କେବଳ ବିବାହିତା ମସିଳାଙ୍କୁ ଫୋନ କରି ପ୍ରେମ ନିବେଦନ କରୁଥିଲା କାଳିଆ…..ଧରା ପଡିଲା ପରେ ଖାଇଲା ଛେଚା

0

Get real time updates directly on you device, subscribe now.

ବିବାହିତା ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା କାଳିଆ|ପ୍ରଥମେ ନମ୍ବର କଲେକ୍ସନ କରି ଫୋନ କରୁଥିଲା|ଆଉ ତା ପରେ ପ୍ରେମ ଜା-ଲରେ ଫ-ସେଉ ଥିଲା|ଫୋନ କରି ଘଣ୍ଟା ଘଣ୍ଟା ଗପୁଥିଲା|ଆଉ ଘଣ୍ଟା ଘଣ୍ଟା ଗପି ପ୍ରେମ ନିବେଦନ କରୁଥିଲା|

ଆଉ ମହିଳାମାନେ ଯେତେବେଳେ ତା ପ୍ରେମ ଜା-ଲରେ ପଡୁନଥିଲେ ଆରମ୍ଭ ହୋଇ ଯାଉଥିଲା କାଳିଆର ଧ-ମକ|ଛୁଆକୁ ଉଠେଇ ନେବା , ସ୍ୱାମୀକୁ ଉଠେଇ ନେବା ଧ-ମକ ଦେଉଥିଲା କାଳିଆ|କେବଳ ବିବାହିତା ମହିଳାଙ୍କୁ ଟା-ର୍ଗେଟ କରୁଥିଲା ଏହି ବ୍ୟକ୍ତି|ମହିଳା ନ ମାନିଲେ କରୁଥିଲା ଜୋର ଜବ-ରଦ-ସ୍ତ|

ହଁ ଆଜ୍ଞା ଦଶରଥପୁର ବ୍ଲକ,ମଙ୍ଗଳପୁର ଥା-ନା ଅନ୍ତର୍ଗତ ଶଇମାଳା ଗ୍ରାମର କୁଞ୍ଜ ବିହାରୀ ନାଏକଙ୍କ ପୁଅ ସତ୍ୟବ୍ରତ ଓ-ରଫ କାଳିଆ ଦରଭା ଗ୍ରାମର ପ୍ରଫୁଲ୍ଲ ନାଏକଙ୍କ ସ୍ତ୍ରୀ ସ୍ମୃତିରେଖା ନାଏକଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହ ଗତ ତିନି ମାସ ହେଲା ହଇ-ରାଣ କରିବା ସହ ପୁଅକୁ ଉଠେଇ ନେବାକୁ ଧ-ମକ ଦେଇଥିଲେ||

ଫଳରେ ସ୍ମୃତିରେଖା ପୁଅର ପାଠପଢା ବନ୍ଦ କରିବା ସହ ମଙ୍ଗଳପୁର ଭଡାଘର ଛାଡିଥିଲେ ଓ ଶାଶୁଘର ଦରଭାରୀ ରହିଥିଲେ|ସେଠିବି ପହଞ୍ଚି ଯାଇଥିଲା ରସିକ ଯୁଵକ କାଳିଆ|ବାରମ୍ବାର ଗାଡି ଧରି ସ୍ମୃତିରେଖା ଘର ଆଗରେ ଚକର କା-ଟୁଥିଲା ଓ ସୁଯୋଗ ପାଇଲେ ଅଶ୍ଳୀ-ଳ ଇଙ୍ଗୀତ ସହ କଥା ନ ମାନିଲେ ଉଠାଇ ନେବା ସହ ମା-ରି ଦେବାକୁ ଧ-ମକ ଦେଇଥିଲେ|

ଗତକାଲି ସ୍ମୃତି ରେଖା ପାଣି‌ ନେଵାକୁ ଆସିଥିଲା ବେଳେ କାଳିଆ ଓ ତା ସହଯୋଗୀ ଯୋର ଜବ-ରଦସ୍ତି ଉଠାଇ ନେବାକୁ ଚେଷ୍ଟା କଲାବେଳେ ଗ୍ରାମବାସୀଙ୍କ ହାବୁଡରେ ପଡି ନି-ର୍ଦ୍ଧୁମ ଛେ-ଚା ଖାଇବା ସହ ଗ୍ରାମବାସୀ ମଙ୍ଗଳପୁର ପୋ-ଲିସ ହାତରେ ଜିମା ଦେଇଥିଲେ|

Leave A Reply

Your email address will not be published.