ବିବାହର ଦିନ କୌଣସି ବ୍ୟକ୍ତିଙ୍କ ପାଇଁ ଖାସ ହୋଇଥାଏ। ଏହି ଦିନର ଅପେକ୍ଷା ପ୍ରତ୍ୟେକଙ୍କୁ ଥାଏ। ସେଥିପାଇଁ ସେ ଏହାକୁ ଚାହାନ୍ତିକି ଏହିଦିନ କୌଣସି ପ୍ରକାର ଗଡବଡ ନ ହେଉ। ବିବାହରେ ଅନେକ ଥର ଆଶ୍ଚର୍ଯ୍ୟକର ଲୋକ ମଧ୍ୟ ଆସିଯାନ୍ତି ଯେଉଁଥିପାଇଁ ଅନେକ ନାଟକ ମଧ୍ୟ ହୋଇଯାଏ। କିମ୍ବା ଆମକୁ ଲଜ୍ଜ୍ୟାର ସାମ୍ନା କରିବାକୁ ପଡେ। ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବିବାହର ଏହି ଭିଡିଓକୁ ଦେଖିନିଅନ୍ତୁ।
ବର ସାମ୍ନାରେ ଚୋର ଚୋରୀ କରିଲା ପଇସା:-
ବିବାହରେ ଆସିଥିବା ଅତିଥିଙ୍କ ମଧ୍ୟରେ ଜଣେ ଲୋକ ଚୋର ବାହାରିଲା। ସେ ବର ପାଖରେ ବସି ବହୁତ ପରିଷ୍କାର ଭାବରେ ପଇସା ଚୋରୀ କରିଲେକି ସମସ୍ତେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଆପଣ ଦେଖିଥିବେକି ଅନେକ ବର ନିଜର ବେକରେ ମୋଟାର ମାଳ ପିନ୍ଧିଥାନ୍ତି। କେବଳ ଏହାର ଲାଭ ଏହି ଚୋର ଉଠାଇଲେ। ସେ ବିବାହ ଦିନ ବରକୁ ଦେଖାକରିବା ବାହାନାରେ ଷ୍ଟେଜ ଉପରକୁ ଆସିଲେ। ଓ ବରର ପାଖରେ ବସିଲେ। ସୁଯୋଗ ଦେଖି ନିଜର ଅସଲ ରଙ୍ଗ ଦେଖାଇବାକୁ ଲାଗିଲେ।
ଏହି ଅତିଥି ବରର ପାଖରେ ବସି-ବସି ବରର ମାଳରେ ଲାଗିଥିବା ନୋଟକୁ ଚୋରୀ କରିନେଲେ। ସେ ଧୀରେ ଧୀରେ ଏକ ନୋଟ ଚୋରୀ କରିବା ଆରମ୍ଭ କରିଲେ। ଇତି ମଧ୍ୟରେ ଯେତେବେଳେ ବରକୁ ସାମାନ୍ୟ ସନ୍ଦେହ ହେଲା ସେତେବେଳେ ପାଖରେ ବସିଥିବା ବ୍ୟକ୍ତିଙ୍କୁ ମୁଡି ଦେଖିଲେ। କିନ୍ତୁ ସେତେବେଳେ ଚୋର ହୋଇଥିବା ଅତିଥି ନୋଟକୁ ଚୋରାଇବା ବନ୍ଦ କରିଦିଏ। ଏହି ସମ୍ପୂର୍ଣ ଘଟଣାକୁ ବିବାହର ଭିଡିଓରେ ରେକର୍ଡ ହୋଇଯାଇଥିଲା।
ଚୋରର ଚାଲାକି ଦେଖି ଲୋକ ନେଲେ ମଜା:-
View this post on Instagram
ବିବାହରେ ଚୋରୀର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଅଛି। ସୋସିଆଲ ମିଡିଆରେ ଏହି ଭିଡିଓକୁ funtaap ନାମକ ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରାଯାଇଛି। ଭିଡିଓରେ ଅନେକ କମେଣ୍ଟ ମଧ୍ୟ ଆସୁଅଛି। ଯେମିତି ଜଣେ ୟୁଜର ଲେଖିଲେ ” ଏ ଚୋର ବହୁତ ଚାଲାକ ଅଟେ।” ପୁଣି ଆଉ ଜଣେ କହିଲେ ” ଯେତେବେଳେ ବିବାହରେ ଲୋଭୀ ଅତିଥି ଆସନ୍ତି ଚୋରର ଆବଶ୍ୟକ କଣ।” ଆଉ ଜଣେ କହିଲେ “ବର ମଧ୍ୟ ଚିନ୍ତା କରୁଛିକି ବରମାଳା ପିନ୍ଧି ଭୁଲ କରିଦେଲି।
ଦେଖନ୍ତୁ ଚୋରର ଭିଡିଓ:-
ସେମିତି ଦେଖିବାକୁ ଗଲେ ଏହି କଥା ସମସ୍ତେ ଜାଣିଛନ୍ତିକି ବାହାଘରରେ ଚୋରୀ ହେବାର ଅଧିକ ସମ୍ଭାବନା ଥାଏ। ଏହି ସମୟରେ ଅନେକ ଲୋକ ସକ୍ରିୟ ହୋଇଯାନ୍ତି। ଓ କେଉଁଠୁ ବି ପଇସା ଚୋରୀ କରିବା ଇଚ୍ଛାରେ ଥାନ୍ତି। ଅନେକ ଥର ବିବାହରେ ଅନେକ ଅଜଣା ବ୍ୟକ୍ତି ଅତିଥି କିମ୍ବା କର୍ମଚାରୀ ହୋଇ ପଶିଯାନ୍ତି। ଓ ପଇସା ନେଇ ଫେରାଇ ହୋଇଯାନ୍ତି। ସେଥିପାଇଁ ଆପଣ ମଧ୍ୟ ବିବାହରେ ସତରକ ରୁହନ୍ତୁ। ପଇସା ଓ ଗହଣା ସମ୍ଭାଳିକରି ରଖନ୍ତୁ।