ପିଲାଙ୍କୁ ରାସ୍ତା ପାର କରାଇ ନିଜେ ଦୁର୍ଘ-ଟଣାରେ ଚାଲିଗଲେ ପ୍ରଧାନ ଶିକ୍ଷକ।

0

Get real time updates directly on you device, subscribe now.

ମୃ-ତ୍ୟୁ ଗୋଟିଏ ଏମିତି ଶବ୍ଦ ଯାହାକୁ ଶୁଣିଲେ ସମସ୍ତେ ମ୍ରିୟମାଣ ହୋଇପଡ଼ିଥାନ୍ତି।ମୃ-ତ୍ୟୁ କେବେ କାହାକୁ କହି ଆସିନଥାଏ।ଏବେ ଏମିତି ଏକ ଘ-ଟଣା ଘଟିଯାଇଛି ଯାହାକୁ ଶୁଣିଲେ ଆପଣ ଦୁଃଖ ଅନୁଭବ କରିବେ।ପିଲାଙ୍କୁ ରାସ୍ତା ପରି କରିଥିବା ବେଳେ ଗଲା ପ୍ରଧାନ ଶିକ୍ଷକଙ୍କ ଜୀବନ

ଯାଜପୁର ଜିଲ୍ଲାର କୁଆଖିଆ ନିକଟସ୍ଥ ବରୁଆଁ କୁ ସଂଯୋଗ କରୁଥିବା ୨୦ନମ୍ବର ଜାତୀୟ ରାଜପଥ ସାରଙ୍ଗପୂର୍ ନିକଟରେ ।ମୃ-ତକ ଜଣକ ସାରଙ୍ଗପୁର ME ସ୍କୁଲ ର ପ୍ରଧାନ ଶିକ୍ଷକ।ସେହି ଶିକ୍ଷକଙ୍କ ଘର ରସଲପୂର୍ ବ୍ଲକ ରେ ଦ୍ୱାନ୍ଧନା ପଞ୍ଚାୟତ ଏକତଡା ଗ୍ରାମରେ।ସେହି ଶିକ୍ଷକଙ୍କ ନାମ ପ୍ରଭାତ କୁମାର ମିଶ୍ର।

ଏହି ସ୍କୁଲ ଟି ରାସ୍ତା କଡ଼ରେ ହୋଇଥିବାରୁ ପିଲାମାନେ ରାସ୍ତା ପର ହୋଇ ସବୁଦିନ ଖାଇବା ପାଇଁ ରାସ୍ତା ଆରପାରିକୁ ଯାଇଥାନ୍ତି,ଏଥିପାଇଁ ସେମାନଙ୍କୁ ପ୍ରଧାନ ଶିକ୍ଷକ ସେମାନଙ୍କୁ ସବୁଦିନ ରାସ୍ତା ପରି କରିଥାନ୍ତି।ଆଜି ମଧ୍ୟ ସେ ଏହା କରିଥିଲେ କିନ୍ତୁ ପିଲାଙ୍କୁ ରାସ୍ତା ପାରି କରିବାକୁ ଯାଇ ସେଥିରେ ସଫଳ ହୋଇଥିଲେ କିନ୍ତୁ ଏଥି ପାଇଁ ବଳି ପଡିଯାଇଥିଲା ସାର୍ ଙ୍କ ଜୀବନ।

ରାସ୍ତା ପାଶ୍ୱର୍ରେ ବିଦ୍ୟାଳୟଟି ସ୍ଥାପିତ ହୋଇଥିବାରୁ ସ୍କୁଲ ର ପରିଧାନ ଶିକ୍ଷକ ଏଥିପାଇଁ ସବୁ ବେଳେ ପିଲାଙ୍କ ଉପରେ ଧ୍ୟାନ ଦେଇଥାନ୍ତି ।ଆଜି ଖେଳ ଛୁଟି ସମୟରେ ପ୍ରଧାନ ଶିକ୍ଷକ ପିଲାଙ୍କୁ ପାରି କରିବା ପରେ ନିଜେ ଫେରୁଥିବା ସମୟରେ ଏକ ଦୃତ ଗତିରେ ଆସୁଥିବା ଏକ ବାଇକ୍ ଆସି ତାଙ୍କୁ ବହୁତ୍ ଜୋର୍ ରେ ଧ-କ୍କା ମା-ରିଥିଲା।

ଯାହା ଦ୍ଵାରା ତାଙ୍କୁ ଗୁରୁ-ତ୍ୱର ଅବସ୍ଥାରେ ପ୍ରଥମେ ଧର୍ମଶାଳା ଏବଂ ପରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ କଟକ କୁ ନେବା ବାଟରେ ପ୍ରଧାନ ଶିକ୍ଷକଙ୍କ ମୃ-ତ୍ୟୁ ହୋଇଯାଇଥିଲା।ପିଲାଙ୍କୁ ପାରି କରିବା ପଡ଼ିଲା ମ-ହଙ୍ଗା ଯାହାଦ୍ଵାରା ସ୍କୁଲ ର ପ୍ରଧାନ ଶିକ୍ଷକଙ୍କ ଜୀବନ ଗଲା।

ସ୍ଥାନୀୟ ଲୋକେ ଏହି ଖବର ପାଇବା ମାତ୍ରେ ସେଠାରେ ପହଞ୍ଚି ରାସ୍ତା ଅବରୋଧ କରି ରାସ୍ତାରେ ଟାଇଆର ଜାଳି ଥିଲେ ଯାହାଦ୍ୱାରା ଅନେକ ସମୟ ଧରି ଯାତାୟାତ ପାଇଁ ଅସୁବିଧା ଉପୁଜିଥିବା ଦେଖାଦେଇଛି। ସ୍କୁଲ ଟି ରାସ୍ତା ପାଖରେ ହୋଇଥିବାରୁ ସେଠାରେ ଗୋଟିଏ ପୋଲ ଏବଂ ଗୋଟିଏ ହମ୍ପସ୍ ନିର୍ମାଣ ପାଇଁ ଦାବି କରାଯାଇଥିଲା ସୁଦ୍ଧା ସେଠାରେ କିଛି ପଦକ୍ଷେପ ନିଆଯାଇନାହିଁ।

ଘଟଣା ସମ୍ବନ୍ଧରେ ଶୁଣି ରସଲପୁର ର ତହସିଲଦାର ଏବଂ କୁଆଖିଆ ର ସ୍ଥାନୀୟ ପୋ-ଲିସ ଯାଇ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ରାସ୍ତା ଅବରୋଧକୁ ହଟାଇଥିଲେ ଏବଂ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତି-ଶ୍ରୁତି ମଧ୍ୟ ଦେଇଥିଲେ ଯାହା ଦ୍ଵାରା ସ୍ଥାନୀୟ ଲୋକେ ସେଠାରୁ ଉଠିଥିଲେ।

ରାସ୍ତା ପାଶ୍ୱର୍ରେ ବିଦ୍ୟାଳୟଟି ଥିଲେ ମଧ୍ୟ ପିଲାଙ୍କ ସୁର-କ୍ଷା ପାଇଁ କୌଣସି ଫଳକ ନଥିଲା କିମ୍ବା କୌଣସି ହମ୍ପସ ମଧ୍ୟ ପ୍ରସ୍ତୁତ ହୋଇନଥିଲା।ବାସ୍ତବରେ ଏହା କାହା ଭୁଲ ପାଇଁ ହୋଇଛି।ମୃତ-କଙ୍କ ପରିବାରକୁ ଏବେ କିଆ ସମ୍ଭାଳିବ । କାହାର ଭୁଲ ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକଙ୍କ ଜୀବନ ବଳି ପଡ଼ିଗଲା।

Leave A Reply

Your email address will not be published.