ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର ସହ ପିଟି ହେଇ ଚାଲିଗଲା ବାଇକ ଚାଳକଙ୍କର ଜୀବନ

0

Get real time updates directly on you device, subscribe now.

କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ଡାଳଖାଇ ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘ-ଟଣା ଘଟିଛି। ଏଠାରେ ଏକ ବାଇକ୍ ସହ ଏକ କାର୍ ମୁହାଁମୁହିଁ ଧ-କ୍କା ହୋଇଛି। ଏହି ଦୁର୍ଘ-ଟଣାରେ ଦୁର୍ଭା-ଗ୍ୟବଶତଃ ବାଇକ୍ ଚାଳକଙ୍କର ଜୀବନ ଚାଲିଯାଇଛି।

ପ୍ରଥମେ ସେ ଗୁରୁ-ତର ଥିଲା ବେଳେ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କର ମୃ-ତ୍ୟୁ ହୋଇଥିଲା। ମୃ-ତ ଯୁବକଙ୍କ ନାମ ଶ୍ରୀ ନବାସ ବେହେରା। ତେବେ ଦୁର୍ଘ-ଟଣାଗ୍ରସ୍ତ ହୋଇଥିବା କାରର ମାଲିକ ହେଉଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା।

ତେବେ ସମ୍ପୁର୍ଣ୍ଣ ଘ-ଟଣା ଅନୁସାରେ ରାତି ପ୍ରାୟ 10:30 ସମୟରେ ଆଠଗଡ ରାସ୍ତାରେ ଥିବା ଏକ ମନ୍ଦିର ନିକଟରେ ଏକ କାର ଏବଂ ଏକ ବାଇକକୁ ପରସ୍ପର ସହ ଧ-କ୍କା ହୋଇଥିଲା। ତେବେ ଏହି ବାଇକ୍ ସହ ମୁହାଁମୁହିଁ ଧ-କ୍କା ହୋଇଥିବା କାର ହେଉଛି ରାନୀ ପଣ୍ଡାଙ୍କ କାର୍। ସଡକ ଉପରେ ଏହି ଦୁର୍ଘ-ଟଣା ପରେ ବାଇକ ଏବଂ କାରର ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ କାରରେ ଥିବା ରାନୀ ପଣ୍ଡା ସୁର-କ୍ଷିତ ଅଛନ୍ତି।କିନ୍ତୁ କାର ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁର୍ଘ-ଟଣା ପରେ ସ୍ଥାନୀୟ ଅଂଚଳରେ ଲୋକଙ୍କର ତୀବ୍ର ପ୍ରତି-କ୍ରିୟା ଦେଖା ଦେଇଥିଲା। ଆଠଗଡ ପୋ-ଲିସ୍ ପହଞ୍ଚି ଲୋକଙ୍କୁ ବୁଝାସୁଖା କରିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା। ଗୁରୁ-ତର ଅବସ୍ଥାରେ ପ୍ରଥମେ ଯୁବକଙ୍କୁ ଆଠଗଡ ମେଡିକାଲ ନିଆଯାଇଥିଲା। ଏହାପରେ କଟକ ବଡ ମେଡିକାଲ ନିଆଯାଇଥିଲା। କିନ୍ତୁ ସେହିଠାରେ ହିଁ ଯୁବକଙ୍କର ମୃ-ତ୍ୟୁ ଘଟିଛି ବୋଲି ପୋ-ଲିସ ସୂଚନା ଦେଇଥିଲା।

Leave A Reply

Your email address will not be published.