ସ୍ଵାମୀକୁ ଧୋକା ଦେଇ ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିଥିଲା ସ୍ତ୍ରୀ,ଅଭିଯୋଗ ଆଣିଲେ ଶାଶୁ ।

0

Get real time updates directly on you device, subscribe now.

ବନ୍ଧୁଗଣ ଆଜି ଏମିତି ଏକ ଖବର ସାମ୍ନାକୁ ଆସିଛି ଆପଣମାନେ ଶୁଣିଲେ ତାଯୁବ୍ ହୋଇଯିବେ। ଏକ ମା ତା ବହୁ ଉପରେ ଅଭିଯୋଗ ଆଣି ବହୁତ୍ କିଛି କଥା କହିଛି ।ଯାହାକୁ ଶୁଣିଲେ ଯେ କେହିବି ଆଶ୍ଚର୍ୟ୍ଯ ହୋଇଯିବ। ହଁ ଆଜ୍ଞା ଜଣେ ମା ତାର ପୁଅର ବହୁ ବିଷୟରେ ଏମିତି କିଛି ସଙ୍ଗୀନ ବହିଯୋଗ୍ ଆଣିଛନ୍ତି। ଏହି ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ ।ବିଯୁଲତା ଦାସ ନାମକ ଜଣେ ମହିଳା ତାଙ୍କ ବହୁ ଉପରେ ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ତାଙ୍କ ପୁଅ ବିଶ୍ବରଂଜନ ଦାସ ଙ୍କୁ ପୋଲିସ ମିଛ ଅଭିଯୋଗରେ ଉଠେଇ ନେଇଛି ।ଏହି କଥା ପାଇଁ ସେ ତାଙ୍କ ବହୁ କୁ ସଂପୂର୍ଣ୍ଣ ରୂପେ ଦାଇ କରିଛନ୍ତି।

ଆପଣ ମାନେ ପ୍ରେମ କଥା ସୁଣିଥିବେ।ଆଉ ବହୁତ୍ ପ୍ରକାର ପ୍ରେମ ଅଛି ଏ କଥା ବି ଜାଣିଥିବେ।କିନ୍ତୁ ଭଦ୍ରକ ଜିଲ୍ଲା ରେ ଏମିତି ଗୋଟେ ଘଟଣା ସାମ୍ନାକୁ ଆସିଛୁ ଯାହା ପ୍ରେମ ତ ଠିକ କିନ୍ତୁ କିଛି ଅଲଗା ପ୍ରକାରର ପ୍ରେମ। ଏହିଠାରେ ବିଶ୍ବରଂଜନ ଙ୍କ ପତ୍ନୀ ଙ୍କ ସହ ତାଙ୍କ ସାଙ୍ଗ ଚନ୍ଦନ ଦାସ ଙ୍କ ପ୍ରେମ କଥା ଲୋକ ଲୋକଲୋଚନକୁ ଆସିଛି। ବିଶ୍ବରଂଜନ ଙ୍କ ମା ଏହି କଥାକୁ ନେଇ ବହୁତ୍ କିଛି କଥା କହିଛନ୍ତି ସେ କହିଛନ୍ତି ତାଙ୍କ ବହୁ ବହୁତ୍ ଖରାପ ।ସେ ଚକ୍ରାନ୍ତ କରି ତାଙ୍କ ପୁଅକୁ ଫସେଇ ଦେଇଛନ୍ତି ,ଅନ୍ୟ ପୁରୁଷ ସହ ଶୋଇବା ପାଇ ତାର ନିଜ ସ୍ବାମୀ କୁ ହଜତର କଳା କୋଠରୀକୁ ପଠେଇ ଦେଇଛି ।

ଏମିତି ଅନେକ କିଛି କଥା ତାଙ୍କ ବହୁକୁ ଇଙ୍ଗିତ କରି କହିଛନ୍ତି।ବିଶ୍ବରଂଜନ ଙ୍କ ପତ୍ନୀ ତାଙ୍କୁ ଭଲ ପାଇବା ବଦଳରେ ତାଙ୍କ ସାଙ୍ଗକୁ ଭଲପାଇ ଖରାପ ସଂପର୍କ କଖିଥିଲେ। କିଛିଦିନ ତଳେ ତାଙ୍କ ପତ୍ନୀ ଙ୍କ କିଛି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ।ଏହି ଘଟଣାକୁ ନେଇ ତାଙ୍କ ପତ୍ନୀ ପୋଲିସ ପାଖରେ ଅଭିଯୋଗ କରିଥିଲେ ଯାହା ଫଳରେ ପୋଲିସ ବିଶ୍ବରଂଜନ କୁ ଉଠେଇ ନେଇ ଆସିଛି। ଏହି ଘଟଣାକୁ ବିଶ୍ବରଂଜନ ଙ୍କ ମା ସହଜରେ ଗ୍ରହଣ କରିପାରୁ ନାହାନ୍ତି ,ସେ ପ୍ରଶାସନ ଏବଂ ପୋଲିସ କୁ ଉପଯୁକ୍ତ ନ୍ୟାୟ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.