୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି ? ଭିତରେ ଭିତରେ ହେବ ବଡ ଖେଳ

0

Get real time updates directly on you device, subscribe now.

ରାଜନୀତି କଥା କିଛି କହିହବନି କେତେ ବେଳେ କିଏ କଣ ହେଇଯିବ ଏବେ ଏକ ଖବର ଅନୁସାରେ ଜଣା ପୋଡ଼ୁଚି ଜୀ ଆଗାମି ଦିନ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ହୋଇପାରିବେ ନାହିଁ ।କାରଣ ତାଙ୍କୁ ଆଗାମୀ ଦିନ ରେ ବିହାର ବିବାଦକୁ ନେଇକି ଅସୁବିଧା ହୋଇପାରେ । ୨୦୨୪ ରେ ମୋଦି (PM Modi) ଙ୍କ ପାଇଁ ପ୍ରଧାନମନ୍ତ୍ରୀ ହେବା ପ୍ରକୃତରେ କଷ୍ଟସାଧ୍ୟ ହୋଇପଡ଼ିବ କି? ବାସ୍ତବରେ ପିଏମ ମୋଦିଙ୍କୁ ଚ୍ୟାଲେଞ୍ଜ ଦେବାର ନୂଆ ପ୍ରୟୋଗ ସେହି ସମୟରୁ ଆରମ୍ଭ ହୋଇଛି ଯେବେ ନୀତିଶ କୁମାର (Nitish Kumar) ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ (Bihar CM) ଭାବରେ ଶପଥ ଗ୍ରହଣ କରିଛନ୍ତି ।

ଏହା ତାଙ୍କ ପାଇଁ ଏକ ଭଲ ଖବର ଯାହା ତାଙ୍କୁ ଆଗାମୀ ଦିନରେ ତାଙ୍କୁ ଆଗୋ କୁ ନେଇ ଯିବ ।ଏକ ସମୟ ରେ ସବୁ ପାଟି ଦୋଳ ର ଲୋକ ଆଗାମୀ ଇଲେକ୍ସନ ପାଇଁ ବହୁତ ଜୋର ସୋର ରେ କାମ କରୁଛନ୍ତି ।ରାଷ୍ଟ୍ରୀୟ ଜନତା ଦଳ (RJD) ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ପଦର ଦାବିଦାବ ବୋଲି କହିସାରିଛି । ୨୦୧୩ ମସିହାରେ ମଧ୍ୟ ଯେତେବେଳେ ବିଜେପି ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା, ନୀତିଶ ଏହାକୁ ବିରୋଧ କରି ସେ ବିଜେପି ସହ ମେଣ୍ଟ ଭାଙ୍ଗିଥିଲେ ।

ସେତେବେଳେ କୁହାଯାଇଥିଲା ଯେ ନୀତିଶ ମଧ୍ୟ ପ୍ରଧାନମନ୍ତ୍ରୀ ମେଟେରିଆଲ । ୨୦୧୫ରେ ବିହାରରେ ମହାମେଣ୍ଟର ବିଜୟ ପରେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ମେଟେରିଆଲ କୁହାଯାଉଥିଲା ।ରାଜନିତୀ ରେ କିଏ କାହାକୁ ଟକର ଦେବେ ତାହା କିଛି କହିହବନି ।ସାରା ଦେଶରେ ଦଳର ସଂଗଠନ ରହିଛି । ଫଳରେ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀଙ୍କ ପରିବର୍ତ୍ତେ ନୀତିଶ କୁମାରଙ୍କ ନାମ ଉପରେ ସହମତ ହେବ କି ନାହିଁ, ତାହାକୁ ନେଇ ସବୁଠାରୁ ବଡ଼ ପ୍ରଶ୍ନ । ସେହିପରି ମମତା ବାନାର୍ଜୀ, ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ୍ର କେଜ୍ରିୱାଲ ପରି ନେତା ନିଜକୁ ପ୍ରଧାନମନ୍ତ୍ରୀ ପଦର ଦାବିଦାର ଭାବେ ଦେଖୁଛନ୍ତି ।

ସେମାନେ ନିଜର ମହତ୍ତ୍ୱାକାଂକ୍ଷାଙ୍କୁ ମାରି ନୀତିଶଙ୍କୁ ସମର୍ଥନ କରିବେ କି, ତାହା ବି ଏକ ସବୁଠାରୁ ବଡ଼ ପ୍ରଶ୍ନ ।ମୋଦି ବହୁତ ଭଲ କାମ ସବୁ କରିଛନ୍ତି ଯାହା ତାଙ୍କୁ ଭଲ ଦିଗ ରେ ଅତି କ୍ରମ କରିପାରିବେ ।ବହୁତ ଲୋକ ମାନେ ତାଙ୍କୁ ସପଟ ମଧ୍ୟ କରନ୍ତି ।କିନ୍ତୁ ନୀତିଶ କୁମାରଙ୍କ ଏନଡିଏରୁ ଅଲଗା ହେବାର କ୍ଷତି ବିଜେପିକୁ ସହିବାକୁ ପଡ଼ିବ । ଇଣ୍ଡିଆ ଟୁଡେ ସି ଭୋଟର ଦ୍ୱାରା କରାଯାଇଥିବା ମୁଡ୍ ଅଫ୍ ଦି ନେସନ୍ (MOTN) ସର୍ଭେରେ ଏହା ସାମ୍ନାକୁ ଆସିଛି । ସର୍ଭେ ଅନୁଯାୟୀ, ଯଦି ଅଗଷ୍ଟ ୧ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ଏନଡିଏ ୫୪୩ଟି ଆସନରୁ ୩୦୭ଟି, ୟୁପିଏ ୧୨୫ଟି ଆସନ ପାଇବ । ଅନ୍ୟପଟେ ଅନ୍ୟ ଦଳଗୁଡିକ ୧୧୧ଟି ଆସନ ପାଇବେ, କିନ୍ତୁ ଯଦି ବିହାରରେ ସରକାର ପରିବର୍ତ୍ତନ ପରେ ନିର୍ବାଚନ ଅନୁଷ୍ଠିତ ହୁଏ, ତା’ପରେ ଏନଡିଏକୁ ୨୧ଟି ଆସନର ସିଧାସଳଖ କ୍ଷତି ହେଉଛି ।ଦେଖା ଯାଉ ଆଗାମୀ ଦିନ ରେ କଣ ହେଉଛି ।

Leave A Reply

Your email address will not be published.