ଏବେ ବିମାନରୁ ଖରାପ ଓ ଦୁର୍ଘଟଣାର ମାମଲା ଦୁନିଆରେ ବହୁ ଆସୁଛି|ନିକଟରେ ଫ୍ରାନ୍ସର ଏୟାରପୋର୍ଟରୁ ଏଭଳି ଏକ ଘଟଣା ହେଇଛି ଯେ କାର୍ଗୋ ର ଏକ ବିମାନ ରନୱେରୁ ସ୍ଲିପ ହୋଇଛି ଫଳରେ ନିକଟରେ ଥିବା ହ୍ରଦର ପାଣିରେ ପହଞ୍ଚିଲା|ସୈାଭାଗ୍ୟ ବଶତଃ ବିମାନ ହ୍ରଦର ଅଧା ପହଞ୍ଚି ଅଟକିଥିଲା ଓ ଫସିଗଲା|ଏଥିରେ କୈାଣସି ଜନହାନି ହୋଇନାହିଁ|
ଏହି ଘଟଣା ଫ୍ରାନ୍ସର ମନୋପୋଲିଓ ସିଟିର ଅଟେ|ଇଣ୍ଡିପେଟେଣ୍ଟ ରିପୋର୍ଟ ଅନୁସାରେ ଏହି ଘଟଣା ସେତେବେଳେ ହେଲା ଯେତେବେଳେ ଏୟାରପୋର୍ଟ ଲ୍ୟାଣ୍ଡିଙ୍ଗ ସମୟରେ ବିମାନ ରନୱେରୁ ବାହାରି ପାଖ ହ୍ରଦରେ ଅଧା ବୁଡିଲା|ଏହାପରେ କିଛି ସମୟ ପାଇଁ ଯାତାୟାତ ବନ୍ଦ କରାଯାଇଥିଲା|ଏବେ ଏହାକୁ ବାହାର କରାଯାଉଛି|
ଏହାର ଏକ ଫଟୋ ଆସିଛି ଯେଉଁଥିରେ ଦେଖାଯାଇଛି ଯେ ବିମାନ ରନୱେ ଓ ହ୍ରଦ ମଝିରେ ରହିଛି|ରିପୋର୍ଟ ଅନୁସାରେ ଏୟାରପୋର୍ଟ ଅଧିକାରୀ କହିଛନ୍ତି ଯେ କାର୍ଗୋର ଏହି ବିମାନ ବୋଇଙ୍ଗ ୭୩୭ ଶନିବାର ସକାଳେ ପେରିସ ଚାର୍ଲସ ଡି ଗଲ୍ସ ଏୟାରପୋର୍ଟ ରୁ ମେଟପେଲିୟର ପାଇଁ ଚାଲିଥିଲା|ମେଟପେଲିୟର ଏୟାରପୋର୍ଟରୁ ବିମାନ ଏୟାରପୋର୍ଟ ର ରନୱେରୁ ଯାଇ ହ୍ରଦରେ ବୁଡିଲା|
ସୂଚନାଯୋଗ୍ୟ ଏଵେ ପ୍ଲେନରେ ବସିଥିବା ସମସ୍ତ ତିନି ଜଣଙ୍କୁ ରେସ୍କ୍ୟୁ କରାଯାଇଥିଲା|ଆଶ୍ଚର୍ଯ୍ୟର କଥା ପ୍ଲେନର ଗୋଟିଏ ଇଞ୍ଜିନ ପାଣିରେ ବୁଡିଗଲା|ନିକଟରେ ଆମେରିକାର ନେୱର ଏୟାରପୋର୍ଟରୁ ୟୁନାଇଟେଡ ଏୟାରଲାଇନ୍ସର ଫ୍ଲାଇଟ ବ୍ରାଜିଲର ସାଓ ପାଓଲୋ ଯାଉଥିଲା|ଯେପରି ଉଡିଲା କିଛି ସମୟ ପରେ ଭୟାନକ ଦୃଶ୍ୟ ଦେଖାଗଲା|
ବିମାନ ପଛ ଅଂଶରୁ ନିଆଁ ବାହାରିଲା ଓ ଧିରେଧିରେ ଆଗକୁ ବଢିଲା|ଏହାପରେ ଜଳିଜଳି ଯାଇଥିବା ଦେଖିଗଲା|ଏହାପରେ ଆକାଶରୁ ପଡିଲା|ଯଦିଓ ଏହାର ଲ୍ୟାଣ୍ଡିଙ୍ଗ କରାଗଲା ଓ କ୍ଷୟକ୍ଷତି ହୋଇନଥିଲା|