iPhone ପାଇଁ ମହିଳା ହେଲେ ଗର୍ଭ-ବତୀ, ଆଉ ପୋଲି-ସକୁ ଯାହା କହିଲେ ..ପୋଲି-ସର ମୁଣ୍ଡ ବୁଲେଇଦେଲା

0

Get real time updates directly on you device, subscribe now.

ଆଇଫୋନେ ପାଇଁ ଗର୍ଭ-ବତୀ ହେଲେ ମହିଳା। ଯିଏ ଯେତେ କହିଲା କାହା କଥାକୁ ମଧ୍ୟ ଶୁଣିଲେ ନାହିଁ। ଲୁଚି ଲୁଚି କଲେ ଏପରି କାମ ଯେଉଁଥିପାଇଁ ତାଙ୍କୁ ହେବାକୁ ପଡିଲା ଗର୍ଭ-ବତୀ। ଶେଷକୁ କିନ୍ତୁ ପୋ-ଲିସ ହାତରେ ଧରାପଡିଗଲା ସତ।କିନ୍ତୁ ସତ ଶୁଣି ପୋ-ଲିସ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଗଲା।

ଯାହାକୁ ଶୁଣି ଆପଣ ମଧ୍ୟ ଏବେ ବିଶ୍ୱାସ କରିପାରିବେ ନାହିଁ। ଏହା ତ ଆପଣ ନିଶ୍ଚୟ ଜାଣିଥିବେ ଯେ ଆଇ ଫୋନ ସମସ୍ତଙ୍କୁ ଭଲ ଲାଗେ। ଏହି ଖଣ୍ଡ ସେଓ ଲୋଗୋ ଵାଲା ଫୋନ କୁ ଧରିବା ପାଇଁ ସମସ୍ତଙ୍କ ଇଛା ଥାଏ। ଏହି ଫୋନ କୁ ହାତେଇବା ପାଇଁ ବେଳେ ବେଳେ ଏପରି କାମ କରନ୍ତି ଯାହାକୁ ବିଶ୍ୱାସ କରିବା କଷ୍ଟକର ହୋଇଯାଏ।

ତେବେ ଆଇ ଫୋନକୁ ନେଇ ଆଜିର ଘ-ଟଣା ମଧ୍ୟ କିଛି ଏହିପରି ଅଟେ। ଜଣେ ମହିଳା ଗର୍ଭ-ବତୀ ହେବାର ମିଛ ନାଟକ କରି ନିଜ ପେଟ ଭିତରେ ଲୁ-ଚାଇ ଥିଲେ 10 ରୁ ଅଧିକ ଆଇଫୋନ ଏବଂ କମ୍ପ୍ୟୁଟର ସାମଗ୍ରୀ। ଯାହାକୁ ଦେଖି ଲୋକମାନେ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ। ତେବେ ଘଟ-ଣାଟି ଘଟିଛି ଚୀନରେ।

ଘଟ-ଣା ଅନୁସାରେ ଏହି ମହିଳା ଜଣକ ଏହି ଜିନିଷ ଗୁଡିକ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ପାଇଁ ଏହି ଟ୍ରିକ ଆପଣାଇଥିଲେ। ଯେତେବେଳେ ମହିଳା ଜଣକ ବିମାନ ବନ୍ଦରରେ ପହଁଞ୍ଚିଲେ ପୋ-ଲିସ କୁ କହିଥିଲେ ଯେ ସେ 5 ମାସର ଗର୍ଭ-ବତୀ ଅଟନ୍ତି।

କିନ୍ତୁ ମହିଳାଙ୍କ ପେଟର ଆକାର 5 ମାସର ପେଟର ଆକାରଠାରୁ ବହୁତ ବଡ଼ ଥିଲା। ଏହାପରେ ସ-ନ୍ଦେହ କରି ଅଧିକାରୀ ମାନେ ଏହାକୁ ସ୍କାନିଙ୍ଗ ପାଇଁ ପଠାଇ ଦେଇଥିଲେ। ଏହାପରେ ମହିଳାଙ୍କ ପେଟଟି ଏକ ନକଲି ପେଟ ବୋଲି ପ୍ରମାଣିତ ହୋଇଥିଲା ଏବଂ ସେଥିରୁ ବାହାରିଥିଲା 10 ଟି ଆଇଫୋନ ଏବଂ 100 ରୁ ଅଧିକ କମ୍ପ୍ୟୁଟର ପ୍ରୋସେସର।

Leave A Reply

Your email address will not be published.