Small Business: ବର୍ଷକୁ 25,000 ଟଙ୍କା ଖର୍ଚ୍ଚ କରି ପ୍ରତିମାସରେ ରୋଜଗାର କରନ୍ତୁ 2 ଲକ୍ଷ ଟଙ୍କା, ଏହିପରି ଆରମ୍ଭ କରନ୍ତୁ ଏହି ସୁପରହିଟ ବିଜନେସ

0

Get real time updates directly on you device, subscribe now.

ମାଛଚାଷ ଏପରି ଗୋଟିଏ ବିଜନେସ, ଯେଉଁଥିରେ ଆପଣଙ୍କୁ କମ୍ ଖର୍ଚ୍ଚ ସହିତ ଭଲ ଲାଭ ମିଳିଥାଏ । ଅନ୍ୟପଟରେ ସରକାର ମଧ୍ୟ ମାଛଚାଷ ବ୍ୟବସାୟକୁ ପ୍ରୋତ୍ସାହିତ କରୁଛନ୍ତି । ମତ୍ସ୍ୟଚାଷୀଙ୍କୁ ପ୍ରୋତ୍ସାହିତ କରିବାପାଇଁ ଛତିଶଗଡ ସରକାର ଏହାକୁ କୃଷିର ଆଖ୍ୟା ମଧ୍ୟ ଦିଆଯାଇଛି ।

କେବଳ ଏତିକି ନୁହେଁ, ରାଜ୍ୟ ସରକାର ମାଛଚାଷ କରୁଥିବା କୃଷକଙ୍କୁ ବିନା ସୁଧରେ ଋଣର ସୁବିଧା ଦେଉଛନ୍ତି । ଏହାସହିତ ମତ୍ସ୍ୟଚାଷୀଙ୍କ ପାଇଁ ବିମା ଯୋଜନା ଏବଂ ସବ୍ସିଡି ମଧ୍ୟ ସରକାରଙ୍କ ତରଫରୁ ମିଳିଥାଏ । ଆସନ୍ତୁ ଜାଣିବା ଏହି ବିଜନେସ ପାଇଁ ଆପଣଙ୍କୁ କିପରି ପ୍ଲାନ କରିବାକୁ ପଡ଼ିବ ।

ଫିସରିଜ୍ ବିଜନେସ ପାଇଁ Biofloc Technique ଏକ ବ୍ୟାକ୍ଟେରିଆ ନାମ ଅଟେ । ଏହି ଟେକନିକ୍ ମାଧ୍ୟମରେ ମାଛଚାଷ ବିଜନେସ ବହୁତ୍ ସହଜ ହୋଇଯାଏ । ଏଥିରେ ବଡ ବଡ଼ ( ପ୍ରାୟ 10-15 ହଜାର ଲିଟର) ଟାଙ୍କିରେ ମାଛକୁ ପକାଯାଏ । ଏହି ଟାଙ୍କିରେ ପାଣି ଢାଳିବା, ବାହାର୍ କରିବା, ସେଥିରେ ଅକ୍ସିଯେନ୍ ଦେବା ଇତ୍ୟାଦିର ଭଲ ବ୍ୟବସ୍ଥା ରହିଥାଏ ।

ବାୟୋଫ୍ଲକ୍ ବ୍ୟାକ୍ଟେରିଆ ମାଛର ମଳକୁ ପ୍ରୋଟିନରେ ପରିବର୍ତ୍ତନ କରିଥାଏ, ଯାହାକୁ ମାଛମାନେ ପୁଣି ଖାଇଥାନ୍ତି, ଏହାଦ୍ବାରା ଗୋଟେ ପ୍ରକାରର ଖାଦ୍ୟ ବଞ୍ଚିଯାଏ ଏବଂ ପାଣି ମଧ୍ୟ ଖରାପ ହେବାରୁ ବଞ୍ଚିଥାଏ ।

ଯଦି ଆମେ ଖର୍ଚ୍ଚ ବିଷୟରେ କହିବା, ତେବେ ଆପଣ ନିଜର 7 ଟି ଟାଙ୍କିରୁ ବିଜନେସ ଆରମ୍ଭ କରିବାକୁ ଚାହାନ୍ତି ତେବେ ଏହାକୁ ସେଟଅପ୍ କରିବାକୁ ଆପଣଙ୍କର ପ୍ରାୟ 7.5 ଲକ୍ଷ ଟଙ୍କା ଖର୍ଚ୍ଚ ଆସିବ । ତେବେ ଆପଣ ପୋଖରୀରେ ମଧ୍ୟ ମାଛଚାଷ କରି ଅଧିକ ରୋଜଗାର କରିପାରିବେ ।

.ଆପଣଙ୍କୁ କହିରଖୁଛୁ ଯେ ଅନେକ ଅଲଗା ଅଲଗା ରାଜ୍ୟରେ ଫିସରିଜ୍ ପାଇଁ କୃଷକଙ୍କୁ ଟ୍ରେନିଂ ମଧ୍ୟ ଦିଆଯାଏ । କୃଷକ ଏହି ଟ୍ରେନିଂ ପରେ ଏହି ବିଜନେସରେ ମାତ୍ର 25 ହଜାର ଟଙ୍କା ଲଗାଇ ଲାଭ କମାଇଥାନ୍ତି । ଏଥିପାଇଁ ଆପଣଙ୍କ ପାଖରେ କିଛି ଟେକନିକ୍ ଏବଂ ଜାଗା ଦରକାର୍ । ଏହା ଅଧୀନରେ ମତ୍ସ୍ୟ ଚାଷୀଙ୍କ ପାଇଁ ବୀମା ଯୋଜନା ଏବଂ ସବ୍ସିଡି ମଧ୍ୟ ସରକାରଙ୍କ ତରଫରୁ ମିଳିଥାଏ ।

କିଛି କୃଷକ ନିଜର ମାଛ ପୋଖରୀରୁ ହେଉଥିବା ରୋଜଗାର ପାଇଁ ବହୁତ୍ ଖୁସି ଅଛନ୍ତି । ସରକାରଙ୍କ ସାହାଯ୍ୟରେ ଆରମ୍ଭ କରାଯାଇଥିବା ଏହି ବିଜନେସରେ 2 ଲକ୍ଷ ଟଙ୍କାରୁ ଅଧିକ ଆମଦାନୀ ହୋଇଥାଏ । ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ମଧ୍ୟ ଅନେକ ସୁବିଧା ଦେଇଥାନ୍ତି । ଆପଣ ଯେଉଁ ରାଜ୍ୟରେ ଏହାକୁ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେଠାରୁ ମତ୍ସ୍ୟ ସମ୍ବନ୍ଧିତ କାର୍ଯ୍ୟାଳୟରେ ପଚରାଉଚରା କରିପାରିବେ ।

Leave A Reply

Your email address will not be published.