ଗର୍ଲଫ୍ରେଣ୍ଡ୍‌ ସହ ସେ-କ୍ସ ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ

0

Get real time updates directly on you device, subscribe now.

ଆଜି କାଲି ଆମ ସମାଜ ରେ ବହୁତ୍ ଘଟ-ଣା ମାନ ଘଟୁଛି।ସବୁଦିନ କିଛି ନ କିଛି ଘଟୁଛି।ପ୍ରତିଦିନ କୌଣସି ନା କୌଣସି କାରଣ ରୁ ଲୋକ ମାନଙ୍କର ମୃ-ତ୍ୟୁ ଘଟୁଛି।କିଛି କିଛି ଘ-ଟଣା ସମସ୍ତଙ୍କୁ ଚକିତ କରିଦିଏ।ବନ୍ଧୁଗଣ ଏପରି ଏକ ଘ-ଟଣା ଘଟିଛି ବେଙ୍ଗାଲୁରୁରେ। ଗର୍ଲଫ୍ରେଣ୍ଡ୍‌ ସହ ପର-କିୟା ରେ ଲିପ୍ତ ଥିବାବେଳେ ହାର୍ଟ ଆଟାକ୍‌ ହେବାରୁ ଜଣେ ୬୭ ବର୍ଷୀୟ ବୃଦ୍ଧଙ୍କ ମୃ-ତ୍ୟୁ ଘଟିଛି।

ଘଟ-ଣାକୁ ଚପାଇବା ପାଇଁ ଗର୍ଲଫ୍ରେଣ୍ଡ୍‌ ନିଜ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃ-ତଦେ-ହକୁ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରି ବାହାରେ ଫିଙ୍ଗି ଦେଇଥିଲେ। ହେଲେ ପୋଲି-ସ୍‌କୁ ଏହି ବ୍ୟାଗ୍‌ ମିଳିବା ପରେ ପୁରା ଘଟ-ଣାର ପ-ର୍ଦ୍ଦାଫା-ସ ହୋଇଥିଲା। ମୃ-ତ୍ୟୁର କିଛି ସପ୍ତାହ ପରେ ପୋଲି-ସ୍‌କୁ ଏହି ବ୍ୟାଗ୍‌ ମିଳିଥିଲା। ସମ୍ପୃକ୍ତ ବୃଦ୍ଧଙ୍କ ନାଁ ବାଲା ସୁବ୍ରମଣ୍ୟମ। ଜେପି ନଗରରେ ପୁଟ୍ଟେନାହାଲିରେ ତାଙ୍କ ଘର।

ସୂଚନା ଅନୁସାରେ, ଘରେ କାମ କରୁଥିବା ୩୫ ବର୍ଷୀୟ ମହିଳାଙ୍କ ସହ ବାଲା ସୁବ୍ରମଣ୍ୟମଙ୍କ ପର-କୀୟା ପ୍ରୀତି ଥିଲା। ନଭେମ୍ବର ୧୬ରେ ବାଲା ଗର୍ଲଫ୍ରେଣ୍ଡ୍‌ର ଘରକୁ ଆସିଥିଲେ ଓ ଏହି ସମୟରେ ପର-କୀୟାରେ ଲିପ୍ତ ଥିବାବେଳେ ତାଙ୍କର ହାର୍ଟ ଆଟାକ୍‌ ହୋଇଥିଲା। ଏହାପରେ ତାଙ୍କର ମୃ-ତ୍ୟୁ ଘଟିଥିଲା। ନାତିକୁ ବ୍ୟାଡ୍‌ମିଣ୍ଟନ କ୍ଲାସ୍‌ରେ ଛାଡ଼ିବା ପାଇଁ ସେ ଘର ବାହାରକୁ ଆସିଥିଲେ।

ଅପରାହ୍ଣ ପ୍ରାୟ ୫ଟାରେ ବୋହୂକୁ ଫୋନ୍‌ କରି କହିଥିଲେ, କିଛି ବ୍ୟକ୍ତିଗତ କାମ ଥିବାରୁ ଘରେ ପହଞ୍ଚିବାରେ ବିଳମ୍ବ ହୋଇପାରେ। ଘରେ ନପହଞ୍ଚିବାରୁ ବାଲାଙ୍କ ସହ ପରିବାର ସଦସ୍ୟ ଯୋଗାଯୋଗ କରିଥିଲେ।ହେଲେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା।

ଏହାପରେ ବାଲାଙ୍କ ପୁଅ, ବାପା ନି-ଖୋଜ ହୋଇଥିବା ନେଇ ସୁବ୍ରମଣ୍ୟ ନଗର ପୋ-ଲିସ୍‌ ଷ୍ଟେସ-ନରେ ଅଭି-ଯୋଗ କରିଥିଲେ।ଅଭି-ଯୋଗର ଦିନକ ପରେ ପୋ-ଲିସ୍‌ ସନ୍ଦେ-ହଜନକ ଅବସ୍ଥାରେ ରାସ୍ତାକଡ଼ରୁ ପ୍ଲାଷ୍ଟିକ୍‌ କଭର ଓ ବେଡ୍‌ଶିଟ୍‌ରେ ଗୁଡ଼ା ହୋଇଥିବା ଅବସ୍ଥାରେ ମୃ-ତଦେ-ହ ଉ-ଦ୍ଧାର କରିଥିଲା। ଏହା ବାଲାଙ୍କ ମୃ-ତଦେ-ହ ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ।

ଘଟ-ଣାପରେ ବାଲାଙ୍କ ସହ ସମ୍ପର୍କ ରଖିଥିବା ମହିଳାଙ୍କୁ ପଚ-ରାଉ-ଚରା ପରେ ଘଟ-ଣାର ପ-ର୍ଦ୍ଦାଫା-ସ ହୋଇଥିଲା। ୬୭ ବର୍ଷୀୟ ବାଲା ସୁବ୍ରମଣ୍ୟମଙ୍କ ମୃ-ତଦେହ ଫିଙ୍ଗି ଦେଇଥିବା କଥା ସେ ସ୍ୱୀକାର କରିଥିଲେ। ବିଜ୍‌ନେସ୍‌ ମ୍ୟାନ୍‌ ବାଲାଙ୍କ ସହ ତାଙ୍କ ପର-କୀୟା ପ୍ରୀତି ଖବର ଜଣାପଡ଼ିବା ପରେ, ହୁଏତ ତାଙ୍କର ଛବି ଖରାପ ହୋଇଯିବ।

ଏହି ଭୟରେ ସେ ସ୍ୱାମୀ ଓ ଭାଇଙ୍କ ସହ ମିଶି ମୃ-ତଦେ-ହକୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ଭର୍ତ୍ତି କରି ଜେପି ନଗରରେ ଫିଙ୍ଗି ଦେଇଥିଲେ। ମହିଳାଙ୍କ ଆହୁରି ଭ-ୟ ଥିଲା ଯେ, ଘଟ-ଣାକୁ ନେଇ ହୁଏତ ପୋ-ଲିସ୍‌ ତାଙ୍କ ବିରୋ-ଧରେ ହ-ତ୍ୟା ମାମ-ଲା ରୁ-ଜୁ କରିପାରେ। ତେଣୁ ସେ ମୃ-ତଦେ-ହକୁ ରାସ୍ତାରେ ଫିଙ୍ଗି ଦେଇଥିଲେ।

ତ-ଦନ୍ତ ପରେ ଖୁଲାସା ହୋଇଛି ଯେ, ବାଲା ସୁବ୍ରମଣ୍ୟମ ଦୀର୍ଘ ଦିନ ଧରି ତାଙ୍କ ଘରେ କାମ କରୁଥିବା ମହିଳାଙ୍କ ସହ ସ-ମ୍ପର୍କ ରଖିଥିଲେ। ଏପରିକି ସେ ମହିଳାଙ୍କ ଘରକୁ ମଧ୍ୟ ଯାଉଥିଲେ। ଗତବର୍ଷ ବାଲାଙ୍କ ଆଞ୍ଜିଓପ୍ଲାଷ୍ଟି ସର୍ଜରୀ ହୋଇଥିଲା। ଅନ୍ୟପକ୍ଷେ, ପୋ-ଲିସ୍‌ ମୃ-ତଦେହ ଉ-ଦ୍ଧାର କରି ପୋ-ଷ୍ଟମ-ର୍ଟମ ପାଇଁ ପଠାଇବା ସହ ମାମ-ଲା ରୁ-ଜୁ କରି ଘଟ-ଣାର ତ-ଦନ୍ତ ଚଳାଇଛି।

Leave A Reply

Your email address will not be published.