ବ୍ୟକ୍ତିକୁ ଗିଳିବାକୁ ଲାଗିଲା ମାଟି ଓ ପୁଣି ….ଭାଇରାଲ ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

0

Get real time updates directly on you device, subscribe now.

ଇଣ୍ଟରନେଟରେ ଦୁର୍ଘଟଣାର‌ ଭିଡିଓ ପୋଷ୍ଟ କରାଯାଇଥାଏ|ଏହି ଭିଡିଓରେ କେତେବେଳେ ବାହନ ଚାଳକକଙ୍କ ଭୁଲ ହୋଇଥାଏ ତ କେତେବେଳେ କାହାର ଭାଗ୍ୟ ସାଥ୍ ଦେଇ ନଥାଏ|ଯଦିଓ ବହୁ ଭିଡିଓରେ ଲୋକମାନେ ବାଲ୍ ବାଲ ବଞ୍ଚୁଥିବା ଦେଖାଯାଏ|ଏହି ଦୁର୍ଘଟଣାର ଭିଡିଓ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ ଓ ବ୍ୟକ୍ତିର ଭାଗ୍ୟକୁ ବିଶ୍ୱାସ କରି ପାରିବେ ନାହିଁ|

ଏହି ଭିଡିଓରେ କିଛି ଲୋକ ଛୁଆକୁ ଚେୟାରରେ ବସାଇ ନିଜ କାମ କରୁଥିବା ଦେଖାଯାଏ|ତାଙ୍କୁ ଜଣା ନଥାଏ ଯେ କିଛି କ୍ଷଣ ମଧ୍ୟରେ ତାଙ୍କ ସହ କ’ଣ ହେବାକୁ ଯାଉଛି|ପ୍ରଥମେ ଆପଣ ସୋସିଆଲ ମିଡିଆରେ ଯୋରସୋର ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖନ୍ତୁ|

ପ୍ରକୃତରେ ବ୍ୟକ୍ତିଙ୍କ ତଳୁ ମାଟି ଧସି ଯାଏ ଓ ତାହା ତଳେ ସମତଳ ପରି ହୋଇଥାଏ,ଫଳରେ ସେ ପାଦ ଚାପି ନିଜକୁ ବଞ୍ଚାଇ ଥାନ୍ତି|ଲୋକମାନେ ଏହି ଭିଡିଓକୁ ଦେଖି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|ଲୋକମାନେ କହିଛନ୍ତି ଲୋକର ଭାଗ୍ୟ ବଳରେ ବଞ୍ଚିଗଲା|

ମାତ୍ର ୧୦ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି|ଏହି ଭିଡିଓକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟୁଇଟରରେ ସେୟାର କରାଯାଇଛି|ବହୁ ଲୋକ ଲାଆକ ଓ ରିଟୁଇଟ୍ ମଧ୍ୟ କରିଛନ୍ତି|କମେଣ୍ଟ ସେକ୍ସନରେ ଲୋକମାନେ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.