ତଣ୍ଟିରେ ଅଟକି ଗଲା ଚକୋଲେଟ୍‌, ଚାଲିଗଲା ୮ ବର୍ଷ ଶିଶୁର ଜୀବନ।

0

Get real time updates directly on you device, subscribe now.

ଆପଣମାନେ ଏମିତି କିଛି ଘଟଣା ବିଷୟରେ ଶୁଣିଥିବେ କିମ୍ବା ଜାଣିଥିବେ ଯେଉଁଠି ପିଲାମାନଙ୍କ ଦ୍ଵାରା ଅନେକ ଭୁଲ ହୋଇଯାଇ ଏବଂ ସେହି ଭୁଲ ମଧ୍ୟରୁ ଏମିତି କିଛି ଭୁଲ ହୋଇଯାଇ ଯାହାଦ୍ଵାରା ତାର ଜୀବନ ମଧ୍ୟ ଚାଲିଯାଇଥାଏ।

ସାଧାରଣତଃ ଛୋଟ ପିଲାମାନଙ୍କ ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଚକୋଲେଟ ଖାଇବାକୁ ଭଲପାଇଥାନ୍ତି। କେବେବି କେହି ଲୋକ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥାନ୍ତି ସେତେବେଳେ ସେଥିରେ ସମ୍ପର୍କୀୟଙ୍କ ଘରେ ଥିବା ଛୋଟ ପିଲାଙ୍କ ପାଇଁ ଚକୋଲେଟ ନେଇଥାନ୍ତି।

ଏମିତି ଏକ ଘ-ଟଣା ଘଟିଛି ଯେଉଁଥିରେ ଏକ ଛୋଟ ପିଲା ତା ବାପା ଯେବେ ବାହାରୁ ଆସିଥିଲେ ସେତେବେଳେ ସେ ସେଥିରେ ନିଜ ପିଲା ପାଇଁ ବହୁତ ଚକୋଲେଟ ଖାଇବାକୁ ଆଣିଥିଲେ।

ସେହି ଚକୋଲେଟ ଖାଇବା ସମୟରେ ଚକୋଲେଟ ର କିଛି ଅଂଶ ତା ଗଳାରେ ଅଟକି ଯାଇଥିଲା ଯାହାଦ୍ଵାରା ତାଙ୍କ ଘର ଲୋକ ବ୍ୟସ୍ତ ହୋଇ ତାକୁ ଯେତେ ବେଳେ ହସ୍ପିଟାଲ ନେଇଯାଇଥିଲେ ସେତେବେଳେ ଡକ୍ଟର ତାକୁ ମୃ-ତ ବୋଲି ଜଣାଇଥିଲେ।ଏହି ଭଳି ଏକ ଅଭା-ବନୀୟ ଘ-ଟଣା ଘଟିଯାଇଛି ଯେଉଁଥିରେ ଘର ଲୋକେ ଦୁଃ-ଖରେ ମ୍ରି-ୟମା-ଣ ହୋଇପଡ଼ିଥିବା ଦେଖାଯାଇଛି।

ଏମିତି ଏକ ଘ-ଟଣା ଘଟିଯାଇଛି ତେଲେଙ୍ଗାନା ର ୱାରଙ୍ଗଲ ସହରରେ ଯେଉଁଠି ପିଲାଟିକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ତାର ନାମ ହେଉଛି ସନ୍ଦୀପ ସିଂ।

ଚଳିତ ବର୍ଷ ଜୁନ ମାସରେ ଏମିତି ଏକ ଘ-ଟଣା ଦେଖିବାକୁ ମିଳିଥିଲା ଉତ୍ତର ପ୍ରଦେଶର ଚିତ୍ରକୁଟ ନିକଟରେ, ଯେଉଁଠି ଏକ ଛୋଟ ଶିଶୁ ଏକ ୫ ଟଙ୍କିଆ କୋଏନ କୁ ଖାଇବା ସମୟରେ ଅଧା ବାଟରେ ଗଳାରେ ଅଟକି ଯାଇଥିଲା ଏହା ଜାଣି ତା ବାପା ଓ ମାଆ ତାକୁ ସେଥିରେ ଧରି ୩ ଦିନ ପର୍ଯ୍ୟନ୍ତ ଡକ୍ଟର ଙ୍କ ପାଖକୁ ଧାଇଁଥିଲେ।

ଯାହାଫଳରେ ଶେଷରେ ତା ବେଳରୁ ସେ ୫ ଟଙ୍କିଆ କୋଏନକୁ କଢ଼ିବାରେ ସକ୍ଷମ ହୋଇଥିଲେ ଯାହାଦ୍ଵାରା ସେହି ପିଲାର ଜୀବନ ବଞ୍ଚିଯାଇଥିଲା।ଏଣୁ ଆପଣମାନେ ଯେତେବେଳେ ପିଲାଙ୍କୁ ଚକୋଲେଟ ଖାଇବାକୁ ଦେଉଛନ୍ତି ସେତେବେଳେ ସେମାନଙ୍କ ପ୍ରତି ସତ-ର୍କ ରୁହନ୍ତୁ ଏବଂ ସେମାନଙ୍କୁ ଚୁଇଙ୍ଗମ୍ ପ୍ରଭୁତି ଚକୋଲେଟ ଖାଇବାକୁ ଦିଅନ୍ତୁନାହିଁ ଯାହା ସେମାନେ ଖାଇପାରିବେ ନାହିଁ।

Leave A Reply

Your email address will not be published.