ସମ୍ପତି ଲୋଭରେ ଜେଜେଙ୍କୁ ନି-ର୍ମମ ହ-ତ୍ୟା କଲା ନାତି । ଅଭି-ଯୁକ୍ତ ନାତିଠାରୁ ସୁନା ଅଳଙ୍କାର ଓ ମାର-ଣାସ୍ତ୍ର ଜ-ବତ କଲା ପୁଲିସ ।

0

Get real time updates directly on you device, subscribe now.

ତେଣେ ବନ୍ଧୁଗଣ ଆଜିକାଲି ସମୟରେ ସଂପର୍କ ମୂଲ୍ୟ କଛି ନାହିଁ । ଲୋଭ ଆଗରେ ମଣିଷ ଅନ୍ଧ । ତେବେ ସମ୍ପତି ଲୋଭରେ ଗୋଟେ ନାତି ମଧ୍ୟ ତା ଅଜାକୁ ଛାଡ଼ିଲାନି । ହଁ ଆଜ୍ଞା ବନ୍ଧୁଗଣ ଶୀର୍ଷକ ପଢ଼ି କଥାଟି ସହଜରେ ହଜମ ହେଉ ନଥିଲେ ମଧ୍ୟ ସତ୍ୟ । ନେମାଳ ଥା-ନା ଲେଣ୍ଡୁରା ଭଗବାନପୁର ଗାଁର ଜେଜେଙ୍କୁ ହ-ତ୍ୟା କରି ଜେଜେମାଆଙ୍କୁ ଗୁରୁତର କରିବା ଘଟ-ଣାର ପ-ର୍ଦ୍ଦାଫା-ସ କରିଛି ପୁଲିସ ।

ଏହି ଘଟ-ଣାରେ କେବଳ ଟଙ୍କା ଓ ସୁନା ପାଇଁ ନାତି ଓମ୍ ପ୍ରକାଶ ମୁଦୁଲି ତାର ଜେଜେ ହୃଷିକେଶ ମୁଦୁଲିଙ୍କୁ ହ-ତ୍ୟା କରିଛି । ଏହି ମାମ-ଲାରେ ହୃଷିକେଶଙ୍କ ସମ୍ପ-ର୍କୀୟ ନାତି ୧୯ ବର୍ଷୀୟ ଓମ୍ ପ୍ରକାଶ ମୁଦୁଲିଙ୍କୁ ପୁଲିସ ଗି-ରଫ କରିଛି ।

ଜେଜେ ଓ ଜେଜେମା କନକଲତା ମୁଦୁଲି ଶୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଚୋ-ରି ଉଦ୍ଦେଶ୍ୟରେ ଗଡରେଜ ଖୋଲିଥିଲା । ସେତିକିବେଳେ ଜେଜେ ତାହା ଦେଖି ଦେଇଥିଲେ ।

ଏହି ସମୟରେ ଓମ୍ ପ୍ରକାଶ ଉତକ୍ଷିପ୍ତ ହୋଇ ଜେଜେଙ୍କୁ ସେ ରଖିଥିବା କଟୁରିରେ ମର-ଣାତ୍ମକ ଆକ୍ର-ମଣ କରିଥିଲା । ପରେ ପରେ ଜେଜେ ମାଆ ବିରୋ-ଧ କରିବାରୁ ତାଙ୍କୁ ମଧ୍ୟ ଆକ୍ର-ମଣ କରିଥିଲା ।

ତେବେ ଜେଜେଙ୍କର ଘ-ଟଣାସ୍ଥଳରେ ମୃ-ତ୍ୟୁ ହୋଇଥିଲା । ଆଉ ଏହାକୁ ଦୁର୍ଘ-ଟଣା ରୂପ ଦେବା ପାଇଁ ସେ ଘରେ କମ୍ବଳରେ ନିଆଁ ଲଗାଇ ଦେଇଥିଲା । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସାଲେପୁର ଏସଡିପିଓ ବିମଳ କୁମାର ବାରିକ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ।

ଏହି ଘଟ-ଣାରେ ମୁଖ୍ୟ ଅଭି-ଯୁକ୍ତ ଓମ୍ ପ୍ରକାଶଠାରୁ ୪ ହଜାର ୧୭୦ ଟଙ୍କା, ସୁନା ଚେନ , କାନଫୁଲ ହଳ, ରୁପା ଗହଣା, ସୁନା ଶଙ୍ଖା, ବାହୁଟି, ଫରୁଆ ସହ ମାର-ଣାସ୍ତ୍ର ଜ-ବତ କରିଛି ପୁ-ଲିସ । ତଥ୍ୟ ଅନୁଯାୟୀ ଲେଣ୍ଡୁରା ଭଗବାନପୁର ଗ୍ରାମର ୬୯ ବର୍ଷୀୟ ହୃଷୀକେଶ ମୁଦୁଲି ସ୍ଥାନୀୟ ଅନନ୍ତେଶ୍ବର ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର କିରାଣି ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ।

୫୮ ବର୍ଷୀୟା ପତ୍ନୀ କନକଲତା, ଗୋଟିଏ ପୁଅ ଓ ଝିଅକୁ ନେଇ ହୃଷୀକେଶଙ୍କ ପରିବାର । ପୂର୍ବରୁ ଝିଅର ବିବାହ ହୋଇଯାଇଥିଲା ବେଳେ ପୁଅ କଟକରେ ରହି ପଢୁଛନ୍ତି । ଘରେ ହୃଷୀକେଶ ଓ ପତ୍ନୀ କନକଲତା ରହୁଥିବା ବେଳେ ନାତି ଏଭଳି ବ-ର୍ବର କା-ଣ୍ଡ ଘଟାଇଛି ।

Leave A Reply

Your email address will not be published.