ ।

Leave A Reply

Your email address will not be published.