ପୁରା ପରିବାରକୁ ମା-ରିଥିବା ନି-ଶାଖୋର ପୁଅ “ଭାଇକୁ” ଦେଲା ଧ-ମକ,ଜେଲରୁ ବାହାରିଲେ ତୋ ପାଳି !

0

Get real time updates directly on you device, subscribe now.

ନି-ଶାସ-କ୍ତ ଅବସ୍ଥାରେ ରା-ଗିକି ଜଣେ ୨୫ ବର୍ଷିୟ ଯୁଵକ ନିଜ ବାପା,ମାଆ ଓ ଆଈକୁ ହ-ତ୍ୟା କରିବା ମାମ-ଲାରେ ଵଡ ଖୁଲାସା କରିଛନ୍ତି|ଏହି ଜ-ଘନ୍ୟ ହ-ତ୍ୟାକା-ଣ୍ଡ ମଙ୍ଗଳବାର ରାତି (୨୨ ନଭେମ୍ବର) ଦକ୍ଷିଣ ପଶ୍ଚିମ ଦିଲ୍ଲୀ ପାଲମ ଅଞ୍ଚଳରେ ହୋଇଥିଲା|ଆଶ୍ଚର୍ଯ୍ୟର କଥା ପୁରା ପରିବାରକୁ ହ-ତ୍ୟା କରିବା ପରେ ମଧ୍ୟ ଆ-ରୋପୀ ମନରେ ଟିକିଏ ବି ଶୋଚନା ନାହିଁ|

ପୋ-ଲିସ ଯା-ଞ୍ଚରେ ଜଣାପଡିଛି ଯେ ଆ-ରୋପୀ କେଶବ ନି-ଶାଗ୍ର-ସ୍ତ|ସେ ସଦାବେଳେ ଘରୁ ଟଙ୍କା ନେଇ ନି-ଶା କରୁଥିଲେ|ଯେତେବେଳେ ଟଙ୍କା ଦେଉନଥିଲେ ଝ-ଗଡା ଲ-ଢେଇ କରୁଥିଲା ଓ ବେଳେବେଳେ ମା-ରି ଦେବାକୁ ଧ-ମକ ଦେଇଥିଲେ|

କେଶବର ନି-ଶା ଯୋଗୁଁ ୧୨ଶ୍ରେଣୀ ପରେ ପଢାଇ ଛାଡି ଦେଲେ|ତା ଭଉଣୀ ମେଡିକାଲ ପଢ଼ାପଢ଼ି କରୁଥିଲେ|ନି-ଶାଗ୍ର-ସ୍ତ ଅବସ୍ଥାରେ ସେ ଅନ୍ୟ ଘରେ ମଧ୍ୟ ଚୋ-ରି କରିବାକୁ ଲାଗିଲା|

ବୁଧବାର ଗି-ରଫ ହୋଇଥିବା ୨୫ ବର୍ଷିୟ କେଶବ ଜମାନତରେ ଯିବା ପୂର୍ବରୁ ନିଜର ଭାଇକୁ ଜୀବନରୁ ମା-ରିଦେବା ପାଇଁ ଧ-ମକ ଦେଇଛନ୍ତି|କୂଳଦୀପ ଯିଏ ତାକୁ ହ-ତ୍ୟା ପରେ ଧରି ପୋ-ଲିସ କୁ ସମର୍ପଣ ଦେଇଥିଲେ|

କୂଳଦୀପ ମଧ୍ୟ କହିଛନ୍ତି ଯେ କେଶଵର ଅନେକ ଅପ-ରାଧ ତାଲିକା ରହିଛି|ଯେତେବେଳେ ୫ ବର୍ଷ ପୂର୍ବେ ସେ ବାଙ୍ଗାଲୋରରେ କାମ କରୁଥିଲା ସେତେବେଳେ ଦସ୍ତାବିଜ ଚୋ-ରି ମାମ-ଲାରେ ଗି-ରଫ କରାଯାଇଥିଲା|ସେ ଏକ ଏଟିଏମ ଡକା-ୟତି ଘଟ-ଣାରେ ଗି-ରଫ କରାଯାଇଥିଲା ଓ ଦେଢ ବର୍ଷ ତିହାଡ ଜେ-ଲରେ ଥିଲେ|

କୂଳଦୀପ ଅନୁସାରେ ୩ ନଭେମ୍ବର ସେ ନିଜ ଦାଦୀକୁ ଟଙ୍କା ମାଗିଥିଲେ|ସେ ମନା କରିବାରୁ ଇନଭର୍ଟର ବ୍ୟାଟେରୀ ଚୋ-ରି କରି ବିକି ଦେଇଥିଲେ|ଏହାପରେ ସେ ଦାଦୀକୁ ହ-ତ୍ୟା କରିଥିଲେ|

Leave A Reply

Your email address will not be published.