ନମସ୍କାର ବନ୍ଧୁଗଣ ହାଇକୋର୍ଟରେ ନକଲି ଡକ୍ୟୁମେଣ୍ଟ ଦାଖଲ କରିଥିଲେ ବର୍ଷା ପ୍ରିୟଦର୍ଶିନୀ ଥରେ ନୁହେଁ ଦୁଇ ଦୁଇଥର ଦେଇଥିଲେ ନକଲି ଡକ୍ୟୁମେଣ୍ଟ ଜର୍ଜଙ୍କୁ ଦେଇଥିଲେ ମିଛ ତଥ୍ୟ କେବଳ ଆଉ କେବଳ ଅନୁଭବ ମହାନ୍ତିଙ୍କୁ ହଇରାଣ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ଚାହୁଁଥିଲେ ଅନୁଭବ ମହାନ୍ତି ଟିକେ ବି ଖୁସିରେ ନ ରୁହନ୍ତୁ ବୋଲି ସେଥିପାଇଁ କରି ଚାଲିଥିଲେ ହାରାସ୍ ଆଉ ଏବେ ଏବେ ସବୁ ଧରା ପଡ଼ିଲା ପରେ ପିଟିସନ ପ୍ରତ୍ୟାହାର କରି ନେଇଛନ୍ତି ବର୍ଷା ପ୍ରିୟଦର୍ଶିନୀ |ହେଲେ ହାଇକୋର୍ଟଙ୍କୁ ମିଛ ତଥ୍ୟ ଦେଇଥିବାରୁ ଜେଲ୍ ଯାଇ ପାରନ୍ତି ବର୍ଷା ପ୍ରିୟଦର୍ଶିନୀ ଏମିତି କିଛି ସାଂଘାତିକ ସୂଚନା ଦେଇଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ।ଆପଣମାନେ ଜାଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ ହାଇ କୋର୍ଟରେ ଦାଖଲ କରିଥିବା ପିଟିସନକୁ ବୁଧବାର ପ୍ରତ୍ୟାହାର କରି ନେଇଛନ୍ତି ।
ହେଲେ କଣ ପାଇଁ ପ୍ରତ୍ୟାହାର କଲେ ତାହା ବୋଧହୁଏ ଅନେକ କେହି ଜାଣି ନଥିବେ ଯେତେବେଳେ ଅନୁଭବ ମହାନ୍ତିଙ୍କୁ ଜେରା ଚାଲିଥିଲା ସେତେବେଳେ ବାରମ୍ବାର ସମୟ ଗଡାଉଥିଲେ ବର୍ଷାଙ୍କ ଓକିଲ |ହେଲେ ହାଇକୋର୍ଟଙ୍କୁ ମିଛ ତଥ୍ୟ ଦେଇଥିବାରୁ ଜେଲ୍ ଯାଇ ପାରନ୍ତି ବର୍ଷା ପ୍ରିୟଦର୍ଶିନୀ ଏମିତି କିଛି ସାଂଘାତିକ ସୂଚନା ଦେଇଛନ୍ତି ଅନୁଭବ ମହାନ୍ତିଙ୍କ ଓକିଲ। ଆପଣମାନେ ଜାଣିଛନ୍ତି ବର୍ଷା ପ୍ରିୟଦର୍ଶିନୀ ହାଇ କୋର୍ଟରେ ଦାଖଲ କରିଥିବା ପିଟିସନକୁ ବୁଧବାର ପ୍ରତ୍ୟାହାର କରି ନେଇଛନ୍ତି।ବର୍ଷାଙ୍କ ପିଟିସନ ପ୍ରତ୍ୟାହର ପରେ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ।
ତେବେ ପୂର୍ବରୁ ପରିବାର ଅଦାଲତରେ ଧାର୍ଯ୍ୟ ଜେରା ଦିନ ବର୍ଷାଙ୍କ ଓକିଲ ଅନୁପସ୍ଥିତ ଯୋଗୁଁ ଅନୁଭବଙ୍କ ଜେରାକୁ ସମାପ୍ତ କରିଥିଲେ ପରିବାର ଅଦାଲତ। ପରବର୍ତ୍ତୀ ସମୟରେ ଅନୁଭବ ମହାନ୍ତଙ୍କୁ ପୁଣିଥରେ ଜେରା କରାଯାଉ ବୋଲି ପରିବାର ଅଦାଲତରେ ବର୍ଷାଙ୍କ ପକ୍ଷରୁ ଆବେଦନ ହୋଇଥିବା ବେଳେ ଏହି ଆବେଦନକୁ ଖାରଜ କରିଥିଲେ କଟକ ପରିବାର ଅଦାଲତ। ପରିବାର ଅଦାଲତର ଏହି ନିର୍ଦ୍ଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବର୍ଷା ପ୍ରିୟଦର୍ଶିନୀ। ତେବେ ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଜୁଲାଇ ୧୧ ତାରିଖରେ ଅନୁଭବଙ୍କୁ ଜେରା କରିବା ପାଇଁ ବର୍ଷାଙ୍କ ତରଫରୁ ଅଦାଲତରେ କେହି ଉପସ୍ଥିତ ନଥିଲେ |
କିନ୍ତୁ ହାଇକୋର୍ଟରେ ଦେଇଥିବା ପିଟିସନରେ କିଛି ଜାଲ ଦସ୍ତାବିଜ ଦେଇଥିଲେ ବର୍ଷା ପ୍ରିୟଦର୍ଶିନୀ ଆଉ ତାକୁ ନେଇ ରାଗି ଯାଇଥିଲେ ମାନ୍ୟବର ହାଇକୋର୍ଟ ଜର୍ଜ। ତେବେ ବର୍ଷାଙ୍କ ପିଟିସନ ପ୍ରତ୍ୟାହାର କରିବା ଘଟଣା ଏଭଳି କିଛି ମୋଡ ନେଇଛି ଅନୁଭବଙ୍କୁ ଜେରା ପାଇଁ ଦାୟକ କରୁଥିବା ପିଟିସନକୁ କାହିଁକି ପ୍ରତ୍ୟାହାର କରିନେଲେ ବର୍ଷା। ଏଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।ତେବେ ନିଜ ପିଟିସନ ସହିତ ବର୍ଷା କିଛି ଜାଲ ଦସ୍ତାବିଜ ଦାଖଲ କରିଥିଲେ ଯାହାକୁ ନେଇ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ ଓ ସେଥିପାଇଁ ବର୍ଷା ହାଇକୋର୍ଟରେ ଦାଖଲ କରିଥିବା ନିଜ ପିଟିସନକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ |ଏବେ ଦୁହିଁଙ୍କୁ ୫ ହଜାର ଟଙ୍କା ଦେବା ପାଇଁ କୋର୍ଟ ନିର୍ଦେଶ ଦେଇଛି ଆଉ କୋଟ ର ସମୟ ନଷ୍ଟ କରୁଥିବା ମଧ୍ୟ ଅଭିଯାଗ ଆସିଛି ।