ଅର୍ଚ୍ଚନା ମୁହଁରେ ଜମା ନାହିଁ ପଶ୍ଚତାପର ଭୟ, ତଥାପି ଅର୍ଚ୍ଚନାଙ୍କ ମୁଁହ ଟାଣ

0

Get real time updates directly on you device, subscribe now.

ସୂଚନା ଅନୁଯାୟୀ ଅର୍ଚ୍ଚନା ଆଜି ଭୁବନେଶ୍ଵର କୋର୍ଟ କୁ ଯାଇଥିଲେ । ଏବଂ ବାହାରିବା ସମୟରେ ତାଙ୍କ ମୁହଁରେ ନା ଥିଲା ପଶ୍ଚାତାପ ନାଥିଲା କୌଣସି ଭୟ କି ଦେଖାଯାଇ ନଥିଲା ଅର୍ଚ୍ଚନା ଙ୍କ ମୁହଁ ଶୁଖିଥିବାର । ସେ ସେହିଭଳି ଚମକୁଥିଲେ ଜେଭଳି ସେ ଜେଲ କୁ ଯିବା ପୂର୍ବରୁ ଚମକୁଥିଲେ ।ଅର୍ଚ୍ଚନା ବାହାରକୁ ଆସିବା ପରେ ମିଡ଼ିଆ ବନ୍ଧୁ ମନକୁ କହିଛନ୍ତି ମୋତେ ସମୟ ଦିଅନ୍ତୁ ସବୁକିଛି ମୁଁ ଖୋଲିକି କହିବି।ଏହି କଥା ଶୁଣି ସମସ୍ତଙ୍କର ମୁଁହ ପୁରା ଚୁପ୍। ଅର୍ଚ୍ଚନା ନାଗ କଣ୍ କହିବେ ।କାହା ବିଷୟରେ କହିବେ। ଏହି ସବୁ ଚର୍ଚ୍ଚା ଥମିବାର ନାମହିଁ ନଉନାହୀ।

ଅର୍ଚ୍ଚନା ନାଗକୁ କିଏବା ନ ଜାଣେ । ପ୍ରାୟତ ସବୁ ଲୋକ ଏହି ଲେଡୀ ବ୍ଲାକ ମେଲର କୁ ଜାଣିଥିବେ । ଆଜି ତାକୁ କମିଶନରେଟ୍ ପୋଲିସ କୋର୍ଟରେ ହାଜର କରିଥିଲା । କୋର୍ଟରେ ଅର୍ଚ୍ଚନା ସମସ୍ତଙ୍କୁ କହିଛି ପ୍ରମାଣ ଦେଖିଆ ତା ପରେ ଦୋଷୀ କହିବ ,ତା ଆଗରୁ ଦୋଷୀ କୁହନି। ଆଉ ମୋତେ କିଛି ସମୟ ଦିଅ ମୁଁ ସବୁ କହିବି। କୋର୍ଟରୁ ବାହାରି ଅର୍ଚ୍ଚନା ଏହି ଭଳି କିଛି କହିଛନ୍ତି ଯାହା ଶୁଣିଲେ ଆପଣ ମାନେବି ଆଶ୍ଚର୍ଯ୍ୟ ହୋଇଯିବେ ।ସେ କହିଛନ୍ତି ମୋତେ କିଛି ସମୟ ଦିଆ ମୁଁ ସବୁ କହିବି।ଏହି କେସରେ ବହୁତ୍ ବଡ଼ ବଡ଼ିଆଙ୍କ ହାତ ରହିଛି।

ସେଥିପାଇଁ ଅର୍ଚ୍ଚନା ଯେଉଭଳି ଭାବରେ ଆସିଲେ ଆଉ ଯେଉଁ ଭଳି ଭାବରେ ପୋଲିସ ତାଙ୍କୁ ନେଲା ସମସ୍ତଙ୍କର ସନ୍ଦେହ ବଢ଼ିବାରେ ଲାଗିଛି।ଏମିତି ଲାଗୁଥିଲା ଯେମିତି ପୋଲିସ ତାଙ୍କୁ କିଛି କହିବାକୁ ଦେଉନାହିଁ। ସୋଲିସ ଚାହୁଛି ଅର୍ଚ୍ଚନା ମିଡ଼ିଆ ଆଗରେ କିଛି ନ କୁହନ୍ତୁ।ସେ ଏଠାରେ ଗଣମାଧ୍ୟମ କୁ ହିଁ ଦୋଷୀ ର ଆଖ୍ୟା ଦେଇଛନ୍ତି । ଅର୍ଚ୍ଚନା ଯିବା ବାଟରେ କହିଲେ ଯେ ବିନା ପ୍ରମାଣରେ କୌଣସି ପ୍ରକାରର ଆଲିଗେସନ ଲଗାଅ ନାହିଁ ଏବଂ ସବୁ କଥା ର ସତ୍ୟତା ତଦନ୍ତ ପରେ ହିଁ ଜଣାପଡିବ । ଅର୍ଚ୍ଚନା ନାଗ ଅଧିକ କିଛି ଗଣ ମାଧ୍ୟମ ଆଗରେ ଯେମିତି ନ କୁହନ୍ତୁ ସେଥିପାଇଁ ପୋଲିସ ସବୁ ପ୍ରକାର ବ୍ୟବସ୍ଥା କରିଥିଲା ।

ଯଦି ସତ କୁହନ୍ତି ଅର୍ଚ୍ଚନା କଣ ପୋଲିସ ତାହା କହିବାକୁ ଦବା ତାଙ୍କୁ।ଏମିତି ଅନେକ କିଛି କଥା ଏବେ ଚର୍ଚ୍ଚା ହେଉଛି। ଏବେ ଅର୍ଚ୍ଚନା ନାଗ କଣ୍ କହୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।ତା ସହିତ ପୋଲିସ କଣ୍ କରୁଛି ତାହାବେ ଲୋକେ ଦେଖିବାକୁ ଚାହୁଁଛନ୍ତି।ଗତଥର ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ଶୁଣାଣି କରାଯାଇଥିଲା କିନ୍ତୁ କୋର୍ଟ ର ନୀତି ନିୟମ ଅନୁସାରେ ପ୍ରତି ୧୪ ଦିନରେ ଥରେ ଆଶାମି କୁ କୋର୍ଟ ରେ ହାଜର କରାଯାଇଥିବାର ବ୍ୟବସ୍ଥା ରହିଛି ଏବଂ ଏଥିପାଇଁ ଆସି ପହଞ୍ଚି ଥିଲେ ଅର୍ଚ୍ଚନା ନାଗ ।ଅର୍ଚ୍ଚନା ଆଜି ମିଡ଼ିଆ ଆଗେ ଜଉ ବୟାନ ଦେଇଛନ୍ତି ତାହାକୁ ନେଇ ଝଡ ଉଠିବ କି? ଦେଖା ଯାଉ ଆଗକୁ ଅର୍ଚ୍ଚନା କଣ୍ କହୁଛନ୍ତି କି ପୋଲିସ ତାଙ୍କ ମୁଁହ ବନ୍ଦ କରିଦେଉଛି।

Leave A Reply

Your email address will not be published.