ତା ମୋବାଇଲରେ ଅଛି ଆମ ହୋଟେଲ ଭିତରର ଖରାପ୍ ଭିଡିଓ, ଖୁବଶୀଘ୍ର ତାକୁ ଡିଲିଟ କର

0

Get real time updates directly on you device, subscribe now.

” ସେ ମୋ ଭିଡିଓ ଭାଇରାଲ୍ କରିଦେବ, ମତେ ବହୁତ୍ ଡର ଲାଗୁଛି । ମୁଁ ଏବେ କଣ କରିବି, ତାର ମୋର ଶାରୀ-ରିକ ସ-ମ୍ପର୍କ ରଖିବା ସମୟର ଅନେକ ଫଟୋ ଭିଡିଓ ସବୁ ତା ମୋବାଇଲରେ ଅଛି । ମୋବାଇଲରୁ ସବୁ ଫଟୋ ଏବଂ ଭିଡ଼ିଓ ଡିଲିଟ କର । ମୁଁ ମନା କରିଥିଲି, କିନ୍ତୁ ସଞ୍ଜୀବ କହିଥିଲା ଯେ ସେ ମତେ ବାହା ହେବ ।

ଆଉ ଏ ଅନ୍ତରଙ୍ଗ ମୁହୂର୍ତ୍ତର ସବୁ ଦୃଶ୍ୟ ମୋ ମୋବାଇଲରେ ରଖିବି । ତୁମେ ମୋ ପାଖରେ ନଥିଲେ ଏସବୁକୁ ଦେଖି ମୁଁ ତୁମକୁ ମନେ ପକାଇ ପାରିବି । କିନ୍ତୁ ଏବେ ସେ ସେସବୁ ଭାଇରାଲ କରିଦେବାକୁ ଧ-ମକ ଦେଇଛି । ସେଥିପାଇଁ ମତେ ଡର ଲାଗୁଛି । ସେ ଜେ-ଲରୁ ବାହାରିବା ପରେ ମୋ ଫଟୋ, ଭିଡିଓ ସବୁ ଭାଇରାଲ୍ କରିଦେବ ।”

ସଞ୍ଜୀବ କହିଥିଲା ଯେ ତା ସମ୍ପ-ର୍କୀୟ ଜଣେ ବଡ ରାଜନେତା ଅଟନ୍ତି । ତାର କେହି କିଛି କରିପାରିବେନି । ଏପରିକି ନିକଟସ୍ଥ ଥା-ନାରେ ଯୁବତୀ ଅଭି-ଯୋଗ କରିଥିଲେ ମଧ୍ୟ ପୋ-ଲିସ କିଛି ଆକ୍ସନ ନେଇନାହିଁ ।

ସଞ୍ଜୀବ ଧ-ମକ ଦେଇଛି ଏବଂ ସଞ୍ଜୀବ ସବୁବେଳେ କହୁଥିଲା ଯେ ବାହା ହେବା କଥା କହିଲେ ମୁଁ ଫଟୋ ଏବଂ ଭିଡ଼ିଓ ଭାଇରାଲ୍ କରିଦେବି । ସେଥିପାଇଁ ଯୁବତୀଙ୍କୁ ଡ-ର ଲାଗୁଛି ଯେ ସଞ୍ଜୀବ ଜେ-ଲରୁ ବାହାରକୁ ବାହାରିଲେ କାଳେ ଫଟୋ ଭିଡିଓ ଭାଇରାଲ୍ କରିଦେବ ।

ଆଉ ଶେଷରେ ଯୁବତୀ ଜଣକ ମାଲକାନଗିରି ଏସପିଙ୍କ ପାଖରେ ଯାଇ ଅଭି-ଯୋଗ କରିଥିଲେ । ଆଉ ଏବେ ମାଲକାନଗିରି ଏସପି ସଞ୍ଜୀବକୁ ସାବାଡ କରିଛନ୍ତି ଏବଂ ସଞ୍ଜୀବକୁ ଗିରଫ କରିଛି । ଆଜ୍ଞା ହଁ, ତୃପ୍ତିଙ୍କ ସହ ଯେମିତି ଅନ୍ୟା-ୟ ହେଉଥିଲା ଏବଂ ସଞ୍ଜୀବ ଯେମିତି ପ୍ରେମ ନାମରେ ତାଙ୍କ ଜୀବନ ସହ ଯେମିତି ଖେଳୁଥିଲେ, ଶେଷରେ ଏସପିଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ତାଙ୍କୁ ଗି-ରଫ କରାଯାଇଛି ।

ତୃପ୍ତିଙ୍କ ସହ ଶାରୀ-ରିକ ସମ୍ପ-ର୍କର ସୁଖ ପାଇଁ ସଞ୍ଜୀବ ପ୍ରେମର ନାଟକ କରୁଥିଲା । ସଞ୍ଜୀବ ଶାରୀ-ରିକ ସୁଖ ତ ପାଉଥିଲା ଏବଂ ତା ସହ ମୋବାଇଲରେ ଭିଡିଓ ରେ-କର୍ଡ ମଧ୍ୟ କରୁଥିଲା । ଭିଡିଓ ରେକର୍ଡ କରି କହୁଥିଲା ଯେ ତୃପ୍ତିଙ୍କ କଥା ମନେ ପଡ଼ିଲେ ସେ ଏହାକୁ ଦେଖିବେ । କିନ୍ତୁ ଏବେ ବାହା ହେବାକୁ କହିଲାରୁ ଭିଡିଓ ଭାଇରାଲ କରିଦେବ ବୋଲି ଧ-ମକ ଦେଲା । ତେବେ ଯୁବତୀଙ୍କ ଚେଷ୍ଟା ଯୋଗୁଁ ସେ ଆଜି ଜେ-ଲରେ ଅଛି ।

Leave A Reply

Your email address will not be published.