ଯୌ-ତୁକ ନିର୍ଯ୍ୟା-ତନା ଦେଇ ୭ ମାସର ଗର୍ଭ-ବତୀ ମହିଳାଙ୍କୁ ହ-ତ୍ୟା କରିଦେଲେ ସ୍ଵାମୀ ତଥା ଶାଶୁଘର ଲୋକେ । ଅଭି-ଯୋଗ ଆଣିଲେ ଝିଅର ପରିବାର ଜାଣନ୍ତୁ ।

0

Get real time updates directly on you device, subscribe now.

ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ଜଣେ ସ୍ଵାମୀ ସାଜିଲା ଭଗାରୀ । ସ୍ତ୍ରୀ ସହ ପେଟରେ ଥିବା ପିଲାକୁ ମଧ୍ୟ ଜୀବନରୁ ଦେଲା ମା-ରି । ବାହାର ଦୁନିଆର ଆଲୁଅ ଦେଖିବା ପୁର୍ବରୁ ନିଜ ପିଲାଟାକୁ ଅନ୍ଧକାରକୁ ଠେଲି ଦେଲା ବାପା । ନିଜ ହାତରେ ମାରି ସ୍ତ୍ରୀ ଆ-ତ୍ମହ-ତ୍ୟା କରିଛି ବୋଲି ପ୍ରଚାର କଲା ।

ଆଜ୍ଞା ହଁ ଦର୍ଶକବନ୍ଧୁ ଏଭଳି ଏକ ଲ-ଜ୍ୟାଜ-ନକ ଘ-ଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଙ୍ଗା ଥା-ନାର ଜଣେ ୭ ମାସର ଗର୍ଭ-ବତୀ ମହିଳାଙ୍କର ଝୁ-ଲନ୍ତା ଅବସ୍ଥାରେ ମୃ-ତ ଦେହ ଉ-ଦ୍ଧାର ହୋଇଛି ।

ଏହାକୁ ନେଇ ସମଗ୍ର ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ଖେଳି ଯାଇଛି ।କେନ୍ଦ୍ରାପଡ଼ା ବାଲିଆ ଅଞ୍ଚଳର ଅଜୟ ନାଥଙ୍କ ଝିଅ ଅନୁପ୍ରୀୟା ନାଥ ୨୦୨୦ ମସିହା ଡିସେମ୍ବର ମାସରେ ବୈଦିକ ରୀତି ନୀତି ଅନୁସାରେ ରାଜକନିକା ଦେଓ ଗାଁର ବିକାଶଙ୍କୁ ବିବାହ କରିଥିଲେ ।

ବିବାହର ଅଳ୍ପ କେଇଟା ଦିନ ହଁସ ଖୁସିରେ ବିତିବା ପରେ ଶାଶୁଘର ଲୋକେ ଯୌ-ତୁକ ପାଇଁ ଅନୁପ୍ରୀୟାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟା-ତନା ମଧ୍ୟ ଦେଇ ଆସୁଥିଲେ । ଆଉ ଠିକ୍ ଏହାରି ମଧ୍ୟରେ ଅନୁପ୍ରିୟା ଗର୍ଭ-ବତୀ ହୋଇଥିଲେ । କିଛିଦିନ ହେବ ଶାଶୁଘର ଲୋକେ ଅନୁପ୍ରିୟାଙ୍କୁ ୧ ଲକ୍ଷ ଟଙ୍କା ସମେତ ଏକ ଗାଡ଼ି ମଧ୍ୟ ଦାବି କରି ଆସୁଥିଲେ ।

କିନ୍ତୁ ଅନୁପ୍ରୀୟାଙ୍କ ବାପା ଏତେ ସବୁ ଦେବାକୁ ସକ୍ଷମ ନଥିଲେ । ସେ ଟଲି ଟାଣି ତାଙ୍କ ପରିବାରର ପ୍ରତିପୋଷଣ କରୁଥିବା ବେଳେ ଏତେ ଗୁଡ଼ିଏ ଟଙ୍କା ଝିଅକୁ ଆଣି କଉଠୁ ଦେଇ ପାରିବେ ବୋଲି ସେ ଭାବି ପାରୁ ନଥିଲେ । ଯାହା ଯେତିକି ସଞ୍ଚିତ ଧନ ଥିଲା ସେସବୁ ଝିଅ ବାହାଘରରେ ଖର୍ଚ୍ଚ ହୋଇ ଯାଇଥିଲା ।

ଘରେ ଚୁଲି ଜଳିବାକୁ ଯେଉଁଠି ପଇସା ନାହିଁ ସେଠାରେ ଗୋଟେ ଝିଅକୁ ଏତେ ଟଙ୍କା କେମିତି ବାପା ଦେବ ।ଆଉ ବାପା ଯେତେବେଳେ ଯୌ-ତୁକ ଦେଇ ନ ପାରିଲେ ସେପଟେ ଶାଶୂ ଘର ଲୋକଙ୍କର ଅନୁପ୍ରିୟାଙ୍କ ଉପରେ ଅ-ତ୍ୟାଚା-ର ମଧ୍ୟ ଆହୁରି ବଢ଼ିଗଲା।

ଝିଅର କ-ଷ୍ଟ ସହି ନପାରି ବାପା ବାଧ୍ୟ ହୋଇ ଝିଅକୁ ସାଙ୍ଗରେ ବାପା ଘରକୁ ନେଇଆସିଥିଲେ । କିନ୍ତୁ ଜ୍ବାଇଁ ବୁଝାଇ ପୁଣି ଶାଶୁଘରକୁ ନେଇଯାଇଥିଲା । କିନ୍ତୁ ତାର ଦିନ କେଇଟା ପରେ ଶାଶୁଘରୁ ଫୋନ୍ ଆସିଲା ତୁମ ଝିଅ ଦୌଡ଼ି ଦେଇ ଆ-ତ୍ମହ-ତ୍ୟା କରିଦେଇଛି ବୋଲି

ଏହାକୁ ନେଇ ପରିବାର ଲୋକେ ଆ-ତ୍ମହ-ତ୍ୟା ନୁହେଁ ହ-ତ୍ୟା କରାଯାଇଛି ବୋଲି ଅଭି-ଯୋଗ କରିବାରୁ ସେଇ ଆଧାରରେ ରାଜକନିକା ପୋ-ଲିସ୍ ଆନୁପ୍ରୀୟାଙ୍କ ମୃ-ତ ଦେହ ଜ-ବତ କରି ଆନୁପ୍ରିୟାଙ୍କ ସ୍ବାମୀଙ୍କୁ ମଧ୍ୟ ଗି-ରଫ କରାଯାଇଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.