ସିଏ ହିଁ ମନ୍ତ୍ରୀ, ସିଏ ହିଁ ମାତା ଆଉ ସିଏ ହିଁ ମନ୍ତ୍ରୀଙ୍କ ପିଏ ନାଁରେ ଲୁ-ଟୁଥିଲା ଟଙ୍କା, ସାମ୍ନାକୁ ଆସିଲା କି-ନ୍ନର ମନିଷାର ଅସଲ ରୂପ

0

Get real time updates directly on you device, subscribe now.

ସିଏ ହିଁ ମନ୍ତ୍ରୀ, ସିଏ ହିଁ ମାତା ଆଉ ସିଏ ହିଁ ମନ୍ତ୍ରୀଙ୍କ ପିଏ । ଆଜ୍ଞା ହଁ, ବିଭିନ୍ନ ଭଏସରେ କଥା ହୋଇ ଡିପ୍ଲୋମା କରିଥିବା କିନ୍ନର ମନିଷା ଟଙ୍କା ଠ-କି ନେଉଥିଲେ । ତାଙ୍କ ନାଁରେ ଅଛି ଆଠଟି କେ-ସ ଏବଂ ଦେଢ଼ ଲକ୍ଷ ଟଙ୍କା ଠ-କି ନେଇଥିଲେ ଏହି କିନ୍ନର ମନିଷା । ବହୁତ୍ ଉପାୟ ଆପଣାଇ ଏହି କିନ୍ନର ଟଙ୍କା ଲୁ-ଟନ୍ତି । ନିଜର ଆକାଉଣ୍ଟ ନମ୍ୱର୍ କେବେ ଦିଅନ୍ତନି । ଆଉ ଅନ୍ୟର ଆକାଉଣ୍ଟ ନମ୍ବର ଦେଇ ଟଙ୍କା ଲୁ-ଟି ଚାଲନ୍ତି ।

ବର୍ତ୍ତମାନ ଧରା ପଡ଼ିଯିବା ପରେ କିନ୍ନର ମନିଷା ମୁହଁ ଲୁ-ଚାଉଛି । ତେବେ ୟାର ପ୍ରକୃତ ନାଁ ହେଉଛି ସୌମ୍ୟ ରଞ୍ଜନ ପ୍ରଧାନ । ୟା ନାଁରେ ଆଠଟି କେ-ସ ଅଛି । ଏ କିନ୍ନର ଜଣକ ବଡ କଳାକାର ମଧ୍ୟ ଅଟେ । ଟଙ୍କା ଲୁ-ଟିବାର ଭିନ୍ନ ଭିନ୍ନ ଉପାୟ ବାହାର କରୁଥିଲା । କେତେବେଳେ ମନ୍ତ୍ରୀ ତ ଆଉ କେତେବେଳେ ମାତା, କେତେବେଳେ ପିଏ ହୋଇଯାଏ ଏବଂ ବିଭିନ୍ନ ଭଏସ ବଦଳାଇ ଟଙ୍କା ଲୁ-ଟି ଚାଲେ । ଏଇ ଚିକିଣିଆ ଦେଖା ଯାଉଥିବା ମନିଷା ସାଇବର ପୋ-ଲିସ ହାତରେ ଧରା ପଡ଼ିଯାଇଛି ।

ସୌମ୍ୟରୁ ମନିଷା ହେବା ପଛରେ ବଡ କାହାଣୀ ରହିଛି । ଲି-ଙ୍ଗ ପରିବର୍ତ୍ତନ କରିବା ପଛରେ ରୋଚକ ଘ-ଟଣା ରହିଛି । ଆଜ୍ଞା ହଁ, ସୌମ୍ୟର ହିରୋଇନ୍ ହେବାକୁ ଇଚ୍ଛା ଥିଲା । ସୌମ୍ୟ ଆଲବମ୍ କ୍ୱିନ ହେବାକୁ ଚାହୁଁଥିଲା । ତାର ଇଚ୍ଛା କେମିତି ପୁରା କରିବ ଭାବି ଭାବି ସୋମ୍ୟରୁ ମନିଷା ହୋଇଗଲା । ତାର କିଛି ଦୃ-ଶ୍ୟ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଆଲବମରେ ହିରୋଇନ୍ ହୋଇ ଅଣ୍ଟା ହଲାଉଛି । ଖାଲି ଅଣ୍ଟା ହଲାଉ ନାହିଁ ବରଂ ହିରୋର ହାତ ଧରି ରୋମା-ଣ୍ଟିକ ଷ୍ଟାଇଲରେ ଅଭିନୟ କରୁଛି ।

କଳା ରଙ୍ଗର ସାଲୱାରକୁ ନାଲି ଚୂନରି ଏବଂ ତା ସହ ନସେଲି ଆଖି । ଦେଖିଲେ ବିଶ୍ୱାସ ହବନି ଯେ ଇଏ ସୌମ୍ୟରୁ ମନିଷା ହୋଇଛି । ଏ ସୁନ୍ଦରିଆ ଦିଶୁଥିବା ମନିଷାର ହଜାରେ କା-ଣ୍ଡ ରହିଛି । ସୁନ୍ଦରିଆ ମୁହଁକୁ ଲୁ-ଟେରା କାମ । ଭଏସ ବଦଳାଇ ସେ ଲକ୍ଷ ଲକ୍ଷ ଟଙ୍କା ଲୁ-ଟ କରିଛି । ଏବେ ସୌମ୍ୟରଞ୍ଜନ ଓରଫ କିନ୍ନର ମନିଷା ଏବେ ସାଇବର ପୋ-ଲିସ ହାତରେ ଧ-ରା ପଡ଼ିଛି ଏବଂ ଖୋଲିଛି ମନିଷାର ଗୋଟି ଗୋଟି କରି ଗୁମର । ବର୍ତ୍ତମାନ୍ ପୋ-ଲିସ ମନିଷାକୁ ଗି-ରଫ କରିଛି ।

Leave A Reply

Your email address will not be published.