ପୁଣି ଅ-ଶ୍ଳୀଳ ନୃତ୍ୟ : ବ୍ଲାଉଜ୍ ଖୋଲି ଦେଖାଇଦେଲେ ଯୁବତୀ,ସମ୍ବେଦନଶୀଳ ଅଙ୍ଗରେ ହାତ ବୁଲାଇଲେ ଯୁବକ

0

Get real time updates directly on you device, subscribe now.

ମନୁଷ୍ୟ ଦିନକୁ ଦିନ ତାର ମାନସିକ ଭାରସାମ୍ୟ ହରାଇ ପାଗଳାମି କରିବାକୁ ପଛାଉ ନାହିଁ। କିଏ ନିଜର ଦେହକୁ ଟଙ୍କା ପାଇଁ ଅନ୍ୟ ଆଗରେ ବନ୍ଧା ପକାଉଛି ତ ଆଉ କିଏ ଟଙ୍କା ପାଇଁ ଅ-ଶ୍ଳୀଳ ନୃତ୍ୟ ମଧ୍ୟ ପରିବେଷଣ କରୁଛି। ବର୍ତ୍ତମାନ ସମୟରେ ଲୋକମାନେ ଟଙ୍କା ପାଇଁ କୌଣସି ଭୁଲ ପଦକ୍ଷେପ ନେବାରେ ପଛଘୁଂଚା ଦେଉନାହାନ୍ତି।

ଯାହା ଏବେ ସମାଜରେ ଏକ ବଡ଼ ଆଲୋଚନା ର ବିଷୟ ପାଲଟିଛି।କିଛି ଦିନ ତଳେ ଏମିତି ଏକ ଘ-ଟଣା ଘଟିଛି ଯାହା ଆପଣ ଶୁଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। ଏହା ଆଉ କେଉଁଠି ବାହାର ରାଜ୍ୟ ର ନୁହଁ ଏହା ଆମ ରାଜ୍ୟ ଓଡ଼ିଶା ର ଏକ ଐତିହ ସମ୍ପନ୍ନ ଜିଲ୍ଲା ଖୋର୍ଦ୍ଧା ର ସୁନାଖଳା ବେଗୁନିଆ ଅଂଚଳର।

କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ କାଳୀ ପୂଜା ଅବସରରେ ଏକ ନାଚ ଗୀତ ର ପ୍ରୋଗ୍ରାମ କରାଯାଇଥିଲା ଯେଉଁଥିରେ ଏହିଭଳି ଅ-ଶ୍ଳୀଳ ନୃତ୍ୟ ପରିବେଷଣ କରାଯାଇଥିଲା।ଏହି ନୃତ୍ୟ ପରିବେଷଣ ସମୟରେ ସେ ଷ୍ଟେଜରେ ସୋଇପଡ଼ିଥିଲେ ଏବଂ ନୃତ୍ୟ ସମୟରେ ଅ-ଶ୍ଳୀଳ ଢଙ୍ଗ ରେ ତାଙ୍କ ର ସମ୍ବେଦନଶୀଳ ଅଙ୍ଗରେ ହାତ ମା-ରିବା ସହ ନିଜର ପିନ୍ଧିଥିବା ବସ୍ତ୍ର କୁ ମଧ୍ୟ ଲୋକଙ୍କ ସାମ୍ନା ରେ ଖୋଲିଦେଇଥିଲେ।

କାଳୀ ପୂଜା ଅବସରରେ ଖୋର୍ଦ୍ଧା ରେ ଏକ ପ୍ରୋଗ୍ରାମ ଅନୁଷ୍ଠିତ କରାଯାଇଥିଲା ଯେଉଁ ଥିରେ ଏବିସିଡି ନାମରେ ଏକ ଡାନ୍ସ ଗ୍ରୁପ ଆସିଥିଲା ଯେଉଁଥିରେ ଆରମ୍ଭ ରୁ ସେ ଏମିତି ନୃତ୍ୟ ପରିବେଷଣ କରିଥିଲେ ଯାହାଦ୍ଵାରା ସେଠାରେ ଉପସ୍ଥିତ ଥିବା ଯୁବଗୋଷ୍ଠୀ ମାନଙ୍କ ମନରେ ଉତ୍ତେଜନା ସୃଷ୍ଟି କରିଥିଲା।

ସେହି ଯୁବତୀ ଜଣକ ନୃତ୍ୟ ସମୟରେ ଅ-ଶ୍ଳୀଳ ଇଙ୍ଗିତ ମାଧ୍ୟମରେ ନୃତ୍ୟ କରିବା ସହ ନିଜର ଶରୀରର ସମସ୍ତ ଅଙ୍ଗକୁ ହାତ ମାଧ୍ୟମରେ ବୁଲାଇ ଉପସ୍ଥିତ ଯୁବ ଗୋଷ୍ଠୀ ଙ୍କ ମନରେ ଅଧିକ ଉତ୍ତେଜନା ସୃଷ୍ଟି କରୁଛନ୍ତି ଏବଂ ଅଧିକାଂଶ ସମୟରେ ସେ ପାଖକୁ ଆସି ଆଗରେ ତା ଶରୀରର ଅଙ୍ଗ ରେ ମଧ୍ୟ ହାତ ମା-ରୁ ଥିବାର ଦେଖାଯାଉଛି।

ସେ ଯୁବକ ମାନଙ୍କ ପାଖକୁ ଆସି ଉପରେ ପିନ୍ଧିଥିବା ବସ୍ତ୍ର କୁ ସମ୍ପୂର୍ଣ୍ଣ ଟେକି ତାଙ୍କ ର ଉନ୍ମୁକ୍ତ ସ୍ତନକୁ ଲୋକଙ୍କୁ ଦେଖାଉଛନ୍ତି। ଏହି କାର୍ଯ୍ୟକ୍ରମ ଏହିଠାରେ ଶେଷ ହୋଇନଥିଲା ଏହା ଆହୁରି ଆଗକୁ ଚାଲୁ ରହିଥିଲା।ପରେ ପରେ ଦର୍ଶକଙ୍କୁ ଆକର୍ଷିତ କରିବାପାଇଁ ଷ୍ଟେଜକୁ ନାଚିବା ଆଳରେ ଆଉ ଜଣେ ଯୁବକ ଆସି ସେହି ଯୁବତୀ ଙ୍କ ସହ ମିଶି ନାଚି ଥିଲେ।

ନାଚିବା ସମୟରେ ଯୁବତୀଙ୍କ ସମ୍ବେଦନଶୀଳ ଅଙ୍ଗରେ ହାତ ମା-ରିଥିଲେ। ହେଲେ ଦୁଃ-ଖର ବିଷୟ ଯେ କେହି ଏହାକୁ ଆକ୍ଷେପ ବା ଏଥିରେ ଅଭି-ଯୋଗ କରିନଥିଲେ ଏବଂ ଏହି ଦୃଶ୍ୟକୁ ସମସ୍ତେ ନିଜ ଫୋନ୍ ରେ ରେ-କର୍ଡ କରିରଖୁଥିଲେ।ଏହି ଭିଡିଓ ଯେତେବେଳେ ଲୋକଙ୍କ ସମ୍ମୁଖକୁ ଆସିଲା ସେତେବେଳେ ଆନ୍ତର୍ଜାତୀୟ ମାନବାଧିକାର କମିଶନ ଓଡ଼ିଶା ପକ୍ଷରୁ ଏହାର ପ୍ରତି-ବାଦ କରାଯାଇଛି।

ସେଠାକାର ଜିଲ୍ଲାପାଳଙ୍କୁ ଦେଖା କରିବା ସହ ସେଠାକାର ଆୟୋଜନ କରାଯାଇଥିବା ଏହି ପ୍ରୋଗ୍ରାମ ସମ୍ବ-ନ୍ଧରେ କଥା ବାର୍ତ୍ତା ପରେ ଅନୁଷ୍ଠିତ କମିଟି ଉପରେ ଦୃଢ଼ କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ପାଇଁ ମାନବାଧିକାର କମିଶନ ଦାବି କରିଛନ୍ତି।

Leave A Reply

Your email address will not be published.