ସମ୍ପର୍କ ରଖିବାକୁ ସ୍ତ୍ରୀ ମନା କରିବାରୁ ସ୍ବାମୀ ଦେଲା ଭ-ୟଙ୍କର ମୃ-ତ୍ୟୁ

0

Get real time updates directly on you device, subscribe now.

ଶାରୀ-ରିକ ସ-ମ୍ପର୍କ ରଖିବାପାଇଁ ବ୍ୟାକୁଳ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ କେବଳ ଏହି କାରଣରୁ ମା-ରିଦେଲା, କାରଣ ତା ସ୍ତ୍ରୀ କିଛି ଘଣ୍ଟା ମଧ୍ୟରେ ଦୁଇଥର ଶୋଇବାକୁ ମନା କରିଦେଲା । ସ୍ବାମୀ ଦ୍ଵାରା ସ୍ତ୍ରୀକୁ ହ-ତ୍ୟା କରାଯିବାର ଏହି ମାମ-ଲା ଉତ୍ତରପ୍ରଦେଶର ଓମରାହର ଅଟେ

ଓମରାହର ଏହି ସ୍ୱାମୀର ମୁଖା ପୋଲି-ସର ଯାଞ୍ଚ ସମୟରେ ସାମ୍ନାକୁ ଆସିଛି । ପୋଲିସ ଯେତେବେଳେ ମାମ-ଲାକୁ ତନ୍ନ ତନ୍ନ କରି ଯାଞ୍ଚ୍ କଲା, ସେତେବେଳେ ପୁରା ଘ-ଟଣା ସାମ୍ନାକୁ ଆସିଲା ।

ଓମରାହର ସରାୟ କୋହନାରେ ଅନବର୍ ଡିସେମ୍ବର 5 ତାରିଖ ସକାଳ ପ୍ରାୟ 4 ଟାରେ ନିଜ ସ୍ତ୍ରୀ ରୁଖସାରଙ୍କ ସହ ସ-ମ୍ପର୍କ ରଖିଥିଲେ । କିଛି ସମୟ ପରେ ଯେତେବେଳେ ଅନବର ସ୍ତ୍ରୀକୁ ପୁଣିଥରେ ସମ୍ପ-ର୍କ ରଖିବାକୁ କହିଲା, ସେତେବେଳେ ସେ ମନା କରିଦେଲା । ସ୍ତ୍ରୀ ସିଧା ମନା କରିଦେବାରୁ ଅନବର୍ ରା-ଗରେ ନିଜ ସ୍ତ୍ରୀକୁ ରସିରେ ବେକ ଚି-ପି ମା-ରିଦେଲା ।

ତାପରେ ସ୍ତ୍ରୀର ମୃ-ତ ଦେହକୁ ପ୍ଲାଷ୍ଟିକ ବ୍ୟାଗରେ ଭରି କରି ନିଜ ବାଇକରେ ମୁରାଦାବାଦ ବ୍ଲକର ଗାଁ ରତୁପୁରାରେ ଜଙ୍ଗଲ ନିକଟରେ ଥିବା ରାସ୍ତାରେ ଫିଙ୍ଗି ଆସିଲା ଏବଂ ଫେରିଆସି ସ୍ବାମୀ ଓମରାହ ନଗର କୋତବାଲିରେ ସ୍ତ୍ରୀ ନି-ଖୋଜ ଅଛି କହି ରି-ପୋର୍ଟ ଲେଖିଲା ।

ପୋ-ଲିସର ପଚ-ରାଉ-ଚରାରେ ଅଭି-ଯୁକ୍ତ ସ୍ବାମୀ ନିଜ ଦୋଷ ସ୍ଵୀକାର କରିଛି । ସ୍ୱାମୀର ଏହି କାର୍ଯ୍ୟକଳାପ ଶୁଣି ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ରାସ୍ତା କଡ଼ରେ ମୃ-ତ ଶରୀରକୁ ଦେଖି ଗ୍ରାମବାସୀମାନେ ମୁରାଦାବାଦ ପୋଲି-ସକୁ ଏହାର ସୂଚନା ଦେଲେ ।

ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ମୃ-ତ ସ୍ତ୍ରୀର ମୃ-ତ ଶରୀରର ଚିହ୍ନଟ ପାଇଁ ଅନେକ ଥା-ନାକୁ ଫଟୋ ପଠାଇ ଦେଲେ । ପୋ-ଲିସ ଆଖପାଖ ଜିଲ୍ଲାରୁ ଏପରି ମାମ-ଲା ମଧ୍ୟ ସଂଗ୍ରହ କରିଥିଲା, ଯେଉଁମାନେ ନିକଟରେ ନି-ଖୋଜ ହୋଇଯାଇଥିଲେ । ଏହି କ୍ରମରେ ରୁଖସାରଙ୍କ ନି-ଖୋଜ ହେବା କଥା ମଧ୍ୟ ସାମ୍ନାକୁ ଆସିଲା । ଫଟୋ ମିଶାଇବା ପରେ ତାଙ୍କ ପରିଚୟ ଜଣା ପଡିଲା ।

ଏହାପରେ ଓମରାହ ପୋ-ଲିସ ଅଭି-ଯୁକ୍ତ ସ୍ୱାମୀକୁ ଯେତେବେଳେ ପଚ-ରାଉ-ଚରା କଲା, ସେତେବେଳେ ସେ ନିଜ ଦୋ-ଷ ସ୍ଵୀକାର କରି ପୋଲି-ସକୁ କହିଲା ଯେ ଏହି ଘଟ-ଣାରେ ସେ ନିଜ ଭାଇ ଦାନିସର ସାହାଯ୍ୟ ନେଇଥିଲା । ପୋ-ଲିସ ଉଭୟ ଅଭି-ଯୁକ୍ତଙ୍କୁ ଆ-ରେଷ୍ଟ କରି ଜେ-ଲ ପଠାଇଦେଲା ।

Leave A Reply

Your email address will not be published.