ମୋ ସ୍ତ୍ରୀକୁ ନେଇ ପଳାଇଗଲା… ରାସ୍ତାରେ ପାଟି କରିବାକୁ ଲାଗିଲା ସ୍ବାମୀ, ଫିଲ୍ମ ଷ୍ଟାଇଲରେ ପିଛା କଲା, ଆଉ ତା’ପରେ.. ଦେଖନ୍ତୁ ଭିଡିଓ

0

Get real time updates directly on you device, subscribe now.

ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ ଭରଷା ଏବଂ ବିଶ୍ୱାସ ରହିବା ବହୁତ୍ ଜରୁରୀ ଅଟେ । ଯଦି ଏ ଜିନିଷ ଦୁର୍ବଳ ହୋଇଯିବ, ତାହେଲେ ଏମାନଙ୍କ ଘର ଉଜୁଡ଼ିବାରେ ଅଧିକ ସମୟ ଲାଗେନାହିଁ । ଅନେକଥର ବିବାହିତ ହେବା ସତ୍ତ୍ୱେ ମଧ୍ୟ ଜଣେ ଅନ୍ୟ ଜଣଙ୍କୁ ଧୋ-କା ଦେଇଥାଏ । ତାପରେ ସେ ଯେତେବେଳେ ରେ-ଡହ୍ୟା-ଣ୍ଡରେ ଧ-ରା ପଡ଼ିଯାଏ, ସେତେବେଳେ ବଡ ହ-ଙ୍ଗାମା ସୃଷ୍ଟି ହୁଏ । ବର୍ତ୍ତମାନ୍ ଉତ୍ତରପ୍ରଦେଶର ଆଗ୍ରା ସହରର ଏହି ମାମ-ଲାକୁ ହିଁ ଦେଖନ୍ତୁ ।

ସ୍ତ୍ରୀର ଚାଲିଥିଲା ଅଫେ-ୟର :-

ବାସ୍ତବରେ ସୋସିଆଲ ମିଡିଆରେ ଜଣେ ସ୍ବାମୀ ଏବଂ ସ୍ତ୍ରୀର ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି ଭିଡ଼ିଓରେ ଦେଖାଯାଇପାରେ ଯେ କିପରି ଜଣେ ସ୍ବାମୀ ନିଜ ସ୍ତ୍ରୀକୁ ତାର ପ୍ରେମିକ ସହ ରେ-ଡହ୍ୟା-ଣ୍ଡରେ ଧରିନିଏ । କେବଳ ଏତିକି ନୁହେଁ, ସେ ତାର ସ୍ତ୍ରୀ ଏବଂ ପ୍ରେମିକକୁ ଫିଲ୍ମ ଷ୍ଟାଇଲରେ ପିଛା ମଧ୍ୟ କରେ । କୁହାଯାଉଛି ଯେ ସ୍ବାମୀ କାହାଠାରୁ ଜାଣିବାକୁ ପାଇଥିଲା ଯେ ତା ସ୍ତ୍ରୀ ନିଜ ପ୍ରେମିକକୁ ଦେଖା କରିବାକୁ ଯାଉଛି । ତାପରେ ସ୍ବାମୀ ଯାହା କରେ, ତାହା କୌଣସି ଫିଲ୍ମ ସିନ ଠାରୁ କମ୍ ନୁହେଁ ।

ଅଞ୍ଜଳିଙ୍କ ବିବାହ 10 ବର୍ଷ ପୂର୍ବେ ସୁନିଲଙ୍କ ସହ ହୋଇଥିଲା । ଏହି ବିବହାରୁ ଦୁହିଁଙ୍କର ଗୋଟିଏ ସୁନ୍ଦର୍ ଝିଅ ମଧ୍ୟ ହୋଇଛି । ତେବେ ଗତ କିଛି ମାସ ତଳେ ଅଞ୍ଜଳି ନିଜ ସହରର ଜଣେ ଚାଉଳ ବ୍ୟବସାୟୀଙ୍କୁ ଭଲପାଇ ବସିଲେ । ଦୁହିଁଙ୍କର ଲ-ଭ୍ ଅଫେ-ୟର ଆରମ୍ଭ ହୋଇଗଲା । ଏହି କଥାକୁ ନେଇ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ପ୍ରତିଦିନ ଝ-ଗଡା ହେବାକୁ ଲାଗିଲା ।

ସ୍ବାମୀ ବାଇକ୍ ଦ୍ଵାରା ପିଛା କରି ରେ-ଡହ୍ୟା-ଣ୍ଡରେ ଧ-ରିଲା :-

ନିକଟରେ ଅଞ୍ଜଳି ନିଜ ସ୍ୱାମୀକୁ କୌଣସି କାରଣ ନକହି ଘରୁ ଚାଲି ଯାଇଥିଲେ । ଏପରି ପରିସ୍ଥିତିରେ ସ୍ୱାମୀକୁ ସନ୍ଦେହ ହେଲା ଯେ ସ୍ତ୍ରୀ ପୁଣି ପ୍ରେମିକ ସହ ଦେଖା କରିବାକୁ ଯାଉଛି । ଏପରି ପରିସ୍ଥିତିରେ ସେ ନିଜ ଝିଅ ଏବଂ ଜଣେ ସାଙ୍ଗକୁ ଧରି ସ୍ତ୍ରୀକୁ ପିଛା କଲା । କିଛି ସମୟ ପରେ ସେ ଦେଖିଲା ଯେ ତା ସ୍ତ୍ରୀ ସେହି ଚାଉଳ ବେପାରୀ ସହ ସ୍କୁଟିରେ ଯାଉଛି ।

ସୁନିଲ ନିଜ ବାଇକ ଜୋ-ରରେ ଚଳାଇଲେ ଏବଂ ସ୍ତ୍ରୀ ଓ ତା ପ୍ରେମିକକୁ ପିଛା କରିବାକୁ ଲାଗିଲେ । ଏହି ସମୟରେ ତାଙ୍କ ସାଙ୍ଗ ଓ ଝିଅ ମଧ୍ୟ ସାଥିରେ ଥିଲେ । ସାଙ୍ଗ ଏହି ପୁରା ଘଟ-ଣାର ଭିଡିଓ ତିଆରି କରୁଥିଲା । ସୁନିଲ ଅନେକଥର ଅଞ୍ଜଳିକୁ ପଛରୁ ଡାକିଲେ ଏବଂ ବହୁତ୍ କିଛି କହିଲେ । କିନ୍ତୁ ଅଞ୍ଜଳିଙ୍କ ପ୍ରେମିକ ସ୍କୁଟି ରୋକି ନଥିଲେ । ତାପରେ ହାଇୱେରେ ସୁନିଲ ବାଇକ୍ ଜୋରରେ ଚଳାଇଲେ ଏବଂ ସ୍କୁଟି ସାମ୍ନାକୁ ଯାଇ ରାସ୍ତା ବ୍ଲ-କ କରିଦେଲେ ।

ବର୍ତ୍ତମାନ୍ ସ୍ବାମୀ, ସ୍ତ୍ରୀ ଏବଂ ତାର ପ୍ରେମିକ ମଧ୍ୟରେ ହାଇ ଭୋ-ଲ୍ଟେଜ୍ ଡ୍ରା-ମା ଆରମ୍ଭ ହୋଇଗଲା । ରାସ୍ତାରେ ଏପରି ତାମସା ଦେଖି ପୋ-ଲିସ ମଧ୍ୟ ଘଟ-ଣାସ୍ଥ-ଳରେ ପହଞ୍ଚିଗଲା । ପୋ-ଲିସ ପ୍ରେମିକ, ସ୍ତ୍ରୀ ଏବଂ ସ୍ବାମୀ ତିନିଜଣଙ୍କ ବିରୋ-ଧରେ ଶାନ୍ତି ଭ-ଙ୍ଗ କରିବାକୁ ନେଇ ଚା-ଲାଣ କା-ଟିଲା । ଏହାସହିତ ଚେ-ତାବ-ନୀ ଦେଲା ଯେ ଆଗକୁ ରାସ୍ତାରେ ଏପରି ତା-ମସା କଲେ ଆହୁରି ଆ-କ୍ସନ ନିଆଯିବ ।

Leave A Reply

Your email address will not be published.