ପ୍ରେମିକ ପାଇଁ ସ୍ୱାମୀକୁ ଖାଦ୍ୟରେ ସ୍ଲୋ ପଏଜନ ଦେଇ ହ-ତ୍ୟା କଲା ସ୍ତ୍ରୀ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ପୁଣିଥରେ ଦେଖିବାକୁ ମିଳିଛି ଅଭା-ବନୀୟ ଘ-ଟଣା । ପର-କୀୟା ପ୍ରୀତିର କରୁଣ ପରିସ୍ଥିତି । ପର-କୀୟା ପ୍ରୀତି ଯୋଗୁଁ ସ୍ବାମୀକୁ ବି-ଷ ଦେଇ ହ-ତ୍ୟା । ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ପ୍ରମିକ ସହ ମିଶି ସ୍ବାମୀଙ୍କୁ ବିଷ ଦେଇ ହ-ତ୍ୟା କରିବା ଅଭି-ଯୋଗରେ ସ୍ତ୍ରୀ ଓ ତାର ପ୍ରମିକକୁ ଗି-ରଫ କରିଛି ପୋ-ଲିସ ।

ପତ୍ନୀ ଦ୍ବାରା ହ-ତ୍ୟାର ଶି-କାର ହୋଇଥିବା ବ୍ୟକ୍ତି ସାନ୍ତାକ୍ରୁଜ ଅଞ୍ଚଳର କମଳାକାନ୍ତ ଶାହା ଓ ସେ ଜଣେ ବ୍ୟବସାୟୀ ବୋଲି ଜଣାପଡିଛି । କମଳାକାନ୍ତଙ୍କୁ ହ-ତ୍ୟା କରିବା ଅଭି-ଯୋଗରେ ପତ୍ନୀ କବିତା ଓ ତାର ପ୍ରେମୀ ହିତେଶ ଜୈନକୁ ପୋ-ଲିସ ଗି-ରଫ କରି ଜେ-ରା କରୁଛି ।

ପୋ-ଲିସ ସୂତ୍ରରୁ ମିଳିଥିବା ବିଶେଷ ସୂଚନା ଅନୁସାରେ, 45 ବର୍ଷୀୟ କମାଳାକାନ୍ତଙ୍କର ୨୦୦୨ରେ କବିତା ସହ ବିବାହ ହୋଇଥିଲା । ସେମାନଙ୍କ ୨୦ ବର୍ଷୀୟା ଜଣେ ଝିଅ ଓ ୧୮ ବର୍ଷର ଜଣେ ପୁଅ ଅଛନ୍ତି ।

ହ-ତ୍ୟାକା-ଣ୍ଡର ଅନ୍ୟତମ ଅଭି-ଯୁକ୍ତ ହିତେଶ ଜୈନ କମଳାକାନ୍ତଙ୍କ ବନ୍ଧୁ ଓ ଉଭୟ ମିଶି ଏକ ଗହଣା ବ୍ୟବସାୟ ଚଳାଉଥିଲେ । ତେବେ ବ୍ୟବସାୟିକ ସମ୍ପ-ର୍କ ମଧ୍ୟରେ ପତ୍ନୀ କବିତା ଓ ବନ୍ଧୁ ହିତେଶ ପରସ୍ପରର ନିକଟତର ହେବା ସହ ଉଭୟଙ୍କ ମଧ୍ୟରେ ପର-କୀୟା ପ୍ରୀତି ଆରମ୍ଭ ହୋଇଥିଲା ।

ତେବେ ଏହି ଘଟ-ଣା ସମ୍ପ-ର୍କରେ ଜଣାପଡିବା ପରେ କମାଳାକାନ୍ତ ଓ କବିତାଙ୍କ ଦାମ୍ପତ୍ୟ ଜୀବନରେ ତିକ୍ତତା ବଢିଥିଲା । ତେବେ ସ୍ଵାମୀକୁ ରାସ୍ତାରୁ ହଟାଇବା ପାଇଁ ସିଧାସଳଖ ହ-ତ୍ୟା ନକରି ପତ୍ନୀ କବିତା କରିଥିଲା ଭିନ୍ନ ଯୋଜନା । ସନ୍ଦେହରୁ ବର୍ତ୍ତିବା ପାଇଁ କମାଳାକାନ୍ତଙ୍କ ଖାଦ୍ୟରେ ନିୟମିତ ମୃଦୁ ବି-ଷ ମିଶାଇବା ଆରମ୍ଭ କରିଥିଲା କବିତା ।

ପ୍ରାୟ ଦେଢ ମାସ ଧରି ନିୟମିତ ବିଷା-କ୍ତ ଖାଦ୍ୟ ଖାଇ କମଳାକାନ୍ତ ଅସୁସ୍ଥ ହୋଇପଡିଥିଲେ । ଏକାଧିକ ଆଭ୍ୟନ୍ତରୀଣ ଅଙ୍ଗ ଅକମୀ ହୋଇଯିବା କାରଣୁ ସେ ଗୁରୁ-ତର ଅବସ୍ଥାରେ ବମ୍ବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାପରେ ସେପ୍ଟେମ୍ବର ୧୯ ତାରିଖରେ ପ୍ରାଣ ହରାଇଥିଲେ ।

ତେବେ ମୃ-ତ୍ୟୁ ପରେ ତାଙ୍କ ଶରୀରର ନମୂନାରୁ ବି-ଷାକ୍ତ ଆର୍ସେନିକ୍ ଏବଂ ଥାଲିୟମ୍ ଧାତୁର ସ୍ତର ଅଧିକ ମିଳିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।

ତେଣୁ ଏହା ଏକ ସ୍ବାଭାବିକ ଅସୁସ୍ଥତାଜନିତ ମୃ-ତ୍ୟୁ ନୁହେଁ ବୋଲି ଡ଼ାକ୍ତର ଜଣାଇବା ପରେ ଅଭି-ଯୋଗ ଆଧାରରେ ପୋ-ଲିସ ଏକ ମାମ-ଲା ରୁଜୁ କରି ତ-ଦନ୍ତ ଆରମ୍ଭ କରିଥିଲା । ଆଉ ପ୍ରଥମେ ପତ୍ନୀ କବିତା ପରେ ପ୍ରେମିକ ହିତେଶ ଜୈନଙ୍କୁ ପୋ-ଲିସ ଗି-ରଫ କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.