ଦେଖନ୍ତୁ ଲାଇଭ ଭିଡ଼ିଓ : ପକ୍ଷୀମାଙ୍କର ଭଲିବଲ ମ୍ୟାଚ,କେଉଁ ଦଳ ଜିତିବ ?

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ବହୁ ମଜାଦାର ଭିଡିଓ ଭାଇରାଲ ହୋଇଥାଏ|ଆଜିର ସମୟରେ ଦେଖିବା ଯଦି ଏହା ଲୋକଙ୍କ ସବୁଠାରୁ ବଡ ମନୋରଞ୍ଜନର ମାଧ୍ୟମ ଅଟେ|ଏଠାରେ ସବୁଦିନ ବଳି ବଳିକି ଭିଡିଓ ଆସେ ଯାହାକୁ ଦେଖି ବେଳେବେଳେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ ଓ ବେଳେବେଳେ ହସିହସି ବେଦମ ହୋଇଯାଉ|ଏଭଳି ଏକ ଭିଡିଓ ଭାଇରାଲ ହେଉଛି|

ପକ୍ଷୀ ଯେତେବେଳେ ଆକାଶରେ ଉଡେ,ବହୁ ସୁନ୍ଦର ଦେଖାଯାଇଥାଏ|

ସବୁଠାରୁ ସୁନ୍ଦର ଲାଗେ ତାର କାର୍ଯ୍ୟ|ଏହି ଜୀବ ମଣିଷ ଭଳି ଦଳ ବନାଇ ଖେଳ ଖେଳିବା ଜାଣନ୍ତି|କେବେ ଆପଣ ତାଙ୍କୁ ମଣିଷ ଭଳି ଖେଳ ଖେଳିବା ଜାଣନ୍ତି ?ଯଦି ଦେଖି ନାହଁ ତେବେ ଏବେ ଦେଖି ନିଅନ୍ତୁ|

ଭିଡିଓରେ ଆପଣ ଦେଖି ନିଅନ୍ତୁ ଯେ ଦୁଇ ଦଳରେ ବଣ୍ଟା ହୋଇଥିବା ପକ୍ଷୀ ମଧ୍ୟରେ ନେଟରେ ବଲ ଖେଳୁଛନ୍ତି|ଯେଉଁଥିରେ ଗୋଟିଏ ଶୁଆ ନିଜ ଥଣ୍ଟ ସାହାଯ୍ୟରେ ବଲକୁ ଅନ୍ୟ ଗ୍ରୁପକୁ ଫୋପାଡେ ଓ ଅନ୍ୟ ଗ୍ରୁପ ମଧ୍ୟ ନିୟମ ଅନୁସାରେ ଥଣ୍ଟ ସାହାଯ୍ୟରେ ବଲ ଫୋପାଡି ଥାନ୍ତି|ଏମାନଙ୍କୁ ଦେଖି ଏପରି ଲାଗୁଛି ଦୁହିଁଙ୍କ ମଧ୍ୟରେ ମ୍ୟାଚ ଚାଲୁଛି ଓ ଦୁହେଁ ଜିତିବା ପାଇଁ ଚେଷ୍ଟିତ ଅଟନ୍ତି|

ଏହି ମନୋମୁଗ୍ଧକର Dr Vivek Bindra ନିଜ ଟୁଇଟର ଏକାଉଣ୍ଟରୁ ସେୟାର କରିଛନ୍ତି ଯାହାକୁ ଏପର୍ଯ୍ୟନ୍ତ ୯୦ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖିଛନ୍ତି,ହଜାର ହଜାର ଲୋକ ଏହାକୁ ଲାଇକ କରିଛନ୍ତି|ସୋସିଆଲ ମିଡିଆରେ ଏହି ଭିଡିଓ ଲୋକଙ୍କ ପସନ୍ଦ ଆସୁଛି|ଏଥିରେ ୟୁଜର୍ସ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଜଣେ କହିଛନ୍ତି ଭାଇ ଏଥିରେ ଟଙ୍କା ଆଦାୟ ହେଲା|ଜଣେ ଲେଖିଛନ୍ତି କୁହ ଟ୍ରେନିଂ କେଉଁଠୁ ନେଇଛ ? ଏଥିରେ ଲୋକମାନେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.